Parsuram Nayak Bhartiya

Parsuram Nayak Bhartiya Am a Dharmik Ekta Trust Active Leader Volunteer from 2021
Firstly and Lastly We are Bhartiya..✊

ଗତକାଲି ମାଲକାନଗିରି ଜିଲ୍ଲାରେ ଋଣ ମୁକ୍ତ ଭାରତ ଅଭିଯାନର ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀ ଆସେର ଜାନୀ ଭାରତୀୟଙ୍କ ନେତୃତ୍ଵରେ ଋଣ ମୁକ୍ତି ପଦଯାତ...
07/02/2024

ଗତକାଲି ମାଲକାନଗିରି ଜିଲ୍ଲାରେ ଋଣ ମୁକ୍ତ ଭାରତ ଅଭିଯାନର ଓଡ଼ିଶା ରାଜ୍ୟ ପ୍ରଭାରୀ ଶ୍ରୀ ଆସେର ଜାନୀ ଭାରତୀୟଙ୍କ ନେତୃତ୍ଵରେ ଋଣ ମୁକ୍ତି ପଦଯାତ୍ରା କରାଯାଇଥିଲା। ସାହୁକାର, ମହାଜନ,ବ୍ୟାଙ୍କ ଏବଂ ପ୍ରାଇଭେଟ ଫାଇନାନ୍ସ କମ୍ପାନୀ ମାନଙ୍କର ଋଣ ଆଦାୟ ନାମରେ କରୁଥିବା ଶୋଷଣ ନିର୍ଯ୍ୟାତନା ଅତ୍ୟାଚାର ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣ ଜନତାଙ୍କୁ ପୋଲିସ୍ ଏବଂ ପ୍ରଶାସନ ଦ୍ଵାରା ସୁରକ୍ଷା ବ୍ୟବସ୍ଥା କରିବା ନିମନ୍ତେ ପୋଲିସ ଆରକ୍ଷୀ ଅଧିକ୍ଷକ ଏବଂ କଲେକ୍ଟରଙ୍କୁ ଦାବୀପତ୍ର ଦିଆଯାଇଥିଲା ✊✊🤝🤝🙏🙏
सभी क्रांतिकारी साथियों को जय हिंद जय भारत.. ओड़ीसा प्रदेश के नबरंगपुर लोकसभा अन्तर्गत मालकानगिरी में निशुल्क कर्ज मुक्त भारत अभियान की पदयात्रा किया गया इस दौरान Police Superintendent एवं District Magistrate को Memorandum के साथ साथ "गर्व से कहो हम भारतीय है" फ्रेम भी दिया गया । लगभग 100 से ज्यादा समूह लोन में फसी महिलाएं और गांव के लोग कर्जा मुक्ति पदयात्रा में सामिल हुए। कुछ महिला अपने साथ हो रहे अत्याचार को खुद सभा में बयान किये। मुझे पूरा विश्वास है कि जनता के बीच क्रांति सुरु हो गई है अब सरकार को जनता का कर्जा माफ करना ही पड़ेगा ✊✊🤝🤝🙏🙏
Jay Hind Jay Bharat ✊

 #देश_का_संविधान_हमारी_शान_हैं #भारतवासी_होने_पर_हमें_है_गुमान #भारतीय_लोकतंत्र_के_महापर्व७५ब  #गणतंत्र_दिवस की अवसर पर ...
26/01/2024

#देश_का_संविधान_हमारी_शान_हैं
#भारतवासी_होने_पर_हमें_है_गुमान
#भारतीय_लोकतंत्र_के_महापर्व
७५ब #गणतंत्र_दिवस की अवसर पर सभी प्रदेशवासियों को हार्दिक बधाई एवं शुभकामनाएं

#ଦେଶର_ସମ୍ବିଧାନ_ହେଉଛି_ଆମରଗର୍ବ |
#ଜଣେ_ଭାରତୀୟ_ହୋଇ_ଆମର_ଗର୍ବ_ଅଛି |
#ଭାରତୀୟ_ଗଣତନ୍ତ୍ରର_ମହାପର୍ବ |
୭୫ ତମ #ଗଣତନ୍ତ୍ର_ଦିବସ ଅବସରରେ ସମସ୍ତ ପ୍ରଦେଶ ବାସୀଙ୍କୁ ମୋ ତରଫରୁ ହୃଦୟରୁ ଅଭିନନ୍ଦନ ଓ ଶୁଭେଚ୍ଛା |💐✊🇮🇳

