JDA Sohela

JDA Sohela (Jay Durga Association)
The biggest
Ganesh puja committee ,sohela

ॐ श्री श्री गणेशाय नमः 🚩 शुभारंभ... गणपति बप्पा मोरयाSri Ganesh Chaturthi 2026Sohela Ka Raja
02/09/2026

ॐ श्री श्री गणेशाय नमः 🚩
शुभारंभ...
गणपति बप्पा मोरया
Sri Ganesh Chaturthi 2026
Sohela Ka Raja

🔱 श्रावण मास के द्वितीय सोमवार की हार्दिक शुभकामनाएँ 🙏देवों के देव महादेव की कृपा आप सभी पर सदैव बनी रहे। जीवन में सुख, ...
10/08/2026

🔱 श्रावण मास के द्वितीय सोमवार की हार्दिक शुभकामनाएँ 🙏
देवों के देव महादेव की कृपा आप सभी पर सदैव बनी रहे। जीवन में सुख, शांति, आरोग्य और मंगल का वास हो। 🕉️🙏
हर हर महादेव 🔱
ॐ नमः शिवाय 🙏

#श्रावणसोमवार #हरहरमहादेव #महादेव #ॐनमःशिवाय

08/08/2026

ଗୋଟିଏ ଦିନରେ ୨ ମହିଳା ରୋଗୀ ଙ୍କୁ 🆎+ ରକ୍ତ ଯୋଗେଇ ସାହାଯ୍ୟ କଲା JDA ପରିବାର

ଗତକାଲି 07/08/26
ବୁର୍ଲା ରକ୍ତ ଭଣ୍ଡାରରୁ 1 ୟୁନିଟ୍ AB+ ବୁର୍ଲା ମେଡିକାଲ ରେ ଚିକିତ୍ସିତ ସୋହେଲା ଅନ୍ଚଳର ଜଣେ ମହିଳା ରୋଗୀ ଙ୍କୁ ଯୋଗେଇ ଦିଆଗଲା ଓ ବରଗଡ଼ ରକ୍ତ ଭଣ୍ଡାର ରୁ 1ୟୁନିଟ୍ AB+ ରକ୍ତ ସୋହେଲା ର ଜଣେ ଗର୍ଭବତୀ ମହିଳା ଙ୍କୁ JDA ପରିବାର ତରଫରୁ ଯୋଗେଇ ଦିଆଗଲା ।

ରକ୍ତର_ଗ୍ରହୀତା_ରକ୍ତଦାତା_ଦୁହେଁ_ଏ_ଭୁବନେ_ଭାଗ୍ୟବନ୍ତ
ରକ୍ତ_ବିନା_କେହି_ନ_ମରୁ_ଜଗତେ_କରିବା_ଆମେ_ଶପଥ

जननेता और पूर्व मंत्री स्वर्गीय*श्री सुशांत सिंह जी के आकस्मिक निधन से ओडिशा की राजनीति और विशेषकर पश्चिमी ओडिशा ने एक अ...
07/08/2026

जननेता और पूर्व मंत्री स्वर्गीय*श्री सुशांत सिंह जी के आकस्मिक निधन से ओडिशा की राजनीति और विशेषकर पश्चिमी ओडिशा ने एक अत्यंत लोकप्रिय, ऊर्जावान और समर्पित व्यक्तित्व को खो दिया है। उनका यूं चले जाना हम सभी के लिए अपूरणीय क्षति है। ईश्वर से प्रार्थना है कि वे दिवंगत आत्मा को अपने श्रीचरणों में स्थान दें और शोकाकुल परिवार व समर्थकों को यह गहरा दुःख सहन करने की शक्ति प्रदान करें। और आज उनके गंगाश्राध् कार्यक्रम में रक्त शिविर के महायोजन में *जे.डी.ए परिवार** ने शामिल होकर उन्हें भावपूर्ण श्रद्धांजली अर्पित की है जिसके लिए सभी सदस्यों का, सभी रक्तदाता,सभी रक्त भंडारों का, सभी सामाजिक संगठनो का सहृदय से आभार और व्यक्त करते हैं।💐💐🙏



