Biju Chatra Janta Dal Kantamal

ଆଜି ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ମହୋଦୟ ରାଜ୍ୟସଭା ପ୍ରାର୍ଥୀ ରୂପେ, ଡକ୍ଟର ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ...
28/02/2026

ଆଜି ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ମହୋଦୟ ରାଜ୍ୟସଭା ପ୍ରାର୍ଥୀ ରୂପେ, ଡକ୍ଟର ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚୟନ କରିଛନ୍ତି |
ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ |

13/02/2026


ବିଜୁ ଜନତା ଦଳର ଆଗଧାଡି ର ନେତ୍ରୀ ରେକଡୋଳ ଗ୍ରାମର ମମତା ରଣା ଙ୍କ ଭାଇର ବିବାହ ଉତ୍ସବରେ ପୂର୍ଵତନ ବିଧାୟକ ମହିଧର ରଣା ଙ୍କସହ ବିଜେଡି ଟିମ ଯୋ...
13/02/2026

ବିଜୁ ଜନତା ଦଳର ଆଗଧାଡି ର ନେତ୍ରୀ ରେକଡୋଳ ଗ୍ରାମର ମମତା ରଣା ଙ୍କ ଭାଇର ବିବାହ ଉତ୍ସବରେ ପୂର୍ଵତନ ବିଧାୟକ ମହିଧର ରଣା ଙ୍କସହ ବିଜେଡି ଟିମ ଯୋଗଦେଇ ଶୁଭେଚ୍ଛାଓ ଆଶୀର୍ବାଦ ପ୍ରଦାନ କରିଥିଲେ ।।



゚kk

ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ବୌଦ୍ଧ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା  ସଭାପତି ଭାଗରଥୀ ମଳିକ ( ବ...
13/02/2026

ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ବୌଦ୍ଧ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ସଭାପତି ଭାଗରଥୀ ମଳିକ ( ବାବୁଲା ) ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।





  🥳 ବୌଦ୍ଧ ଜିଲ୍ଲା  ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ହେଲେ.... ଯୁବ ନେତା ଉଦିତ ପ୍ରତାପ ଭୋଇ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦ...
13/02/2026

🥳
ବୌଦ୍ଧ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ହେଲେ.... ଯୁବ ନେତା ଉଦିତ ପ୍ରତାପ ଭୋଇ ତାଙ୍କୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।।

ଆଜି ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡ଼ି ର ଯୁବ ନେତା  ବାବୁଲା ଭାଇ ଙ୍କ   ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅ...
08/02/2026

ଆଜି ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡ଼ି ର ଯୁବ ନେତା ବାବୁଲା ଭାଇ ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐

ଆଜି ବୌଦ୍ଧ ଠାରେ ନୁତନ ବ୍ଲକ ସଭାପତି ମାନଙ୍କୁ ( କଣ୍ଟାମାଳ ବ୍ଲକ ସଭାପତି  ରାଧାବଲ୍ଲଭ ପ୍ରଧାନ)  ବିଜୁ ଜନତା ଦଳ ର ଉଭୟ ନେତା ଶୁଭେଚ୍ଛା ଓ ସମ...
08/02/2026

ଆଜି ବୌଦ୍ଧ ଠାରେ ନୁତନ ବ୍ଲକ ସଭାପତି ମାନଙ୍କୁ ( କଣ୍ଟାମାଳ ବ୍ଲକ ସଭାପତି ରାଧାବଲ୍ଲଭ ପ୍ରଧାନ) ବିଜୁ ଜନତା ଦଳ ର ଉଭୟ ନେତା ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ ।।

ବିଜେପି ସରକାରରେ ଚାଷୀ ମଣ୍ଡିରେ କାନ୍ଦୁଛନ୍ତି, ମା'- ଭଉଣୀ ଘରୁ ବାହାରିବାକୁ ଡରୁଛନ୍ତି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶାସନ ବ୍ୟବସ୍ଥା ବିରୋଧର...
07/02/2026