 ्ष_2024की हार्दिक शुभकामनाएंईश्वर से प्रार्थना है आपके जीवनमैं नया साल ढ़ेर सारे खुशियां सुख समृद्धि वैभव लेकर आये 💐🙏✊ ...
01/01/2024

्ष_2024
की हार्दिक शुभकामनाएं
ईश्वर से प्रार्थना है आपके जीवन
मैं नया साल ढ़ेर सारे खुशियां
सुख समृद्धि वैभव लेकर आये 💐🙏✊


ओड़ीसा प्रदेश के नबरंगपुर लोकसभा अन्तर्गत चंदाहंडी में निशुल्क कर्ज मुक्त भारत अभियान का प्रचार किया गया। लगभग 1000 से ज...
27/12/2023

ओड़ीसा प्रदेश के नबरंगपुर लोकसभा अन्तर्गत चंदाहंडी में निशुल्क कर्ज मुक्त भारत अभियान का प्रचार किया गया। लगभग 1000 से ज्यादा लोगों को निशुल्क कर्ज मुक्त भारत अभियान के बारे में जागरूक किया गया, लीफलेट दिया गया और फॉर्म भी भरा गया ।🙏🙏


ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭାରେ ଖ୍ରୀଷ୍ଟଜନ୍ମପର୍ବ ଅବସରରେ ଚର୍ଚ୍ଚର ସମସ୍ତ ସଦସ୍ୟଙ୍କୁ ଋଣ ମୁକ୍ତ ଭାରତ ଅଭିଯାନ ବିଷୟରେ ସଚେତନ କରାଇବା ସ...
25/12/2023

ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭାରେ ଖ୍ରୀଷ୍ଟଜନ୍ମପର୍ବ ଅବସରରେ ଚର୍ଚ୍ଚର ସମସ୍ତ ସଦସ୍ୟଙ୍କୁ ଋଣ ମୁକ୍ତ ଭାରତ ଅଭିଯାନ ବିଷୟରେ ସଚେତନ କରାଇବା ସହ ଗର୍ବରେ କୁହ ଆମେ ଭାରତୀୟ ଫ୍ରେମ୍ ଦିଆଗଲା। ଜୟ ହିନ୍ଦ୍ ଜୟ ଭାରତ

आज ओड़ीसा प्रदेश के नबरंगपुर लोकसभा में Christmas के अबसर पर चर्च में निशुल्क कर्ज मुक्त भारत अभियान की जानकारी दीया गया और गर्व से कहो हम भारतीय हैं फ्रेम दिया गया। जय हिंद जय भारत✊🇮🇳

ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଳକ ବିଜାପଦର ଗ୍ରାମରେ  #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ_ଅଭିଯାନର ସୂ...
07/12/2023

ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଳକ ବିଜାପଦର ଗ୍ରାମରେ #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ_ଅଭିଯାନର ସୂଚନା ଦିଆଗଲା. ୧୦୦ ରୁ ଅଧିକ ଗ୍ରୁପ୍ ଲୋନ ନେଇଥିବା ପୁରୁଷ ଓ ମହିଳା ମାନଙ୍କୁ ଆଇନଗତ ଅଧିକାର ବିଷୟରେ ଅବଗତ କରାଗଲା । ପ୍ରତ୍ୟେକ ଦିନ ଲୋକଙ୍କୁ ଅଭଦ୍ର ଭାଷାରେ ଗାଳି ଦେଇ ମାନସିକ ଯନ୍ତ୍ରଣା ଦେଉଥିବା ମାନଙ୍କୁ ଲିଗଲ୍ ଡକ୍ୟୁମେଣ୍ଟ ମାଗିବାରୁ ଚୁପ୍ ଚାପ୍ ଗ୍ରାମରୁ ଚାଲିଗଲେ ଏବଂ ଲୋକଙ୍କ ସାହସ ମଧ୍ୟ ବହୁତ୍ ବଢ଼ିଲା। ିନ୍ଦ୍_ଜୟ_ଭାରତ✊


