UDALA ONLINE

UDALA ONLINE CSC- janseva kendra & All types of online services available.

U
26/05/2023

U

30/10/2022
Near at Mausi Maa Mandir, Udala college road
30/10/2022

Near at Mausi Maa Mandir, Udala college road

29/04/2022
30/07/2021
30/12/2020

ରୋଗୀ ସ୍ୱାସ୍ଥ୍ୟ ସମ୍ବଧୀୟ ଚିକିତ୍ସା ପ୍ରଣାଳୀ ଓ ସୁବିଧା .

1. HOSPITALISATION EXPENSES-ଡାକ୍ତରଖାନା ରେ ଖର୍ଚ୍ଚ ବାବଦରେ - ରୋଗୀ ଯଦି ଡାକ୍ତରଖାନା ରେ ଭର୍ତି ହୋଇ 24 ଘଣ୍ଟା ଭିତରେ ଫୁଣି ହସ୍ପିଟାଲ ରୁ ଚିକତ୍ସା କରି ବାହାରି ଯାଏ , ତାହାଲେ ଚିକତ୍ସା ର ସମସ୍ତ ଖର୍ଚ୍ଚ ଏହି ପଲିସ ରେ ଅନ୍ତର୍ଭୁକ୍ତ ହେବ .

2. PRE-HOSPITALISATION EXPENSES-ରୋଗୀର ଡାକ୍ତର ଖାନା ଆସିବା ର ପୂର୍ବର ଖର୍ଚ୍ଚ ସମ୍ବଧୀୟ - ରୋଗୀ ଯଦି ଡାକ୍ତରଖାନା ଆସିପାରିବା ପରିସ୍ଥିତି ରେ ନଥିବ ବା ରୋଗୀ ଡାକ୍ତରଖାନା ଆସିବାର 60 ଦିନ ପୂର୍ବରୁ ନିଜ ଘରେ ରହି ଯଦି ଚିକତ୍ସା ହେଉଥିବ , ତାହାଲେ ସେ ଖର୍ଚ୍ଚ ବି ଏହି ପଲିସି ଭିତରେ ଅନ୍ତର୍ଭୁକ୍ତ ହେବ .

3.POST- HOSPITALISATION EXPENSES- ଡାକ୍ତରଖାନା ରୁ ଚିକତ୍ସା ସାରି ବାହାରିଲା ପରର ସମ୍ବଧୀୟ ଖର୍ଚ୍ଚ -ଡାକ୍ତରଖାନା ରୁ ରୋଗୀ ଚିକତ୍ସା ସାରି ଘରକୁ ଗଲା ପରେ ବି ଡ଼କ୍ଟର ଙ୍କର ନିୟମାନୁସାରେ ଘରେ 60 ଦିନ ପର୍ଯ୍ୟନ୍ତ ଖର୍ଚ୍ଚ ବି ଇହି ପଲିସ ରେ ଅନ୍ତର୍ଭୁକ୍ତ ହେବ .

4. DOMESTIC ROAD AMBULANCE-ଆମ୍ବୁଲାନ୍ସ ସୁବିଧା ବାବଦରେ ଖର୍ଚ୍ଚ - ରୋଗୀକୁ ନିଜ ଘରୁ ଡାକ୍ତର ଖାନା ପର୍ଯ୍ୟନ୍ତ ନିଜ locality ରେ ଆମ୍ବୁଲାନ୍ସ ସୁବିଧା ଏହି ପଲିସ ରେ ଅନ୍ତର୍ଭୁକ୍ତ , ଯଦି ସେହି ରୋଗୀ ଚାଲିପାରୁନଥାଏ ବା ରାସ୍ତା ରେ ଦୁର୍ଘଟଣାରେ ଆମ୍ବୁଲାନ୍ସ ଜରୁରୀ ଥିଲେ ନିକଟସ୍ଥ ଡାକ୍ତର ଖାନା ଯାହାକି RELIANCE GIC ସହିତ ଜଡିତ ଥିବ ସେହି ଠାରେ ପହଂଚାଇଦେବା ଖର୍ଚ ର ଅବଧି 1500 ଭିତରେ ଆମ୍ବୁଲାନ୍ସ ବାବଦରେ , ଉକ୍ତ ରୋଗୀକୁ ଏହି ସୁବିଧା ଏହି ପଲିସ ରେ ଅନ୍ତର୍ଭୁକ୍ତ .

