Biju Mahila Janata Dal Nabarangpur

Biju Mahila Janata Dal Nabarangpur Contact information, map and directions, contact form, opening hours, services, ratings, photos, videos and announcements from Biju Mahila Janata Dal Nabarangpur, Political organisation, Umerkote.

  ମାନ୍ୟବର ସଭାପତି ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ମହିଳା ଜନତା ଦଳ ରାଜ୍ୟବ୍ୟାପୀ ମହିଳା ନିର୍ଯ୍ୟାତନା, ହିଂସା ଏବଂ ଅନ୍...
17/09/2025



ମାନ୍ୟବର ସଭାପତି ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ମହିଳା ଜନତା ଦଳ ରାଜ୍ୟବ୍ୟାପୀ ମହିଳା ନିର୍ଯ୍ୟାତନା, ହିଂସା ଏବଂ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ ପଦଯାତ୍ରାରେ ରାଜ୍ୟ ପୋଲିସ୍ ଡିଜିପି ଙ୍କ ଉଦ୍ଦେଶ୍ଯ ରେ ଜିଲ୍ଲା ପୋଲିସ ମୁଖ୍ୟାଧିକାରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏ ସନ୍ଦର୍ଭରେ ରେ ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ମନୋହର ରନ୍ଧାରୀ ଙ୍କ ନେତୃତ୍ଵରେ ଜିଲ୍ଲା ମହିଳା ନେତୃମଣ୍ଡଳୀ ଏସ୍ପି ଙ୍କୁ ଭେଟିଛନ୍ତି।

Happy birthday 🎂🎂🎁🎁Hon'ble MLA Snehangini Chhuria Madam 🙏🙏🎂🎂💐💐   ଆଜି  ଆମ ପ୍ରିୟ ବିଧାୟିକା ତଥା ରାଜ୍ୟ ବିଜେଡ଼ି ମହିଳା ସଭାନେତ୍ରୀ...
09/12/2023

Happy birthday 🎂🎂🎁🎁Hon'ble MLA Snehangini Chhuria Madam 🙏🙏🎂🎂💐💐
ଆଜି ଆମ ପ୍ରିୟ ବିଧାୟିକା ତଥା ରାଜ୍ୟ ବିଜେଡ଼ି ମହିଳା ସଭାନେତ୍ରୀ #ଶ୍ରୀମତୀ_ସ୍ନେହାଙ୍ଗିନୀ_ଛୁରୀଆଙ୍କ ଶୁଭ ଜନ୍ମ ଦିବସ ଅବସରରେ ବିଜୁ ମହିଳା ଜନତା , ଦଳ ନବରଙ୍ଗପୁର ଜିଲ୍ଲା ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ !!💐💐💐💐💐💐💐💐💐💐

ଜନନାୟକ, କୋଟି ଓଡ଼ିଆଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କୁ ଜନ୍ମଦିନରେ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନିରାଡ...
16/10/2023

ଜନନାୟକ, କୋଟି ଓଡ଼ିଆଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କୁ ଜନ୍ମଦିନରେ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନିରାଡମ୍ଵର ଜୀବନ, ସରଳ ବ୍ୟକ୍ତିତ୍ବ ଓ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ସେବା ଆମ ଲାଗି ସବୁବେଳେ ପ୍ରେରଣାର ଉତ୍ସ। ମହାପ୍ରଭୁଙ୍କ ନିକଟରେ ଆପଣଙ୍କ ଦୀର୍ଘାୟୁ ଜୀବନ କାମନା କରୁଛି। 💐💐💐💐🎂🎂🎂🎂🎂🙏🙏🙏

22/09/2023
ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବରେ ଆଜି ଦାୟିତ୍ୱ ନେଲେ ବିଞ୍ଝାରପୁର ବିଧାୟିକା Pramila Mallik lNaveen Patnaik
22/09/2023

ରାଜ୍ୟର ପ୍ରଥମ ମହିଳା ବାଚସ୍ପତି ଭାବରେ ଆଜି ଦାୟିତ୍ୱ ନେଲେ ବିଞ୍ଝାରପୁର ବିଧାୟିକା Pramila Mallik l

Naveen Patnaik

Address

Umerkote
764073

Website

Alerts

Be the first to know and let us send you an email when Biju Mahila Janata Dal Nabarangpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share