Prakash Chandra Majhi

Prakash Chandra Majhi ଜୟ ଜଗନ୍ନାଥ

28/05/2026
ଏହି ନିୟୁଜ୍ ତ ଆପଣ ମାନେ ଦେଖି ସାରିଥିବେ ... ପ୍ରକୃତରେ ପ୍ରେମ ପାଇଁ ଆତ୍ମହତ୍ୟା ଓ ଝିଅ ପରିବାର ଲୋକ ହତ୍ୟା ଧମକକୁ କଣ କୁହାଯିବ ।। ସତରେ କଣ...
25/05/2026

ଏହି ନିୟୁଜ୍ ତ ଆପଣ ମାନେ ଦେଖି ସାରିଥିବେ ...
ପ୍ରକୃତରେ ପ୍ରେମ ପାଇଁ ଆତ୍ମହତ୍ୟା ଓ ଝିଅ ପରିବାର ଲୋକ ହତ୍ୟା ଧମକକୁ କଣ କୁହାଯିବ ।।
ସତରେ କଣ ସାତ ବର୍ଷ ର ପ୍ରେମ କୁ ତ୍ରୁଛ କରି ବିଷ ବୋତଲ ରେ ଜୀବନ ହାରିବା କୁ ପ୍ରେମ କହିବା।।
ପ୍ରେମ ରେ ପୁଅ ମାନେ କାହିଁକି ଜୀବନ ହାରାନ୍ତି ..ଝିଅ ମାନେ କାହିଁକି ନୁହଁ ।।
ହଁ ଆଜ୍ଞା ପ୍ରେମ ପୁଅ କରିଥିଲା ଝିଅ ବି କରିଥିଲା ଯେତେବେଳେ ସେହି ପ୍ରେମ ପରିବାର କୁ ମୃତ୍ୟୁ ମୂଖକୁ ଟାଣି ଆଣିଲା ପୁଅଟି ନିଜ ଜୀବନ କୁ ପାଣି ଛଡ଼ାଇ ଆତ୍ମହତ୍ୟା ଉଦ୍ୟମ କଲା ପରିବାର କୁ ବଞ୍ଚେଇବା ପାଇଁ ।।
ଯଦି ସେହି ପୁଅଟି ଆଜି ଭିଡିଓ କରିନଥାନ୍ତା ହୁଏତ ରହସ୍ୟମୟ ହୋଇଯାଇଥାନ୍ତି ମୃତ୍ୟୁ ର କାରଣ।।
ମୋ ମତରେ ଆତ୍ମହତ୍ୟା ଉଦ୍ୟମ ନକରି ଆଇନ୍ ର ଆଶ୍ରୟ ନେଇଥିଲେ ହୁଏତ ଭଲ ହୋଇଥାନ୍ତା।
ଆପଣଙ୍କ ମତ କଣ କମେଣ୍ଟ ବାକ୍ସ ରେ କୁହନ୍ତୁ।।

ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଭରସା ରଖ,କାରଣ ପରିଶ୍ରମ କେବେ ବେକାର ଯାଏନାହିଁ...ଧୈର୍ଯ୍ୟ ରଖି ଚାଲିଲେ ସମୟ ନିଶ୍ଚୟ ଦିନେ ବଦଳିବ,ଯାହା ...
23/05/2026

ଭାଗ୍ୟ ଉପରେ ନୁହେଁ ନିଜ କର୍ମ ଉପରେ ଭରସା ରଖ,
କାରଣ ପରିଶ୍ରମ କେବେ ବେକାର ଯାଏନାହିଁ...
ଧୈର୍ଯ୍ୟ ରଖି ଚାଲିଲେ ସମୟ ନିଶ୍ଚୟ ଦିନେ ବଦଳିବ,
ଯାହା ଆଜି କଷ୍ଟ ଲାଗୁଛି, କାଲି ତାହା ସଫଳତା ଆଣିବ ।

ପ୍ରତ୍ୟେକ ନାରୀର ହାତର ଶଙ୍ଖା ବଜ୍ର ହେଉ....... ମଥାର ସିନ୍ଦୁର ସର୍ବଦା ଝଟକୁ ଥାଉ...... ସାବିତ୍ରୀ ବ୍ରତ ପାଳନ ଅବସରେ ଅନେକ ଅନେକ ଶୁଭେଚ୍ଛା...
16/05/2026

ପ୍ରତ୍ୟେକ ନାରୀର ହାତର ଶଙ୍ଖା ବଜ୍ର ହେଉ....... ମଥାର ସିନ୍ଦୁର ସର୍ବଦା ଝଟକୁ ଥାଉ...... ସାବିତ୍ରୀ ବ୍ରତ ପାଳନ ଅବସରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

ନିଜ ମତ କମେଣ୍ଟ କର।।
15/05/2026

ନିଜ ମତ କମେଣ୍ଟ କର।।

ଭଙ୍ଗିପାରେ  ସରକାର ଚିନ୍ତା ରେ ବିଜୟ ବିଧାନସଭା
15/05/2026

ଭଙ୍ଗିପାରେ ସରକାର ଚିନ୍ତା ରେ ବିଜୟ ବିଧାନସଭା

ସୋର ସାମ୍ବାଦିକ ମହଲରେ ଜଣେ ନିରପେକ୍ଷ, ନିର୍ଭୀକ, ସାହସୀ ଅସାଧାରଣ,ଦୁରଦୃଷ୍ଟି, ଧର୍ଯ୍ୟବାନ, ନିଜ ଲେଖନୀ ମୁନରେ ଲୋକଙ୍କ ସ୍ୱରକୁ ଉତ୍ତୋଳନ କରୁ...
01/05/2026

