17/09/2026
ଆତ୍ମନିର୍ଭରଶୀଳ ଭାରତର ସ୍ରଷ୍ଟା, ସଶକ୍ତ ଓ ସମୃଦ୍ଧ ଭାରତ ନିର୍ମାଣର ଶିଳ୍ପୀ, ବିଶ୍ବର ସବୁଠାରୁ ଲୋକପ୍ରିୟ ଜନନେତା, ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି, ଦେଶ ସେବାରେ ଆପଣଙ୍କ ନିରନ୍ତର ନିଃସ୍ଵାର୍ଥପର ଉଦ୍ୟମ, ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।