Hirakhand Mukti Bahini

Hirakhand Mukti Bahini Hirakhand old name of western odisha , regions around mahandi river
land of diamonds

25/11/2025
25/11/2025
25/11/2025
14/08/2025
02/12/2024

ଭାରତୀୟ ସମ୍ବିଧାନ୍ ର ପୁରୋଧା *ଡ଼. ଭୀମରାଓ ରାମଜୀ ଆମ୍ବେଦକର୍* ଙ୍କର୍ ଶ୍ରାଦ୍ଧ ବାର୍ଷିକୀ ଉଧେ ଲୋଇସିଂହା କଲେଜ୍ ନୁ ରକତ୍ ଦାନ୍ ଶିବିର୍ ।🩸
ବାବା ସାହେବ୍ ଙ୍କର୍ ସୂରତା ଥି ଆଏବା ଡିସେମ୍ବର୍ ୬ ତାରିକ୍ (ଶୁକ୍ରବାର୍) ସକାଲ୍ ବେଲା ଲୋଇସିଂହା କଲେଜ୍ ନେ ୟୁଥ୍ ରେଡକ୍ରସ୍ ସାଙ୍ଗେ ମିଶିକରି "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ଆୟୋଜନ୍ କରୁଛେ ରକ୍ତଦାନ୍ ଶିବିର୍ ।
ଆସୁନ୍ ସମସ୍ତେ ରକ୍ତଦାନ୍ କରି ଲୁକର୍ ଜୀବନ୍ ବଞ୍ଚାବାର୍ ସାଙ୍ଗେ ବାବା ସାହେବ୍ ଙ୍କୁ ଶ୍ରଦ୍ଧାଞ୍ଜଳି ବି ଜ୍ଞାପନ୍ କରମା । 🙏

#ଡିସେମ୍ବର୍_୬ତାରିକ୍ (ଶୁକ୍ରବାର୍)
#ସକାଲର୍_୧୦ ବଜେ ଉତାରୁ
#ଲୋଇସିଂହା_କଲେଜ୍ କେ ପହଞ୍ଚିମା 🙏

ଆପଣଙ୍କର୍
"ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM)
7978303063, 7978207415, 9827408911, 6370830277, 7978447674, 8658362725, 9777678404

16/08/2024
08/12/2023
08/12/2023

Address

Budha Raja
Sambalpur

Website

Alerts

Be the first to know and let us send you an email when Hirakhand Mukti Bahini posts news and promotions. Your email address will not be used for any other purpose, and you can unsubscribe at any time.

Share