୪୫ ନଂ ଜିଲ୍ଲା ପରିଷଦ ଜୋନ,ସୋର, ବାଲେଶ୍ବର

  • Home
  • India
  • Soro
  • ୪୫ ନଂ ଜିଲ୍ଲା ପରିଷଦ ଜୋନ,ସୋର, ବାଲେଶ୍ବର

୪୫ ନଂ ଜିଲ୍ଲା ପରିଷଦ ଜୋନ,ସୋର, ବାଲେଶ୍ବର Contact information, map and directions, contact form, opening hours, services, ratings, photos, videos and announcements from ୪୫ ନଂ ଜିଲ୍ଲା ପରିଷଦ ଜୋନ,ସୋର, ବାଲେଶ୍ବର, Social service, Soro.

08/02/2024

ପାଖର ଗ୍ରାମପଞ୍ଚାୟତ, କରଞ୍ଜଗୋହିରୀ ଗ୍ରାମରେ ହୋଇଥିବା ବୈଠକରେ ବିଭିନ୍ନ ଗ୍ରାମରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କ ସହ ସ୍ଥାନୀୟ ମୌଳିକ ସମସ୍ୟା ସମ୍ବନ୍ଧୀୟ ଆଲୋଚନା ହୋଇଥିଲା l ମା' ମାନଙ୍କ ଉପସ୍ଥିତି ଓ ସମସ୍ୟା ନିରାକରଣ ପ୍ରସଙ୍ଗରେ ମାତୃଶକ୍ତିଙ୍କ ଅନୁଭବୀ ଉପସ୍ଥାପନା.... ନିଶ୍ଚିତ ଭାବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ Mission Shakti Odisha ଯୋଜନାର ଏକ ବିରାଟ ଉପଲବ୍ଧି l










#କାଂଶବାଂଶପରିବାର #ପାଖର

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ।
27/11/2023

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ।

22/09/2023
15/08/2023
01/04/2023

#ଉତ୍କଳ_ଦିବସ 🙏

... #ଶ୍ରଦ୍ଧାଭକ୍ତିଗୃହୀତାନନ୍ଦମଚିନ୍ତ୍ୟଂ_ଚିନ୍ତାମଣିମହିମାନଂ_ଗୋବିନ୍ଦଂ...ଭକ୍ତ ପ୍ରହ୍ଲାଦଙ୍କ ଆରାଧନାର ମାନ-ଉଦ୍ଧାରଣ ନିମିତ୍ତ " #ଭସ୍ମଧୂଳ...
07/03/2023

... #ଶ୍ରଦ୍ଧାଭକ୍ତିଗୃହୀତାନନ୍ଦମଚିନ୍ତ୍ୟଂ_ଚିନ୍ତାମଣିମହିମାନଂ_ଗୋବିନ୍ଦଂ...

ଭକ୍ତ ପ୍ରହ୍ଲାଦଙ୍କ ଆରାଧନାର ମାନ-ଉଦ୍ଧାରଣ ନିମିତ୍ତ " #ଭସ୍ମଧୂଳିତବିଗ୍ରହବଲ୍ଲଭ" " #ପରମଜ୍ୟୋତିଉଗ୍ରସିଂହ"ଙ୍କ ଧରାବତରଣ ଉପରାନ୍ତେ ଧର୍ମଧ୍ବଜ ରକ୍ଷା ତଥା ରାକ୍ଷସୀ " #ହୋଲିକା" ଅନ୍ତର ଅଲୌକିକ ଗାଥାପୁଞ୍ଜ ବୈଷ୍ଣବ-ସନାତନତ୍ବର ବର୍ଣ୍ଣାଢ୍ୟବିଭା ଗଢିତୋଳିଛି...
" #ମଧୁକୈଟଭହନ୍ତ୍ରୀ" ଓ " #ବରଜୋତ୍ତମା"ଙ୍କ ପ୍ରଣୟବଲ୍ଲରୀର ମୃଣାଳ ରୂପକାନ୍ତି ଅନାଦି-କାଳରୁ " #ବର୍ଣ୍ଣବୈଷମ୍ୟ","ପ୍ରଥା","ଭେଦଭାବ"କୁ ଭେଦି ସମତାର ଦୃଢତାକୁ ହର୍ଷର ସହିତ ତୋଳିଧରିଛି...
ଭାରତବର୍ଷରେ " #ବିଭିନ୍ନତା" ଭିତରେ "ଏକତା"ର ଅବିର ଆଜି #ଆର୍ଯ୍ୟାବର୍ତ୍ତର ଉତ୍କର୍ଷକୁ ନେଇ ସମଗ୍ର ବିଶ୍ବରେ ଝଲସିଉଠୁଛି...
ସଂପ୍ରୀତି ଓ ଆନନ୍ଦର ପର୍ବ ପବିତ୍ର " #ହୋଲି"ର ହାର୍ଦ୍ଦିକ ଶୁଭକାମନା ଜଣାଉଛି...
is a Hindu festival that has been celebrated since ancient times.The Holi Festival is celebrated as a way to welcome in spring and also is seen as a new beginning where people can release all their inhibitions and start fresh.It is said that during the Holi Festival,the gods turn a blind eye, and it’s one of the few times extremely devout allow themselves to let loose. They open up and enjoy each other’s company, take time to dance and party and throw their cultural norms to the side.On the first day of the festival a bonfire is lit to symbolically burn away all the bad and give way to a colorful and new future.

