Abhimanyu Sethi BJP SORO

Abhimanyu Sethi BJP SORO Contact information, map and directions, contact form, opening hours, services, ratings, photos, videos and announcements from Abhimanyu Sethi BJP SORO, Political Party, soro, Soro.

ଭଦ୍ରକ ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କ ଶୁଭ ଜନ୍ମ ଦିନରେ ବହୁତ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।   #ଭଦ୍ରକ...
29/06/2024

ଭଦ୍ରକ ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କ ଶୁଭ ଜନ୍ମ ଦିନରେ ବହୁତ ସାରା ଶୁଭେଚ୍ଛା ଓ ଅଭିନନ୍ଦନ ।
#ଭଦ୍ରକସାଂସଦଅଭିମନ୍ୟୁସେଠୀ #ସେବକଭଦ୍ରକଲୋକସଭାକ୍ଷେତ୍ରର Avimanyu Sethi Avimanyu Sethi Bjp Bhadrak

25/06/2024

ଭଦ୍ରକ ଲୋକସଭା କ୍ଷେତ୍ର ପାଇଁ ଆଜି ଏକ ଗୌରବର ଦିନ, ଭଦ୍ରକ ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ ଆଜି ପବିତ୍ର ସାଂସଦ ଭବନରେ ସାଂସଦ ଭାବେ ଶପଥ ଗ୍ରହଣ କଲେ ।

#ସେବକଭଦ୍ରକଲୋକସଭାକ୍ଷେତ୍ରର #ଭଦ୍ରକସାଂସଦଅଭିମନ୍ୟୁସେଠୀ Avimanyu Sethi Avimanyu Sethi Bjp Bhadrak Narendra Modi

19/05/2024

ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସୁଳୀ ମଣ୍ଡଳରେ, ଭଦ୍ରକ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଲେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଲୋ...
28/03/2024

ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସୁଳୀ ମଣ୍ଡଳରେ, ଭଦ୍ରକ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଲେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ନିର୍ବାଚନ ମଣ୍ଡଳୀ ନେତା ରାକେଶ ମଲ୍ଲିକ, ବରିଷ୍ଠ ନେତା ଭଗବାନ ପଣ୍ଡା, ଲୋକସଭା ସଂଯୋଜକ ଈଶ୍ୱର ଚନ୍ଦ୍ର ବେହେରା, ବରିଷ୍ଟ ନେତା ରବୀନ୍ଦ୍ର ଜେନା , ନିରୋଦା ପ୍ରଭା ପଣ୍ଡା, ମଣ୍ଡଳ ସଭାପତି କିଶୋର ଚନ୍ଦ୍ର ବେହେରା ଓ ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
#ଏଥରବିଜେପିଏଥରଅଭିମନ୍ୟୁ Avimanyu Sethi Avimanyu Sethi Bjp Bhadrak

ପ୍ରେମ ଓ ଭାଇଚାରା ର ପ୍ରତୀକ ରଙ୍ଗର ପର୍ବ ହୋଲିର ସମସ୍ତଙ୍କୁ ଶୁଭେଚ୍ଛା ।    Avimanyu Sethi Avimanyu Sethi Bjp Bhadrak
25/03/2024

ପ୍ରେମ ଓ ଭାଇଚାରା ର ପ୍ରତୀକ ରଙ୍ଗର ପର୍ବ ହୋଲିର ସମସ୍ତଙ୍କୁ ଶୁଭେଚ୍ଛା ।
Avimanyu Sethi Avimanyu Sethi Bjp Bhadrak

ସବୁ ଅପେକ୍ଷାର ଅନ୍ତ ଭଦ୍ରକ ଲୋକସଭା ରୁ ଲଢ଼ିବେ, ଅଭିମନ୍ୟୁ ସେଠୀ ଭଦ୍ରକ ବିଜେପି ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।❤️❤️❤️...
24/03/2024

ସବୁ ଅପେକ୍ଷାର ଅନ୍ତ ଭଦ୍ରକ ଲୋକସଭା ରୁ ଲଢ଼ିବେ, ଅଭିମନ୍ୟୁ ସେଠୀ ଭଦ୍ରକ ବିଜେପି ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
❤️❤️❤️
Avimanyu Sethi Avimanyu Sethi Bjp Bhadrak

ବିଶ୍ବ ପଖାଳ ଦିବସ ଅବସରରେ, ସମଗ୍ର ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।
20/03/2024

ବିଶ୍ବ ପଖାଳ ଦିବସ ଅବସରରେ, ସମଗ୍ର ଓଡ଼ିଶା ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଆସନ୍ତୁ ଏକାଠି ହେବା !!ମୋଦିଜୀଙ୍କ ନୂଆ ଓଡ଼ିଶାର ସ୍ବପ୍ନକୁ ସାକାର କରିବା !!ସ୍ଵାଭିମାନୀ ଓଡ଼ିଶା ଚାହେଁ ପ୍ରଗତି !!ଆମ ଓଡ଼ିଆ ଅସ୍ମିତା, ସ୍ୱା...
30/01/2024

ଆସନ୍ତୁ ଏକାଠି ହେବା !!
ମୋଦିଜୀଙ୍କ ନୂଆ ଓଡ଼ିଶାର ସ୍ବପ୍ନକୁ ସାକାର କରିବା !!
ସ୍ଵାଭିମାନୀ ଓଡ଼ିଶା ଚାହେଁ ପ୍ରଗତି !!
ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ, ଆମ ପାଇଁ ବଡ଼, ଆମ ପାଇଁ ଆମେ ନିଜେ ଲଢ଼ିବା !!
#ଏଥରଅଭିମନ୍ୟୁ
Avimanyu Sethi Avimanyu Sethi Bjp Bhadrak

30/01/2024

ସ୍ୱାଗତମ୍ ସ୍ୱାଗତମ୍
ଭାରତର ଜସୋସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶା ମାଟି ସ୍ଵାଗତ କରେ ।

Avimanyu Sethi Bjp Bhadrak Avimanyu Sethi

ସୋର ନିର୍ବାଚନ ମଣ୍ଡଳୀରେ ନୂତନ ପାର୍ଟି ଅଫିସ୍ ଉନ୍ମୋଚନ ହେବାସହ ବୁଥ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ରାଜ୍ୟ ସମ୍...
26/01/2024

ସୋର ନିର୍ବାଚନ ମଣ୍ଡଳୀରେ ନୂତନ ପାର୍ଟି ଅଫିସ୍ ଉନ୍ମୋଚନ ହେବାସହ ବୁଥ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଲୋକସଭା ନେତା ଅଭିମନ୍ୟୁ ସେଠୀ, ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ଦାସ, ନିର୍ବାଚନ ମଣ୍ଡଳୀ ନେତା ରାକେଶ ମଲ୍ଲିକ, ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ବେହେରା , ମୁନସିପାଲଟି ଅଧକ୍ଷ ମାଧବ ଚନ୍ଦ୍ର ଧଡ଼ା, ବରିଷ୍ଠ ନେତା ରବିନ୍ଦ୍ର ଜେନା ଓ ଅନ୍ୟ ବରିଷ୍ଟ ନେତୃତ୍ଵ ଉପସ୍ଥିତ ଥିଲେ।

Address

Soro
Soro
756045

Website

Alerts

Be the first to know and let us send you an email when Abhimanyu Sethi BJP SORO posts news and promotions. Your email address will not be used for any other purpose, and you can unsubscribe at any time.

Share