ବିଜେପି ସରକାରରେ ଚାଷୀ ମଣ୍ଡିରେ କାନ୍ଦୁଛନ୍ତି, ମା'- ଭଉଣୀ ଘରୁ ବାହାରିବାକୁ ଡରୁଛନ୍ତି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶାସନ ବ୍ୟବସ୍ଥା ବିରୋଧରେ ବୌଦ୍ଧରେ ଜୋରଦାର ହୋଇଛି ପ୍ରତିବାଦ।

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏକ ହୋଇଛନ୍ତି ବୌଦ୍ଧବାସୀ। ମିଛ ପ୍ରତିଶ୍ରୁତି ବିରୋଧରେ ଜିଲ୍ଲାରେ ସାଧାରଣ ଜନତା, ଚାଷୀ ଓ ବିଜୁ ଜନତା ଦଳର କର୍ମୀ ପ୍ରତିବାଦ କରିଛନ୍ତି।

#ହଟାଅବିଜେପି

ଆଜି ଆମ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡି ର ଛାତ୍ର ନେତା ତଥା ସମାଜସେବୀ ଓ ଦୃଢ଼ ସଙ୍ଗଠକ ଶ୍ରୀମାନ୍ ଘନଶ୍ୟା...
17/01/2026

ଆଜି ଆମ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡି ର ଛାତ୍ର ନେତା ତଥା ସମାଜସେବୀ ଓ ଦୃଢ଼ ସଙ୍ଗଠକ ଶ୍ରୀମାନ୍ ଘନଶ୍ୟାମ ଦନ୍ତା ଙ୍କୁ ଜନ୍ମଦିନ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉🎂🎁 ଜଗତର ନାଥ ଜଗନ୍ନାଥ ଙ୍କ କୃପାରୁ ଚଲାପଥ କୁସୁମିତ ହେଉ।

 #ଶୁଭେଛା 🌹ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର କଣ୍ଟାମାଳ ବ୍ଳକ ସଭାପତି ଭାବେ ନବ ନିଯୁକ୍ତି ହୋଇଥିବା ସମ୍ବୁପ୍ରସାଦ ସାହୁ ଙ୍କୁ ସୂବେଚ୍ଛା ଓ ଅଭିନ...
16/01/2026

#ଶୁଭେଛା 🌹
ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର କଣ୍ଟାମାଳ ବ୍ଳକ ସଭାପତି ଭାବେ ନବ ନିଯୁକ୍ତି ହୋଇଥିବା ସମ୍ବୁପ୍ରସାଦ ସାହୁ ଙ୍କୁ ସୂବେଚ୍ଛା ଓ ଅଭିନନ୍ଦନ ।।

ଆଜି ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡ଼ି ର ମହିଳା ନାରୀ ନେତ୍ରୀ ତଥା ପୂର୍ବତନ ବିଧାୟକ କଣ୍ଟାମାଳ ଙ୍କ ଅତି ପ୍ରିୟ ଡ...
05/01/2026

ଆଜି ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡ଼ି ର ମହିଳା ନାରୀ ନେତ୍ରୀ ତଥା ପୂର୍ବତନ ବିଧାୟକ କଣ୍ଟାମାଳ ଙ୍କ ଅତି ପ୍ରିୟ ଡିଜିଟାଲ ମିଡ଼ିଆ ପ୍ରଭାରୀ ବୌଦ୍ଧ ଜିଲ୍ଲା ସୁଶ୍ରୀ ମମତା ରଣା ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐

_*ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ନୂତନ ବର୍ଷ ୨୦୨୬ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିର ବର୍ଷ ହେଉ ଏହାହିଁ ମହା...
01/01/2026

_*ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ନୂତନ ବର୍ଷ ୨୦୨୬ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିର ବର୍ଷ ହେଉ ଏହାହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।*_

Address

Ghantapada, Kantamal
Udaipur
762018

Website

Alerts

Be the first to know and let us send you an email when Biju Chatra Janta Dal Kantamal posts news and promotions. Your email address will not be used for any other purpose, and you can unsubscribe at any time.

Share