Krutibash Rath Fan Club

Krutibash Rath Fan Club Social Service

ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ (ଅପା ଙ୍କ) ଆଜି ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎂Pinky Pradhan Pinky Pradhan ...
03/05/2026

ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନ (ଅପା ଙ୍କ) ଆଜି ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🎂
Pinky Pradhan Pinky Pradhan

ଆମ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗ...
02/05/2026

ଆମ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ ଶରୀର ଓ ଦୀର୍ଘାୟୁ ଜୀବନ କାମନା କରୁଛି। ଆପଣଙ୍କ ମାର୍ଗଦର୍ଶନରେ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେଉ।

ଜୟ ବୀରହନୁମାନ 🚩🚩🚩🚩ପବିତ୍ର ଶ୍ରୀ ହନୁମାନ ଜୟନ୍ତୀ | ପବିତ୍ର ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ...
14/04/2026

ଜୟ ବୀରହନୁମାନ 🚩🚩🚩🚩

ପବିତ୍ର ଶ୍ରୀ ହନୁମାନ ଜୟନ୍ତୀ | ପବିତ୍ର ମହାବିଷୁବ ସଂକ୍ରାନ୍ତି
ଓଡ଼ିଆ ନବବର୍ଷ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା

ଜୟ ହନୁମାନ 🙏

ଧନ୍ୟବାଦ🌹🌹🌹 ଆୟୋଜକ ମୂର୍ଚ୍ଛନା ଓ ଓଡିଶା କଲଚାର ଆର୍ଟ ଏକାଡେମୀ
09/04/2026

ଧନ୍ୟବାଦ🌹🌹🌹 ଆୟୋଜକ ମୂର୍ଚ୍ଛନା ଓ ଓଡିଶା କଲଚାର ଆର୍ଟ ଏକାଡେମୀ

ପବିତ୍ର ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
03/03/2026

ପବିତ୍ର ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

21/02/2026

ଜୟ ଜଗନ୍ନାଥ 🚩🙏🏻

21/02/2026

ଜୟ ଶ୍ରୀ ରାମ 🙏🏻🚩

ମୋ ପୁଅ ଶ୍ରୀଶମ୍ଭୁନାଥ ରଥ Yash ର ଆଜି ପବିତ୍ର ଜନ୍ମଦିନ ଉପଲକ୍ଷେ ସମସ୍ତଙ୍କୁ ନମ୍ର ଅନୁରୋଧ, ଦୟାକରି ମୋ ପୁଅକୁ ଆପଣମାନଙ୍କର ଅମୂଲ୍ୟ ଆଶୀର୍ବ...
21/02/2026

ମୋ ପୁଅ ଶ୍ରୀଶମ୍ଭୁନାଥ ରଥ Yash ର ଆଜି ପବିତ୍ର ଜନ୍ମଦିନ ଉପଲକ୍ଷେ ସମସ୍ତଙ୍କୁ ନମ୍ର ଅନୁରୋଧ, ଦୟାକରି ମୋ ପୁଅକୁ ଆପଣମାନଙ୍କର ଅମୂଲ୍ୟ ଆଶୀର୍ବାଦ ପ୍ରଦାନ କରନ୍ତୁ।
ଭଗବାନଙ୍କ କୃପାରେ ସେ ସଦା ସୁସ୍ଥ, ସୁଖୀ ଓ ଦୀର୍ଘାୟୁ ହେଉନ୍ତୁ ଏବଂ ଜୀବନର ପ୍ରତ୍ୟେକ ପଦକ୍ଷେପରେ ସଫଳତା ଅର୍ଜନ କରନ୍ତୁ।
ଆପଣମାନଙ୍କର ସ୍ନେହ ଓ ଆଶୀର୍ବାଦ ସଦା ତାଙ୍କ ସହିତ ରହୁ।

ହର ହର ମହାଦେବ  🙏🏻ପବିତ୍ର ମହା ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାଦେବ ଏବଂ ମାତା ପାର୍ବତୀଙ୍କ ଅ...
15/02/2026

ହର ହର ମହାଦେବ 🙏🏻

ପବିତ୍ର ମହା ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ମହାଦେବ ଏବଂ ମାତା ପାର୍ବତୀଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ଏତିକି କାମନା।

#ଶିବରାତ୍ରୀ

    BJP Odisha Cultural Cell BJP Odisha
01/01/2026



BJP Odisha
Cultural Cell BJP Odisha

ଗୃହ ସମ୍ପର୍କ ଅଭିଯାନ ଆସନ୍ତା ନଭେମ୍ବର ୧୦ ରୁ ୩୦ ତାରିଖ , ଆମେ ଆସୁଛୁ ଆପଣଙ୍କ ଘରକୁ 🙏
24/10/2025

ଗୃହ ସମ୍ପର୍କ ଅଭିଯାନ
ଆସନ୍ତା ନଭେମ୍ବର ୧୦ ରୁ ୩୦ ତାରିଖ , ଆମେ ଆସୁଛୁ ଆପଣଙ୍କ ଘରକୁ 🙏

Address

Bhubaneswar
751001

Alerts

Be the first to know and let us send you an email when Krutibash Rath Fan Club posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Krutibash Rath Fan Club:

Share

Category