Naveen Patnaik
Pranab Prakash Das
Pratap Keshari Deb
Pranab Kumar Balabantaray
Dr. Byomakesh Ray
Biju Janata Dal Odisha
Biju Yuva Janata Dal
Nepu Das
୪୫ ନଂ ଜିଲ୍ଲା ପରିଷଦ ଜୋନ,ସୋର, ବାଲେଶ୍ବର

🦚ସ୍ବସ୍ତିପ୍ରଜାଭ୍ୟଃ ପରିପାଳୟନ୍ତାଂ ନ୍ୟାୟେନ ମାର୍ଗେଣଃ🦚ଲୁହ-ଲହୁ ଜର୍ଜରିତ ସ୍ବାଧିନତା-ପ୍ରାପ୍ତି ଉପରାନ୍ତେ କର୍ମଭୂମି ଓ ଜନ୍ମଭୂମି ଉଡ୍ରଦେଶର...
05/03/2023

🦚ସ୍ବସ୍ତିପ୍ରଜାଭ୍ୟଃ ପରିପାଳୟନ୍ତାଂ ନ୍ୟାୟେନ ମାର୍ଗେଣଃ🦚

ଲୁହ-ଲହୁ ଜର୍ଜରିତ ସ୍ବାଧିନତା-ପ୍ରାପ୍ତି ଉପରାନ୍ତେ କର୍ମଭୂମି ଓ ଜନ୍ମଭୂମି ଉଡ୍ରଦେଶର ଶୌର୍ଯ୍ୟ ଓ ଗାରିମାମୟ ଅଭିବୃଦ୍ଧି ଦିଗରେ ନିଖୁଣ ଓ ଏକନିଷ୍ଠ ଓଜସ୍ବିନୀ ଉଦ୍ଦାତ୍ତ ଅଭିବ୍ୟକ୍ତି ଓ ଲକ୍ଷ୍ୟ-ପ୍ରାପ୍ତିର ଏହି ରଣଶ୍ରୀଙ୍କ ବ୍ୟକ୍ତିତ୍ବ ଏକ ବଜ୍ର-ନିଘୋଷ ପରିବ୍ୟାପ୍ତି ଗଢିତୋଳିଛି...
ଆଧୁନିକ "କଳିଙ୍ଗ" ଧ୍ବଜା-ବିସ୍ତାରକ ଦୁର୍ଦ୍ଦଶ "ପୁରୁଷୋତ୍ତମ ଦେବ",ଉନ୍ନତିର "ଯଯାତିକେଶରୀ",ପ୍ରଗତିର "ନରସିଂହ ଦେବ",ବିକାଶର "ଯଯାତିକେଶରୀ"ଙ୍କ ଦୃଢ-ବିଚାରଧାରା ଅନେକ ଭିତରେ ଏକକର ମର୍ଯ୍ୟାଦାକୁ ହର୍ଷର ସହିତ ତୋଳିଧରିଛି...
ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠାର "ଇଗଲ୍",ଅଭ୍ୟୁଦୟ-ସଂଗ୍ରାମର "ଫିନିକ୍ସ-ପକ୍ଷୀ"ଙ୍କ "ନିଜ ପାଇଁ ନୁହେଁ ଏ ଓଡିଆ ଜାତି ପାଇଁ ଲଢିବା"ର ଗଗନଭେଦୀ ଦୁନ୍ଦୁଭି ଆହ୍ବାନଟି ଏଯାବତ୍ ଯୁବପିଢିଙ୍କ ମାନସପଟରେ ଝଲସିଉଠୁଛି...
ଭୂମିପୁତ୍ର "ବିଜୟାନନ୍ଦ ପଟ୍ଟନାୟକ"ଜୀଙ୍କ ଜନ୍ମ-ଜୟନ୍ତୀରେ ସାଦର ପ୍ରଣାମ ଓ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳୀ ଜଣାଉଛି...
Naveen Patnaik

ପାଖର, ବିରିପଡ଼ା ଗ୍ରାମ ନିଵାସୀ ପଣଦା ୟୁ.ଜି.ୟୁ.ପି ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାଞ୍ଜଳି ମୁଦୁଲିଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
22/03/2022

ପାଖର, ବିରିପଡ଼ା ଗ୍ରାମ ନିଵାସୀ ପଣଦା ୟୁ.ଜି.ୟୁ.ପି ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାଞ୍ଜଳି ମୁଦୁଲିଙ୍କ ଅକାଳ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

Address

Soro
756046

Telephone

+919437164446

Website

Alerts

Be the first to know and let us send you an email when ୪୫ ନଂ ଜିଲ୍ଲା ପରିଷଦ ଜୋନ,ସୋର, ବାଲେଶ୍ବର posts news and promotions. Your email address will not be used for any other purpose, and you can unsubscribe at any time.

Share

Category