Jayadev Giri

Jayadev Giri Contact information, map and directions, contact form, opening hours, services, ratings, photos, videos and announcements from Jayadev Giri, Keonjhar.

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡ଼ିହି ବ୍ଲକ ରେ ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କ ନିର୍ବାଚନୀ ପ୍ରଚାର !
07/04/2019

ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ହାଟଡ଼ିହି ବ୍ଲକ ରେ ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କ ନିର୍ବାଚନୀ ପ୍ରଚାର !

ପଣ୍ଡାପଡା ମଣ୍ଡଳ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତ ମିଶ୍ରଣ ପର୍ବ ରେ ଆଜି 200 ରୁ ଉର୍ଦ୍ଧ୍ବ ବିଜେଡି,କଂଗ୍ରେସ ଓ ସନା ସେନା କର୍ମୀ ମହିଳା ଓ ଯୁବକ...
05/04/2019

ପଣ୍ଡାପଡା ମଣ୍ଡଳ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତ ମିଶ୍ରଣ ପର୍ବ ରେ ଆଜି 200 ରୁ ଉର୍ଦ୍ଧ୍ବ ବିଜେଡି,କଂଗ୍ରେସ ଓ ସନା ସେନା କର୍ମୀ ମହିଳା ଓ ଯୁବକ ଭାଈ ମାନେ ବିଜେପି ପ୍ରତି ବଢୁଥିବା ଜନସମର୍ଥନ ଦେଖି ଅନ୍ୟ ଦଳ ଛାଡ଼ି ବିଜେପି ରେ ସାମିଲ ହେଲେ !

ତରା ଓ ପଇଦାପାଟଣା ପଞ୍ଚାୟତ ର ବିଜେଡି, ସନା ସେନା ଓ କଂଗ୍ରେସ ର 300ରୁ ଉର୍ଦ୍ଧ୍ବ ଯୁବକ ଓ ମହିଳା ବାଣକାଣ୍ଡ ଠାରେ ଭାରତୀୟ ଜନତା ପାର୍ଟି ରେ ମ...
05/04/2019

ତରା ଓ ପଇଦାପାଟଣା ପଞ୍ଚାୟତ ର ବିଜେଡି, ସନା ସେନା ଓ କଂଗ୍ରେସ ର 300ରୁ ଉର୍ଦ୍ଧ୍ବ ଯୁବକ ଓ ମହିଳା ବାଣକାଣ୍ଡ ଠାରେ ଭାରତୀୟ ଜନତା ପାର୍ଟି ରେ ମିଶିଲେ ! ବିଜେପି ବିଧାୟକ ପ୍ରାର୍ଥୀ ଯୁବ ମାନସ ର ଆଦର୍ଶ ପୃଥ୍ୱୀରାଜ କୁଅଁର ଙ୍କ ନେତୃତ୍ୱ ରେ ଆୟୋଜିତ ସଭା ରେ ଆମ ଅଞ୍ଚଳ ର ଜନ ପ୍ରିୟ ନେତା ଅମର ସିଂ , ଚର୍ଚ୍ଚିତ ନେତ୍ରୀ ମମତା ସିଂ , ବରିଷ୍ଠ ନେତା ଶିରପାଣି ମହାନ୍ତ ଙ୍କ ସହ ସାଧାରଣ ସମ୍ପାଦକ ଶରତ ବେଜ ସାମିଲ ଥିଲେ । ଯୁବ ମୋର୍ଚ୍ଚା ଭାଈ ମାନେ ସହଯୋଗ କଁରିଥିଲେ !

ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ କେନ୍ଦୁଝର ଲୋକସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ !
03/04/2019

ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ କେନ୍ଦୁଝର ଲୋକସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ !

ବିଶାଳ ଜନସମୁଦ୍ର ଦ୍ବାରା କେନ୍ଦୁଝରବାସୀ ଓଡିଶା ଓ କେନ୍ଦ୍ର ରେ ମୋଦୀ ସରକାରଙ୍କୁ ଚୟନ ପାଇଁ ନିଷ୍ପତି ନେଲେଣି ! #ପଦ୍ମଫୁଟିବ  #କେନ୍ଦୁଝରହସିବ
03/04/2019

ବିଶାଳ ଜନସମୁଦ୍ର ଦ୍ବାରା କେନ୍ଦୁଝରବାସୀ ଓଡିଶା ଓ କେନ୍ଦ୍ର ରେ ମୋଦୀ ସରକାରଙ୍କୁ ଚୟନ ପାଇଁ ନିଷ୍ପତି ନେଲେଣି !
#ପଦ୍ମଫୁଟିବ #କେନ୍ଦୁଝରହସିବ

ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କ ସହ କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ମାଝି , ତେଲକୋଇ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଓ...
03/04/2019

ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଙ୍କ ସହ କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ମାଝି , ତେଲକୋଇ ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଓ ପାଟଣା ବିଧାୟକ ପ୍ରାର୍ଥୀ ଭବାନୀ ପ୍ରସାଦ ନାଏକ ଙ୍କ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଶୋଭାଯାତ୍ରା ଆରମ୍ଭ !