ସୋର ସାମ୍ବାଦିକ ମହଲରେ ଜଣେ ନିରପେକ୍ଷ, ନିର୍ଭୀକ, ସାହସୀ ଅସାଧାରଣ,ଦୁରଦୃଷ୍ଟି, ଧର୍ଯ୍ୟବାନ, ନିଜ ଲେଖନୀ ମୁନରେ ଲୋକଙ୍କ ସ୍ୱରକୁ ଉତ୍ତୋଳନ କରୁଥିବା ଅଭିଜ୍ଞ ସାମ୍ବାଦିକ ଭାବେ ପରିଚିତ। ସରକାରୀ ଦପ୍ତର ହେଉ କିମ୍ବା ଅଫିସର ଦୁର୍ନୀତିର ପେଡ଼ିକୁ ଖୋଲି ନିଜର ସମ୍ବାଦ ପତ୍ର ଦ୍ୱାରା ସରକାରଙ୍କ ଆଖି ଖୋଲି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ କରୁଥିବା ସାମ୍ବାଦିକ ସେ, ଆଜିର ଦିନରେ ସୋରରେ ଜଣେ ସାଲିସ ବିହୀନ ସାମ୍ବାଦିକ ଭାବେ ସର୍ବାଗ୍ରେ ରହି ଆସୁଥିବା ସାମ୍ବାଦିକ ସେ, ଖବରର ଶେଷ ପର୍ଯ୍ୟାୟକୁ ଯାଇ ଟିକି ନିଖି ପରଖି ସମ୍ବାଦ ପହଞ୍ଚାଉଥିବା ସାମ୍ବାଦିକ ସେ, ନିଜ କଲମ ମୁନରେ ସରକାରୀ ଅଫିସର ତଳୁ ଉପର ପର୍ଯ୍ୟନ୍ତ ସରକାରୀ ବାବୁ ମାନଙ୍କୁ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବାଧ୍ୟ କରି ପାରୁଥିବା ସାମ୍ବାଦିକ ସେ।

ସେ ହେଉଛନ୍ତି ଦୈନିକ ଖବର କାଗଜ ସମ୍ବାଦର ସୋର ପ୍ରତିନିଧି ଅଭୟ ପତ୍ରୀ ସମସ୍ତଙ୍କ ପ୍ରିୟର ଦେବୁ ଭାଇ। ବୋଧ ହୁଏ ଭବିଷ୍ୟତରେ ଜଣେ ନିରପେକ୍ଷ ନିର୍ଭୀକ ସାମ୍ବାଦିକ ହେବାର ପୂର୍ବାନୁମାନ କରି ପୂଜ୍ୟ ପିତା ମାତା ଅଭୟ ବୋଲି ନାମ ଦେଇଥିଲେ। ଯେଉଁ ଅଭୟ ଆଜି ପର୍ଯ୍ୟନ୍ତ ସତରେ ନିର୍ଭୀକ ଭାବେ ଅଭୟ ହୋଇ ନିଜ ସାମ୍ବାଦିକ ହେବାର ସଠିକତାକୁ ସବୁବେଳେ ପ୍ରତିପାଦିତ କରି ଆସିଛନ୍ତି।

ଆଉ ଆଜି ମେ ୦୧ ରେ ସୋରର ଶୀର୍ଷ ସାମ୍ବାଦିକ ଅଭୟ ପତ୍ରୀ ପ୍ରିୟର ଦେବୁ ଭାଇଙ୍କ ଶୁଭ ଜନ୍ମଦିନ। ଏହି ଜନ୍ମଦିନ ପାଇଁ ଦେବୁ ଭାଇଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଭଗବାନ ଆପଣଙ୍କୁ ସବୁବେଳେ ନିଜର ଲେଖନୀ ମୁନରେ ଲୋକଙ୍କୁ ନ୍ୟାୟ ଓ ସରକାରୀ ବ୍ୟବସ୍ଥାର ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବାକୁ ଧର୍ଯ୍ୟ, ସାହସ ପାଇଁ ଆଶୀର୍ବାଦ ଦିଅନ୍ତୁ। ଧନ୍ୟବାଦ ଆପଣଙ୍କ ପିତାମାତାଙ୍କୁ ଏମିତି ଜଣେ ସମାଜରେ ଲୋକଙ୍କ ସ୍ୱର ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ଜନ୍ମ ଦେଇଛନ୍ତି।

ପୁଣି ଥରେ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଦେବୁ ଭାଇ 💐💐💐💐💐💐💐💐💐💐💐💐💐💐💐💐💐💐
🎂🎂🎂🎂🎂🎂🎂🎂🎂🎂🎂🎂🎂🎂🎂🎂🎂🎂
❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
🍫🍫🍫🍫🍫🍫🍫🍫🍫🍫🍫🍫🍫🍫🍫🍫🍫🍫

01/05/2026

ଗତ କାଲି ଅହ୍ମଦାବାଦ୍ ଷ୍ଟାଡିୟମ୍ ରେ ଏବଂ ମ୍ୟାଚ୍ ରେ ଷ୍ଟାଡିୟମ୍ କିଛି ଏମିତି ଥିଲା।।

Address

Odisha
Soro
756055

Alerts

Be the first to know and let us send you an email when Prakash Chandra Majhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Prakash Chandra Majhi:

Share