BJYM Sambalpur

BJYM Sambalpur Bharatiya Janata Yuva Morcha (BJYM) is one of the largest youth political organization as well as th

05/03/2024
ସମ୍ବଲପୁରୀ ଦିନ ର ଗୁର୍ଦୁ ଟେ ଶୁଭେଛ୍ଛା,ଅଭିନନ୍ଦନ ଆଉର ଶୁଭକାମନା••••••ଜୟ ମାଁ ସମ୍ବଲେଇ 🙏
01/08/2023

ସମ୍ବଲପୁରୀ ଦିନ ର ଗୁର୍ଦୁ ଟେ ଶୁଭେଛ୍ଛା,
ଅଭିନନ୍ଦନ ଆଉର ଶୁଭକାମନା••••••
ଜୟ ମାଁ ସମ୍ବଲେଇ 🙏

ମହଙ୍ଗା ପୋଲିସ ଓ କାଲା ପ୍ରଶାସନ ପାଇଁ ଜୀବନ ଗଲା।ଯଦି ଜିଲ୍ଲା ପ୍ରଶାସନ ଦ୍ୱାରା କଟକଣା ଜାରୀ କରି ଲୋକଙ୍କୁ ସୁବିଧା ଦେବାରେ ଅସମର୍ଥ, ତାହେଲେ ...
07/06/2020

ମହଙ୍ଗା ପୋଲିସ ଓ କାଲା ପ୍ରଶାସନ ପାଇଁ ଜୀବନ ଗଲା।
ଯଦି ଜିଲ୍ଲା ପ୍ରଶାସନ ଦ୍ୱାରା କଟକଣା ଜାରୀ କରି ଲୋକଙ୍କୁ ସୁବିଧା ଦେବାରେ ଅସମର୍ଥ, ତାହେଲେ ସବୁ କଟକଣାକୁ ହଟେଇ ତଥା ହାତ ଟେକି, ସମ୍ବଲପୁର ଜନତାଙ୍କ ଭରୋସା ରେ ଛାଡି କୋରେଣ୍ଟାଇନରେ ପଳାନ୍ତୁ।
ସମ୍ବଲପୁର ଜନତା ସର୍ବଦା ସକ୍ଷମ ସବୁ ପରିସ୍ଥିତିରେ ଲଢ଼ିବାକୁ।

05/11/2018

Even after 20 years of ruling state govt is unable to provide employment to youth of our state , That's why BJYM Sambalpur take an initiative to fight against the incapability and poor governance of the state govt .
District team under the leadership of pattnaik in presence of state secretary Om prakash Mishra close the District employment office

12/10/2018

ଲୋକପ୍ରିୟତା ହରାଉଥିବା ବିଜେଡି ନେତା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଭଡାଟିଆ ଗୁଣ୍ଡା ପଠେଇ ଥାନା ଭିତରେ ଥାନା ଅଧିକାରୀଙ୍କ ଉପସ୍ଥିତି ରେ ବିଜେପି ନେତା ଓ ଯୁବମୋର୍ଚ୍ଚା ସଭାପତି ଙ୍କୁ ଗାଳି ଗଲୋଚ କରି ଜୀବନରେ ମାରିଦେବା ଧମକ ଦେବାର ବିରୋଧ ରେ କେସ ଦେବାର ସତ୍ୱେ ଆଜି ପ୍ରାଯନ୍ତ ଗିରଫ ନ କରିବା ବିରୋଧରେ ଆଜି ରେଢ଼ାଖୋଲ ବଷ୍ଟାଣ୍ଡ ଛକ ଠାରେ ବିଜେପି ଯୁବମୋର୍ଚ୍ଚା ବିଧାୟକ ରୋହିତ ପୂଜାରୀ ଙ୍କ କୁଶପୁଳିକା ଦାହ କରାଯାଇଥିଲା।

30/09/2018

BJYM Sambalpur

KING OF THE ORATORYPoetPoliticianHon. Ex PM Bharat RatnaShree Atal Bihari Bajpayee
17/08/2018

KING OF THE ORATORY
Poet
Politician
Hon. Ex PM
Bharat Ratna
Shree Atal Bihari Bajpayee

ସମ୍ବଲପୁର ବିଧାୟିକା ଡାକ୍ତର ରସେଶ୍ୱରୀ ପାଣିଗ୍ରାହୀ ପ୍ଲାନିଂ କମିଶନ ମୁଖ୍ୟ ହେବାପରେ " ସମ୍ବଲପୁର ବାସୀଙ୍କୁ ଉପହାର ଡାକ୍ତର ଶୂନ୍ୟ ଭୀମସାର "...
24/04/2018

ସମ୍ବଲପୁର ବିଧାୟିକା ଡାକ୍ତର ରସେଶ୍ୱରୀ ପାଣିଗ୍ରାହୀ ପ୍ଲାନିଂ କମିଶନ ମୁଖ୍ୟ ହେବାପରେ " ସମ୍ବଲପୁର ବାସୀଙ୍କୁ ଉପହାର ଡାକ୍ତର ଶୂନ୍ୟ ଭୀମସାର "