ପୈତୃକ ଗ୍ରାମ ଲଙ୍ଗଳକଣ୍ଟି ରେ ଥିବା ବାବା ବେଲେଶ୍ଵର ଙ୍କ ଶୈବ ପୀଠ ରୁ ପୂଜାର୍ଚ୍ଚନା ସାରି ନାମାଙ୍କନ ପତ୍ର ଦାଖଲ ଅଭିମୁଖେ ଯାତ୍ରା ଆରମ୍ଭ କଲେ...
03/04/2019

ପୈତୃକ ଗ୍ରାମ ଲଙ୍ଗଳକଣ୍ଟି ରେ ଥିବା ବାବା ବେଲେଶ୍ଵର ଙ୍କ ଶୈବ ପୀଠ ରୁ ପୂଜାର୍ଚ୍ଚନା ସାରି ନାମାଙ୍କନ ପତ୍ର ଦାଖଲ ଅଭିମୁଖେ ଯାତ୍ରା ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଅନନ୍ତ ନାୟକ !

ବିଜେଡି ଛାଡି ବିଜେପି ରେ ମିଶିଲେ ଘଟଗାଁ ବ୍ଲକ ବାରାହାଟିପୁରା ପଞ୍ଚାୟତ ର ଅନେକ ଯୁବକ !
02/04/2019

ବିଜେଡି ଛାଡି ବିଜେପି ରେ ମିଶିଲେ ଘଟଗାଁ ବ୍ଲକ ବାରାହାଟିପୁରା ପଞ୍ଚାୟତ ର ଅନେକ ଯୁବକ !

ବିଜେପି ରେ ସାମିଲ ହେଲେ ହେବିୱେଟ୍‌ ନେତା ଉତ୍କଳ ଭାରତ ର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ।
25/03/2019

ବିଜେପି ରେ ସାମିଲ ହେଲେ ହେବିୱେଟ୍‌ ନେତା ଉତ୍କଳ ଭାରତ ର ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଐର ଖାରବେଳ ସ୍ୱାଇଁ ।

ଖଣ୍ଟଘର ପଞ୍ଚାୟତ କାଶୀବେଡା ଗ୍ରାମ ରେ ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ରେ ।
24/03/2019

ଖଣ୍ଟଘର ପଞ୍ଚାୟତ କାଶୀବେଡା ଗ୍ରାମ ରେ ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ରେ ।

ପୂର୍ବତନ ସିଆରପିଏଫ ଡିଜି,ପୁର୍ବତନ ଓଡ଼ିଶା ପୋଲିସ ଡିଜି ପ୍ରକାଶ ମିଶ୍ର ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହେଲେ । ତିନି ପୂର୍ବତନ ବିଧାୟକ, ଅ...
24/03/2019

ପୂର୍ବତନ ସିଆରପିଏଫ ଡିଜି,ପୁର୍ବତନ ଓଡ଼ିଶା ପୋଲିସ ଡିଜି ପ୍ରକାଶ ମିଶ୍ର ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହେଲେ । ତିନି ପୂର୍ବତନ ବିଧାୟକ, ଅବସର ପ୍ରାପ୍ତ ଆଇଏଏସ ଓ ପୋଲିସ ଓପିଏସ ଅଧିକାରୀ ଙ୍କ ସହିତ ଅନେକ ସରପଞ୍ଚ ଓ ସମିତି ସାମିଲ ହେଲେ ।

ଘଷିପୁରା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ କୁଅଁର ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହ ଘଟଗାଁ ମାର୍କେଟ ରେ ବୁଲିଲେ ।
23/03/2019

ଘଷିପୁରା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ କୁଅଁର ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହ ଘଟଗାଁ ମାର୍କେଟ ରେ ବୁଲିଲେ ।

Address

Keonjhar

Telephone

7377510112

Website

Alerts

Be the first to know and let us send you an email when Jayadev Giri posts news and promotions. Your email address will not be used for any other purpose, and you can unsubscribe at any time.

Share