ॐ एकदन्ताय विहे वक्रतुण्डाय धीमहि तन्नो दन्तिः प्रचोदयात्।|| ॐ गं गणपतये नमो नमः ||
05/08/2026

ॐ एकदन्ताय विहे वक्रतुण्डाय धीमहि तन्नो दन्तिः प्रचोदयात्।

|| ॐ गं गणपतये नमो नमः ||

A single unit of donated blood carries the power to save lives, restore hope and strengthen the spirit of humanity.On Wo...
14/06/2026

A single unit of donated blood carries the power to save lives, restore hope and strengthen the spirit of humanity.
On World Blood Donor Day, I express my heartfelt gratitude to all voluntary blood donors whose selfless act serves as a lifeline for countless individuals in need.
Let us continue to foster a culture of voluntary blood donation and work together towards ensuring timely access to safe blood for every patient who needs it.

❣️
🩸


ସୋହେଲା ର ଶୁକୃ ହୋଟେଲ ର ମାଲିକ ତଥା ଆମ JDA ପରିବାର ର ସଭାପତି ଶ୍ରୀ ସଂଜୟ କାଣ୍ଡ ଙ୍କ ବାପା √ଶୁକୃ କାଣ୍ଡ ଙ୍କ ଅକାଳ ବିୟୋଗ ଆମ ଅଞ୍ଚଳ ପାଇଁ...
08/05/2026

ସୋହେଲା ର ଶୁକୃ ହୋଟେଲ ର ମାଲିକ ତଥା ଆମ JDA ପରିବାର ର ସଭାପତି ଶ୍ରୀ ସଂଜୟ କାଣ୍ଡ ଙ୍କ ବାପା √ଶୁକୃ କାଣ୍ଡ ଙ୍କ ଅକାଳ ବିୟୋଗ ଆମ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ଅଟେ ll....... ଜଣେ ଦରଦୀ ମଣିଷ ହେବା ସହ ଜଣେ ବଦାନ୍ୟ ବ୍ୟକ୍ତି ହିସାବରେ ଶୁକୃ କାଣ୍ଡ ଙ୍କ ସ୍ୱତନ୍ତ୍ର ପରିଚୟ ରହିଆସିଥିଲା ll ସୋହେଲା ର ରାମଲୀଳା ର କୁମ୍ଭକର୍ଣ୍ଣ ଦୃଶ୍ୟ ପାଇଁ ପାଇଁ ନିଜେ ବିନା ମୂଲ୍ୟ ରେ ପ୍ରତିବର୍ଷ ମିଠା ଯୋଗାଇ ଆସୁଥିଲେ ll କଳା ଏବଂ କଳାକାର ଙ୍କୁ ସବୁବେଳେ ନିଜେ ନିଜ ସାଧ୍ୟ ମତେ ସମ୍ମାନିତ କରୁଥିଲେ ଏବଂ ନିଜ ହୋଟେଲ ରେ ଚାହା ଏବଂ ଜଳଖିଆ ବିନା ମୂଲ୍ୟ ରେ ଖାଇବାକୁ ଦେଇ ଆପ୍ୟାୟିତ କରିଥିବାର ଅନେକ ଘଟଣା ର ମୁଁ ନିଜେ ସାକ୍ଷୀ ଅଟେ ll ସୋହେଲା କୁ କର୍ମ ଭୂମି ରୂପେ ବାଛି ନେଇ ଜିରୋ ରୁ ହିରୋ ହୋଇ ଜୀବନ ନାଟକ ରେ ଅନେକ ଉତଥାନ ପତନ କୁ ସାମ୍ନା କରି କେବେ ଭାଙ୍ଗି ପଡି ନ ଥିବା ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଶୁକୃ କାଣ୍ଡ ll ମୁନା ଡାକ୍ତର.... ଡାକ୍ତର ଶିଶିର ସାହୁ... ଶୁକୃ କାଣ୍ଡ ଙ୍କ ବିୟୋଗ ପରେ ଥାନାଛକ ଏଣୁ ଏଣିକି ସବୁବେଳେ ଶୂନଶାନ ଲାଗିବ ll
JDA ପରିବାର ତରଫରୁ ଅମର ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ll ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ଗଭୀର ସମବେଦନା ll ଆଜି ଶୁକୃବାର ରେ ଶୁକୃକାଣ୍ଡ ଙ୍କ ତିରୋଧାନ ନିଶ୍ଚିତ ଭାବେ ପୂର୍ବରୁ ଵିଧି ନିର୍ଧାରିତ ଥିଲା ଏବଂ "ଶୁକୃ" ନାମକରଣ ର ଯଥାର୍ଥତା କୁ ପ୍ରତିପାଦନ କରିପାରିଛି ll