ସମ୍ବଲପୁର ବୁର୍ଲା ବଡ଼ ଡ଼ାକ୍ତରଖାନା "ଭିମସାର" ରେ ରାଜ୍ୟ ସରକାର ଗୋଟେ ସପ୍ତାହ ମଧ୍ୟରେ 8 ଟି ଡକ୍ଟର ବଦଳି କରିଥିଲେ ସୁଦ୍ଧା ଆଜି ପ୍ରଯ୍ୟନ୍ତ ଗୋଟେ ହେଲେ ଡାକ୍ତର ଯୋଗ ଦେଇନାହାନ୍ତି ହେଲେ ୫ମାସ ମଧ୍ୟରେ 21 ଡାକ୍ତର ଓ ଗୋଟିଏ ବର୍ଷ ମଧ୍ୟରେ 33 ଡାକ୍ତର ବଦଳି କରାଯାଇଛି ହେଲେ ଗୋଟିଏ ଡାକ୍ତର ରାଜ୍ୟ ସରକାର ଯୋଗାଉନାହାନ୍ତି । 18 ବର୍ଷ ର ବିଜେଡି ସରକାର ସ୍ୱାସ୍ଥ୍ୟ ପରି ଏକ ମୌଳିକ ସୁଭିଧା ଯୋଗେଇ ପାରୁନଥିବା ବେଳେ ସଦା ସର୍ବଦା ପଶ୍ଚିମ ଓଡିଶାର ପ୍ରମୁଖ ହସ୍ପିଟାଲ କୁ ଜାଣି ବୁଝି ଅବହେଳା କରାଯାଉଛି । ମେଡିକାଲ ରେ ଡାକ୍ତର ନ ଥିବା ବେଳେ କୋଟି କୋଟି ଟଙ୍କାର କୋଠା ବାଡ଼ି କାହା ସ୍ୱାର୍ଥରେ ତିଆରି କରାଯାଉଛି ବିଜେଡି ଠିକାଦାର ଙ୍କୁ କଣ ପୋଷିବା ବ ପାଇଁ। ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥୁଵା ବେଳେ ଡାକ୍ତର ସଂଖ୍ୟା କମି କମି ଯାଉଛି ! ଏହା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ମାନେ ମଧ୍ୟ ବଢ଼ି ଚାଲିଛି !
ଖାଲି ପଡିଥିବା ଡାକ୍ତର ପଦବୀ ପୁରଣ ଓ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ନ ହେଲେ ଆଗାମୀ ଦିନରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ତରଫରୁ ରାଜରାସ୍ତା କୁ ଓଲ୍ହାଇବା । ଏଥି ପାଇଁ କୋଣସି ପ୍ରକାର ଆଇନ ସୁଙ୍ଖଳା ବିପର୍ଯ୍ୟସ୍ତ ହେକେ ରାଜ୍ୟ ସରକାର ଦାଇ ରହିବେ।

ବନ୍ଧୁଗଣ,            🙏ନମସ୍କାର🙏         ବୁର୍ଲା ବଡ଼ ଡ଼ାକ୍ତରଖାନା "ଭିମସାର" ରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥୁଵା ବେଳେ ଡାକ୍ତର ସଂଖ୍ୟ...
23/04/2018

ବନ୍ଧୁଗଣ,
🙏ନମସ୍କାର🙏

ବୁର୍ଲା ବଡ଼ ଡ଼ାକ୍ତରଖାନା "ଭିମସାର" ରେ ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥୁଵା ବେଳେ ଡାକ୍ତର ସଂଖ୍ୟା କମି କମି ଯାଉଛି ! ଏହା ସହିତ ଅନ୍ୟାନ୍ୟ ଆନୁସଙ୍ଗିକ ସମସ୍ୟା ମାନେ ମଧ୍ୟ ବଢ଼ି ଚାଲିଛି !
ଖାଲି ପଡିଥିବା ଡାକ୍ତର ପଦବୀ ପୁରଣ ଓ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକର ଶୀଘ୍ର ସମାଧାନ ଦାବିରେ ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚା ତରଫରୁ ଆସନ୍ତାକାଲି ତା.୨୪/୦୪/୨୦୧୮ (ମଙ୍ଗଳବାର) ସକାଳ ୯ଘଣ୍ଟା ସମୟରେ ମ୍ୟୁନିପାଲିଟି ଛକ ରୁ ଏକ ଶୋଭାଯାତ୍ରା ବାହାରି ଆର.ଡି.ସି କାର୍ଯ୍ୟାଳୟ ଘେରାଉ କରିବାର କାର୍ଯ୍ୟକ୍ରମ କରାଯିବାକୁ ସ୍ଥିରିକୃତ ହୋଇଛି !
ଏହି କାର୍ଯ୍ୟକ୍ରମରେ ଆପଣଙ୍କ ଉପସ୍ଥିତି ଓ ସହଯୋଗ ପାଈଁ ବିନୀତ ଓ କରବଦ୍ଧ ଅନୁରୋଧ କରୁଛୁ !

!! ବିନୀତ !!
ରିକନ ପଟନାୟକ
ଜିଲ୍ଲା ସଭାପତି
ବିଜେପି ଯୁବ ମୋର୍ଚ୍ଚା, ସମ୍ବଲପୁର
୯୭୭୬୫୩୧୬୫୧

ହକ୍ ର ଲଢେଇ !!
07/12/2017

ହକ୍ ର ଲଢେଇ !!

Address

Sambalpur
Sambalpur
768004

Alerts

Be the first to know and let us send you an email when BJYM Sambalpur posts news and promotions. Your email address will not be used for any other purpose, and you can unsubscribe at any time.

Share