5. DONOR EXPENSES- ଯଦି କୌଣସି ପଲିସ ଧାରୀ ବା ରୋଗୀ ଡ଼କ୍ଟରଙ୍କର ପରାମର୍ଶ କ୍ରମେ ନିଜ ଦେହର କୌଣସି ଅଙ୍ଗ କୁ ଆଉ କାହା ପାଖରୁ ଦାନ ସ୍ୱରୂପ ଅଙ୍ଗ ଆଣି ନିଜ ଦେହରେ ଲଗାନ୍ତି ତାହାଲେ , ସେ ବାବଦରେ ଯାହା ଖର୍ଚ୍ଚ ହେବ ତାହାର ଖର୍ଚ୍ଚ ବାବଦରେ ମୂଳ ରାଶିର 50% ପର୍ଯ୍ୟନ୍ତ ଡାକ୍ତରଖାନା ରେ ଖର୍ଚ୍ଚ କରିପାରିବେ ଉଭୟ ପକ୍ଷ ଏବଂ ଏହି ପଲିସ ରାଶି ସବୁଠୁ ଅଧିକ 500000 ହୋଇଥିବା ଆବଶ୍ୟକ .

6. Domiciliary Hospitalization- ଘରେ ରହି ଚିକତ୍ସା ସୁବିଧା -ରୋଗୀ ଯଦି ଡାକ୍ତରଖାନା ଆସିବାକୁ ସକ୍ଷମ ନଥାଏ , ତାହାଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଚିକତ୍ସା ହୋଇପାରିବେ , ପଲିସ ର ମୂଳ ସମଷ୍ଟି ଚିକତ୍ସା ଅର୍ଥରାଶି ର 10% ଅଥବା ଅଧିକ ତମ ରାଶି 50000 ଭିତରେ ଖର୍ଚ୍ଚ ଏହି ପଲିସ ରେ ଅନ୍ତର୍ଭୁକ୍ତ .

7. Wellness- ଚିକତ୍ସା ସୁବିଧା - ଡକ୍ଟରଙ୍କର ଠାରୁ ବା ନର୍ସ ଚିକତ୍ସା ବା ଡ଼କ୍ଟର ପରାମର୍ଶ ପାଇଁ ସୁବିଧା ସୁଯୋଗ Helpline ଟେଲିଫୋନେ ଜରିଆରେ ଡ଼କ୍ଟର ଙ୍କର ପରାମର୍ଶ ପାଇପାରିବେ Online ରେ .

HEALTH PORTAL- ଏହି ସ୍ଵାଥ୍ୟ ବୀମା ଇନ୍ସୁରାନ୍ସ ରେ ଜଡିତ ଥିବା ବ୍ୟକ୍ତି ସମସ୍ଥ ରୋଗ ସମ୍ବଧୀୟ ବା ଚିକତ୍ସା ସମ୍ବଧୀୟ ସୂଚନା କମ୍ପାନୀ ତରଫରୁ ତିଆରି ହୋଇଥିବା web portal ମାଧ୍ୟମ ରେ ଆପଣ ମାନେ ଜାଣିବାର ସୁବିଧା ସହଯୋଗ ପାଇପରିବେ .

