Desia Kutum Bijapur

Desia Kutum Bijapur
Our Village Our Responsibility
Let's join Hands for the Development of Bijapur

ଆମର  #ଗୁରୁଜୀ ତଥା  #ଧାର୍ମିକ_ଏକତା_ଟ୍ରଷ୍ଟ_ର_ସଂସ୍ଥାପକ ଏବଂ  #ପ୍ରଥମ_ରାଜନୈତିକ_ପ୍ରଶିକ୍ଷକ_ମାର୍ଗଦର୍ଶକ_ସମସ୍ତଙ୍କର_ପାଇଁ_ପ୍ରେରଣା ଶ୍ରୀ ...
14/10/2023

ଆମର #ଗୁରୁଜୀ ତଥା #ଧାର୍ମିକ_ଏକତା_ଟ୍ରଷ୍ଟ_ର_ସଂସ୍ଥାପକ ଏବଂ #ପ୍ରଥମ_ରାଜନୈତିକ_ପ୍ରଶିକ୍ଷକ_ମାର୍ଗଦର୍ଶକ_ସମସ୍ତଙ୍କର_ପାଇଁ_ପ୍ରେରଣା ଶ୍ରୀ #ଶାହାନାୱଜ_ଚୌଧୁରୀ_ଭାରତୀୟ ସାର ଜୀଙ୍କ ଆହ୍ୱାନ କ୍ରମେ ୁକ୍ତି_ଅଭିଯାନ କାର୍ଯ୍ୟକ୍ରମ ସାରା ଭାରତରେ ଚାଲୁ ରହିଅଛି। ନିଃଶୁଳ୍କ ଋଣ ମୁକ୍ତି ଭାରତ ଅଭିଯାନରେ ସାଧାରଣ ଜନତାମାନଙ୍କ ପାଇଁ #ନିଃସ୍ୱାର୍ଥପର_ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାର ମନୋବୃତ୍ତି (ସେବା) ଜାଗ୍ରତ ହେଲା।
ଓଡ଼ିଆର ଭୁବନେଶ୍ୱରଠାରେ ଋଣ ମୁକ୍ତି ଅଭିଯାନ ତରଫରୁ ସାଧାରଣ ଜନତାମାନଙ୍କ ପାଇଁ ଋଣ ଛାଡ କାର୍ଯ୍ୟ କରିବା ନିମନ୍ତେ ବୁଥ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଯେକୌଣସି ପଦ ପ୍ରାପ୍ତ କରିବା ଚୟନ କାର୍ଯ୍ୟକ୍ରମରେ ମୁଁ ଉପସ୍ଥିତ ହୋଇଥିଲି। ଏହି କାର୍ଯ୍ୟକ୍ରମରେ #ଧାର୍ମିକ_ଏକତା_ଟ୍ରଷ୍ଟର_ରାଷ୍ଟ୍ରୀୟ_ଉପଦେଷ୍ଟା_ସଦସ୍ୟ ତଥା #ଓଡ଼ିଶା_ରାଜ୍ୟ_ପ୍ରଭାରୀ ଓ #ମୋର_ମାର୍ଗଦର୍ଶକ ଶ୍ରୀ #ଆଶେର_ଜାନୀ_ଭାରତୀୟ ସାର ଜୀ #ମୁଖ୍ୟ_ଅତିଥି ଭାବେ ଯୋଗଦେଇଥିଲେ। #ସମ୍ମାନୀତ_ଅତିଥି ରୂପେ ଶ୍ରୀ #ବିଶ୍ଵରଞ୍ଜନ_ନାୟକ_ଭାରତୀୟ ସାର ଜୀ, ଶ୍ରୀ #ଶ୍ରୀକାନ୍ତ_ପ୍ରଧାନ_ଭାରତୀୟ ସାର ଜୀ , ଶ୍ରୀ #ରଞ୍ଜନ_ମହାରଣା_ଭାରତୀୟ ସାର ଜୀ, ବ୍ରହ୍ମପୁର ଲୋକସଭା ପ୍ରଭାରୀ ଶ୍ରୀ #ବେଦପ୍ରକାଶ_ପଣ୍ଡା_ଭାରତୀୟ ସାର ଜୀ ସମେତ ଋଣ ମୁକ୍ତି ଅଭିଯାନରେ ଯୋଗଦାନ କରିଥିଲେ। ଆଜି ମୋ ପାଇଁ ସୌଭାଗ୍ୟର ବିଷୟ ଯେ ଋଣ ମୁକ୍ତି ଭାରତ ଅଭିଯାନ ତରଫରୁ ଝରିଗାଁ ବ୍ଲକ ସଭାପତି ଭାବେ ମୋତେ ଚୟନ କରିଥିବାରୁ ମୁଁ ୁରୁ_ତଥା_ଧାର୍ମିକ_ଏକତା_ଟ୍ରଷ୍ଟର_ସଂସ୍ଥାପକ ଶ୍ରୀ #ଶାହାନାୱଜ_ଚୌଧୁରୀ_ଭାରତୀୟ ସାର ଜୀ ଏବଂ ଆମର #ରାଷ୍ଟ୍ରୀୟ_ଅଧ୍ୟକ୍ଷ ଶ୍ରୀ #ରାଜୀବ_ସିଂ_କୁଶବାହା_ଭାରତୀୟ ସାର ଜୀ #ରାଷ୍ଟ୍ରୀୟ_ବିତ୍ତ_ସମିତି_ଅଧ୍ୟକ୍ଷ ଶ୍ରୀମତୀ #ସୁରଭି_ଶ୍ରୀବାସ୍ତବ_ଭାରତୀୟ ମେମ୍ ଜୀ ଏବଂ ମୋର ମାର୍ଗଦର୍ଶକ ଶ୍ରୀ #ଆଶେର_ଜାନୀ_ଭାରତୀୟ ସାର ଜୀଙ୍କୁ ମୁଁ #ହୃଦୟରୁ_ଧନ୍ୟବାଦ ଜ୍ଞାପନ କରୁଛି। ଆଜିଠାରୁ ମୁଁ ସାଧାରଣ ଜନତାମାନଙ୍କ ପାଇଁ ସେବା କାର୍ଯ୍ୟ କରିବାର ମନୋବୃତ୍ତି ବ୍ରତରେ ଆବଦ୍ଧ ହେଲି। ଏମିତି ହିଁ ଲୋକମାନଙ୍କର ଭଲ କାର୍ଯ୍ୟ କରିବା ପାଇଁ ସର୍ବଦା ଶକ୍ତି ପ୍ରଦାନ କରନ୍ତୁ ବୋଲି ଭଗବାନ ଚରଣରେ ପ୍ରାର୍ଥନା କରୁଛି।🙏✊

07/09/2023
Good morning Have a nice day...
26/09/2018

Good morning
Have a nice day...

26/09/2018

Good morning
Have nice day...

05/07/2017

all fb fds good evening....

27/06/2017

Address

Umerkote
764072

Alerts

Be the first to know and let us send you an email when Desia Kutum Bijapur posts news and promotions. Your email address will not be used for any other purpose, and you can unsubscribe at any time.

Share

Category