MLA Saraskana

MLA Saraskana Contact information, map and directions, contact form, opening hours, services, ratings, photos, videos and announcements from MLA Saraskana, Government Website, Sirsa.

ସମସ୍ତଙ୍କୁ ନମସ୍କାର 🙏ପ୍ରକୃତ ରେ ମାନବ ସେବା ହିଁ ମାଧବ ସେବା।ଭାରତବର୍ଷ ର ଲୋକପ୍ରିୟ ପ୍ରଧାମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ଜନ୍ମଦିନ ...
22/09/2024

ସମସ୍ତଙ୍କୁ ନମସ୍କାର 🙏

ପ୍ରକୃତ ରେ ମାନବ ସେବା ହିଁ ମାଧବ ସେବା।
ଭାରତବର୍ଷ ର ଲୋକପ୍ରିୟ ପ୍ରଧାମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ଜନ୍ମଦିନ ଉପଲକ୍ଷେ ସେବାପକ୍ଷ ଅବସରରେ ଆମେ ଏକ ପ୍ରୟାସ କରିବା ଯେମିତି କୌଣସି ବ୍ୟକ୍ତି ଡାକ୍ତରଖାନା ରେ ରକ୍ତାଭାବ ଜନିତ ସମସ୍ୟା ର ସମ୍ମୁଖୀନ ନ ହୁଅନ୍ତୁ। ଏଣୁ ଆସନ୍ତୁ ଆମେ ସମସ୍ତେ ଆମ ସମାଜର କଲ୍ୟାଣ ପାଇଁ ଆସନ୍ତା ସେପ୍ଟେମ୍ୱର 25 ତାରିଖ ଦିନ ସୀମାନ୍ତ ମହାବିଦ୍ୟାଳୟ, ଝାରପୋଖରୀଆ ଠାରେ ଅନୁଷ୍ଠିତ ହେବାକୁଥିବା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜର ଯୋଗଦାନ ଦେବା ।

ନିବେଦକ,
ଭାଦବ୍ ହାଁସଦାଃ
ବିଧାୟକ,ସାରସକଣା



BJP Odisha
Bharatiya Janata Party (BJP)

ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସମି ବ୍ଲକର  କୁସମି,ମୟୂରଧର, ଜୟପୁର, ଭୁଟକାବାଦି ପଞ୍ଚାୟତ ର ସମସ୍ତ କର୍ମକର୍ତା ଙ୍କ ଦ୍ଵାରା ଆୟୋଜିତ...
17/07/2024

ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁସମି ବ୍ଲକର କୁସମି,ମୟୂରଧର, ଜୟପୁର, ଭୁଟକାବାଦି ପଞ୍ଚାୟତ ର ସମସ୍ତ କର୍ମକର୍ତା ଙ୍କ ଦ୍ଵାରା ଆୟୋଜିତ ସମ୍ଵର୍ଦ୍ଧନା ସଭାରେ ଯୋଗ ଦେଲି।

ସାରସକଣା ଠାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ ମୋର ପରମ ସୌଭାଗ୍ୟ। ମହାପ୍ରଭୁଙ୍କ ଅପାର କୃପା ସଭିଙ୍କ ଉପରେ ଥାଉ। ଜୟ ଜଗନ୍ନା...
07/07/2024

ସାରସକଣା ଠାରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ ମୋର ପରମ ସୌଭାଗ୍ୟ। ମହାପ୍ରଭୁଙ୍କ ଅପାର କୃପା ସଭିଙ୍କ ଉପରେ ଥାଉ।
ଜୟ ଜଗନ୍ନାଥ 🙏
Mohan Charan Majhi


ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା...
07/07/2024

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।


Address

Sirsa
757051

Website

Alerts

Be the first to know and let us send you an email when MLA Saraskana posts news and promotions. Your email address will not be used for any other purpose, and you can unsubscribe at any time.

Share