8. CUMULATIVE BONUS- ଯଦି କୌଣସି ପଲିସ ଧାରୀ ବର୍ଷ ସାରା କୌଣସି claim କରିନଥିବେ ଗୋଟିଏ ଆର୍ଥିକ ବର୍ଷ ରେ ..ତାହାଲେ ଆର୍ଥିକ ଲାଭାଂଶ ମାଧ୍ୟମରେ ପ୍ରତିବର୍ଷ 33 1/3% ମୂଳ ଅନ୍ତର୍ଗତ ଅଧିକ ପ୍ରତିଶତ ରାଶି ର ପାଇପରିବେ ଏବଂ ଯଦି 33 1/3 % ଅଧିକ ଛାଡ ପାଇପାରିବେ ପଲିସ ର ମୂଳ
premium ରୁ .

9. Reinstatement of Base Sum Insured-ଜମା ମୂଳ ରାଶି ର ଅବଧି - ଶତପ୍ରତିଶତ ଆପଣ ଖର୍ଚ୍ଚ ପାଇପରିବେ କିନ୍ତୁ ପ୍ରତି ରୋଗ ବାବଦରେ ଅଥବା କିଛି ଦୁର୍ଘଟଣା କ୍ଷତି ହେଲେ 20 ପ୍ରତିଶତ ମୂଳ ରାଶି ରୁ .

10. Call Option- ପ୍ରତି ବର୍ଷ ୪ ଥର ସ୍ୱାସ୍ଥ୍ୟ ବୀମା ଧାରୀ claim ପାଇପାରିବେ .
11. CLAIM SERVICE GUARANTEE-
ଅର୍ଥ ଛାଡ଼ ଚିକତ୍ସା ସୁବିଧା ଅନ୍ତର୍ଭୁକ୍ତ - ଯଦି ରୋଗୀ ବା ପଲିସ ବୀମା ଧାରୀ ଡାକ୍ତରଖାନା ରୁ ବାହାରିବlର 6 ଘଣ୍ଟା ଭିତରେ ଚିକତ୍ସା ସମ୍ବଧୀୟ କାଗଜ ଇନ୍ସୁରାନ୍ସ କମ୍ପନୀ ରେ ଦାଖଲ କଲେ 1% ଆହୁରି ଆର୍ଥିକ ସୁବିଧା ମିଳିପାରିବ ଏବଂ କାଗଜ ପତ୍ର ଦାଖଲ କରିବlକୁ 21 ଦିନ ଭିତରେ ସମୟ ନିଏ ଚିକତ୍ସା ସମ୍ବଧୀୟ କାଗଜ ପତ୍ର ବୀମା କମ୍ପାନୀ ପାଖରେ ଜମା କରିବାକୁ ତାହାଲେ 1% ରାଶି ତାଙ୍କ ମୂଳ ରାଶି ରୁ ନିଆଯିବ .ଆହୁରି 21 ଦିନରୁ ଅଧିକା ସମୟ ନେଲେ 6% ଅର୍ଥ ରାଶି ମୂଳ ରାଶି ରୁ କାଟି ନିଆଯିବ .

କିଛି ଅଧିକ ସ୍ୱାସ୍ଥ୍ୟ ବୀମା ବିଷୟରେ ବୁଝିବାକୁ ଥିଲେ ..ଆପଣ ମାନେ ମୋତେ ଯୋଗାଯୋଗ କରିପାରିବେ .

Udala Online Services
+91-9853500077

24/12/2020

Celebrating National Consumer Day...

File the Grievances at nearest CSCs...

CSC aims to provide consumers with effective safeguards against different types of exploitation, such as defective goods, deficiency in services and unfair trade practices.

Address

Udala College Road
Udala
757041

Opening Hours

Monday 9:30am - 9pm
Tuesday 9:30am - 9pm
Wednesday 9:30am - 9pm
Thursday 9:30am - 9pm
Friday 9:30am - 9pm
Saturday 9:30am - 9pm
Sunday 9am - 2am

Telephone

+919853500077

Alerts

Be the first to know and let us send you an email when UDALA ONLINE posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to UDALA ONLINE:

Share