JDA ପରିବାର ତରଫରୁ ସମସ୍ତ ଭାରତୀୟଙ୍କୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଚୈତ୍ର ନବରାତ୍ର ଅବସରରେ ହାର୍ଦ୍ଦିକ ଅ...
19/03/2026

JDA ପରିବାର ତରଫରୁ ସମସ୍ତ ଭାରତୀୟଙ୍କୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା,ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଓ ଚୈତ୍ର ନବରାତ୍ର ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ବିକ୍ରମ ସମ୍ବତ୍‌‌ ୨୦୮୩ ସମସ୍ତଙ୍କ ଜୀବନରେ ମଙ୍ଗଳ, ସୁଖ ଓ ସମୃଦ୍ଧି ନେଇ ଆସୁ। ମାଁ ଜଗତ ଜନନୀ ଓ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସଫଳତା ଓ ଶାନ୍ତି ପ୍ରଦାନ କରୁନ୍ତୁ, ଏହା ହି ପ୍ରାର୍ଥନା।

ଆସୁନ ରକତ୍ ଦାନ କରମା ବୀର ଶହିଦ ଙ୍କୁ  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବାର ସାଙ୍ଗେରକ୍ତ ଅଭାବ କେ କିଛି ମାତ୍ରା ରେ ଦୂର କରମା। ଆଏବା  #ଶହୀଦ_ଦି...
18/03/2026

ଆସୁନ ରକତ୍ ଦାନ କରମା
ବୀର ଶହିଦ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେବାର ସାଙ୍ଗେ
ରକ୍ତ ଅଭାବ କେ କିଛି ମାତ୍ରା ରେ ଦୂର କରମା।

ଆଏବା #ଶହୀଦ_ଦିବସ ୨୩ ମାର୍ଚ୍ଚ
ସୋମବାର ଦିନେ ୮ ବଜେ ଶ୍ରୀ ଶ୍ରୀ ଗୈାରୀ କଲ୍ୟାଣ ମଣ୍ଡପ, ସୋହେଲା ଠାନେ ଆମର ସାଙ୍ଗେ ସାମିଲ୍ ହଉନ୍ ।
रक्तदान
दे के देखा अच्छा लगेगा
शरीर भी स्वस्त रहेगा ❣️
ିବାର

୭୭ ତମ ସାଧାରଣତନ୍ତ୍ର ଦିବସ୍ ଭାରତ ମାତା କୀ ଜୟଜୟ ହୀନ୍ଦ
26/01/2026

୭୭ ତମ ସାଧାରଣତନ୍ତ୍ର ଦିବସ୍
ଭାରତ ମାତା କୀ ଜୟ
ଜୟ ହୀନ୍ଦ

Address

Infront Of Sohela Police Station
Sohela
768033

Telephone

+919776363977

Website

Alerts

Be the first to know and let us send you an email when JDA Sohela posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to JDA Sohela:

Shortcuts

Share

Category