Paying tribute to the Architect of Indian Constitution, Great visionary & Social reformer Dr.   on his Death Anniversary...
06/12/2023

Paying tribute to the Architect of Indian Constitution, Great visionary & Social reformer Dr. on his Death Anniversary.🙏

ମାଲକାନଗିରି ଜିଲ୍ଲାର MV 79 ରେ  #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ_ଅଭିଯାନର ପ୍ରଚାର କରାଗଲା. ବଜାରରେ ଥିବା ଅନେକ ଦୋକାନମାନଙ୍କୁ ୧୦୦୦ ରୁ ଅଧିକ ଲ...
04/12/2023

ମାଲକାନଗିରି ଜିଲ୍ଲାର MV 79 ରେ #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ_ଅଭିଯାନର ପ୍ରଚାର କରାଗଲା. ବଜାରରେ ଥିବା ଅନେକ ଦୋକାନମାନଙ୍କୁ ୧୦୦୦ ରୁ ଅଧିକ ଲିଫଲେଟ ବଣ୍ଟନ ଦ୍ଵାରା ନିଃଶୁଳ୍କ ଋଣ ମୁକ୍ତ ଭାରତ ଅଭିଯାନ ବିଷୟରେ ସଚେତନ କରାଗଲା ଏବଂ ୩୦୦ ରୁ ଅଧିକ ପଞ୍ଜୀକରଣ ମଧ୍ୟ କରାଗଲା ।

Karz Mukt Bharat Abhiyan Campaigning at MV 79 Malkangiri Odisha..

ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭା ମାଲକାନଗିରିର ଖଇରିପୁଟ ବ୍ଲକଠାରେ  #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ_ଅଭିଯାନର ପ୍ରଚାର କରାଗଲା. ବଜାରରେ ଥିବା ଅନ...
22/11/2023

ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭା ମାଲକାନଗିରିର ଖଇରିପୁଟ ବ୍ଲକଠାରେ #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ_ଅଭିଯାନର ପ୍ରଚାର କରାଗଲା. ବଜାରରେ ଥିବା ଅନେକ ଦୋକାନମାନଙ୍କୁ ୧୦୦୦ ରୁ ଅଧିକ ଲିଫଲେଟ ବଣ୍ଟନ ଦ୍ଵାରା ନିଃଶୁଳ୍କ ଋଣ ମୁକ୍ତ ଭାରତ ଅଭିଯାନ ବିଷୟରେ ସଚେତନ କରାଗଲା ଏବଂ ୧୦୦ ରୁ ଅଧିକ ପଞ୍ଜୀକରଣ ମଧ୍ୟ କରାଗଲା ।


ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭା ମାଲକାନଗିରିରେ  #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ ଅଭିଯାନର ପ୍ରଚାର କରାଗଲା. ବଜାରରେ ଥିବା ଅନେକ ଦୋକାନମାନଙ୍କୁ ...
21/11/2023

ଆଜି ଓଡ଼ିଶାର ନବରଙ୍ଗପୁର ଲୋକସଭା ମାଲକାନଗିରିରେ #ନିଃଶୁଳ୍କ_ଋଣ_ମୁକ୍ତ_ଭାରତ ଅଭିଯାନର ପ୍ରଚାର କରାଗଲା. ବଜାରରେ ଥିବା ଅନେକ ଦୋକାନମାନଙ୍କୁ ୧୦୦୦ ରୁ ଅଧିକ ଲିଫଲେଟ ବଣ୍ଟନ ଦ୍ଵାରା ନିଃଶୁଳ୍କ ଋଣ ମୁକ୍ତ ଭାରତ ଅଭିଯାନ ବିଷୟରେ ସଚେତନ କରାଗଲା ଏବଂ ୧୦୦ ରୁ ଅଧିକ ପଞ୍ଜୀକରଣ ମଧ୍ୟ କରାଗଲା ।✊🇮🇳
Campaign at Nabarangpur Loksabha Malkangiri District



Address

Nayak Street Bijapur
Umerkote
764072

Telephone

+919178522289

Website

Alerts

Be the first to know and let us send you an email when Parsuram Nayak Bhartiya posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Parsuram Nayak Bhartiya:

Share

Category