All India Radio News Sambalpur

All India Radio News Sambalpur Official account of Regional News Unit Sambalpur Official account of Regional News Unit Sambalpur, All India Radio News

26/10/2025

26/10/2025

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମବାର୍ଷିକୀକେ ସୂରତ କରବାର ଲାଗି ଅକ୍ଟୋବର 31 ତାରିଖ ରାଷ୍ଟ୍ରୀୟ #ଏକତାଦିବସ ଭାବେ ପାଲନ କରାଯିବା ।
Press Information Bureau - PIB, Government of India

On the occasion of Swachhata Hi Seva-2025, the Regional News Unit, Akashvani, Sambalpur, organized a special Shramdaan t...
25/09/2025

On the occasion of Swachhata Hi Seva-2025, the Regional News Unit, Akashvani, Sambalpur, organized a special Shramdaan titled “Ek Din, Ek Ghanta, Ek Saath” today. The News Editor and other officials were present at the event.

ଜୟ ଶ୍ରୀଜଗନ୍ନାଥ🙏ଦୋଳେ ଚ ଦୋଳଗୋବିନ୍ଦଂଚାପେ ଚ ମଧୁସୂଦନମ୍‌।ରଥେ ତୁ ବାମନଂ ଦୃଷ୍ଟ୍ଵାପୁନର୍ଜନ୍ମ ନ ବିଦ୍ୟତେ।
27/06/2025

ଜୟ ଶ୍ରୀଜଗନ୍ନାଥ🙏
ଦୋଳେ ଚ ଦୋଳଗୋବିନ୍ଦଂ
ଚାପେ ଚ ମଧୁସୂଦନମ୍‌।
ରଥେ ତୁ ବାମନଂ ଦୃଷ୍ଟ୍ଵା
ପୁନର୍ଜନ୍ମ ନ ବିଦ୍ୟତେ।


‘ରାୟଗଡ’ ଦୁର୍ଗ ନ ଶିବାଜୀ ମହାରାଜ୍ ୧୬୭୪ ମସିହାଥି ତାଙ୍କର ରାଜଧାନୀ ଥାପ୍‌ନା କରିଥିଲେ। ତାଙ୍କର ମୃତ୍ୟୁ ବେଲ୍‌କେ ବା ୧୬୮୦ ମସିହା ତକ୍ ରାୟଗ...
30/10/2024

‘ରାୟଗଡ’ ଦୁର୍ଗ ନ ଶିବାଜୀ ମହାରାଜ୍ ୧୬୭୪ ମସିହାଥି ତାଙ୍କର ରାଜଧାନୀ ଥାପ୍‌ନା କରିଥିଲେ। ତାଙ୍କର ମୃତ୍ୟୁ ବେଲ୍‌କେ ବା ୧୬୮୦ ମସିହା ତକ୍ ରାୟଗଡ ଦୁର୍ଗନୁ ହିନ୍ଦାଭୀ ସ୍ୱରାଜ୍ ଶାସନ୍ କରିଥିଲେ। ଭଲ୍ କରି ବନାଯାଇଥିବା ଦୁୁଆର୍‌, କାନ୍ଥି ଆଉ ଆକର୍ଷଣୀୟ ସ୍ମାରକ୍ ଲାଗି ରାୟଗଡ ଦୁର୍ଗ ଖାସ୍ ଜନାଶୁନା।
All India Radio News

‘ରାୟଗଡ’ ଦୁର୍ଗକେ ଦେଖ୍‌ଲେ ମହାରାଷ୍ଟ୍ରର ଗୌରବମୟ ଇତିହାସ୍ ସୋର୍ ପଡୁଛେ। ଇ ଦୁର୍ଗକେ ଦୁର୍ଗମାନ୍‌କ ରାଜା ବଲି ଭିଲ୍ କୁହାଯାଏସି। ରାୟଗଡ ଦୁର୍...
30/10/2024

‘ରାୟଗଡ’ ଦୁର୍ଗକେ ଦେଖ୍‌ଲେ ମହାରାଷ୍ଟ୍ରର ଗୌରବମୟ ଇତିହାସ୍ ସୋର୍ ପଡୁଛେ। ଇ ଦୁର୍ଗକେ ଦୁର୍ଗମାନ୍‌କ ରାଜା ବଲି ଭିଲ୍ କୁହାଯାଏସି। ରାୟଗଡ ଦୁର୍ଗ ଶିବ ଭକତ୍ ମାନ୍‌କର ଲାଗି ଗୁଟେ ପବିତ୍ର ପୀଠର ମାଏନ୍‌ତା ପାଏଛେ। ଛତ୍ରପତି ଶିବାଜୀ ମହାରାଜ୍‌ଙ୍କ ଲାଗି ଇ ଦୁର୍ଗ ନ ହଜାର୍ ହଜାର୍ ଲୁକ୍ ଭିଡ୍ ବୁଲ୍‌ବାର୍‌କେ ଆସୁଛନ୍।
All India Radio News

ମରାଠା ସାମ୍ରାଜ୍ୟର ରାଜଧାନୀ ଭାବେ ୧୬୭୪ ମସିହାଥି ‘ରାୟଗଡ ଦୁର୍ଗ’କେ ବଛାଯାଇଥିଲା। ଇତାର୍ ଉତ୍‌ରୁ ଶିବାଜୀ ମହାରାଜ୍‌ଙ୍କ ଗୁଟେ ଭବ୍ୟ ରାଜ୍ୟାଭ...
30/10/2024

ମରାଠା ସାମ୍ରାଜ୍ୟର ରାଜଧାନୀ ଭାବେ ୧୬୭୪ ମସିହାଥି ‘ରାୟଗଡ ଦୁର୍ଗ’କେ ବଛାଯାଇଥିଲା। ଇତାର୍ ଉତ୍‌ରୁ ଶିବାଜୀ ମହାରାଜ୍‌ଙ୍କ ଗୁଟେ ଭବ୍ୟ ରାଜ୍ୟାଭିଷେକ ସମାରୋହ ରାୟଗଡ ଦୁର୍ଗ ନ ହେଇଥିଲା। ଇ ସମିଆଥି ଶିବାଜୀ ମହାରାଜ୍ ‘ଛତ୍ରପତି’ ଉପାଧି ପାଇଥିଲେ। ମରାଠା ରାଜ୍ୟର ପ୍ରଶାସନ ଆଉ ସଂପ୍ରସାରଣଥି ଇ ଦୁର୍ଗ ବଡ୍ ଭୂମିକା ନେଇଥିଲା।

‘ରାୟଗଡ ଦୁର୍ଗ’ ହେଉଛେ ମରାଠା ସ୍ଥାପତ୍ୟର ସବୁନୁ ବଡ୍ ଉଦାହରଣ । ଛତ୍ରପତି ଶିବାଜୀ ମହାରାଜ୍‌ଙ୍କର ଅବିଶ୍ୱସନୀୟ ବୀରତ୍ୱ, ବୀରତ୍ୱପୂର୍ଣ୍ଣ କାମ୍...
30/10/2024

‘ରାୟଗଡ ଦୁର୍ଗ’ ହେଉଛେ ମରାଠା ସ୍ଥାପତ୍ୟର ସବୁନୁ ବଡ୍ ଉଦାହରଣ । ଛତ୍ରପତି ଶିବାଜୀ ମହାରାଜ୍‌ଙ୍କର ଅବିଶ୍ୱସନୀୟ ବୀରତ୍ୱ, ବୀରତ୍ୱପୂର୍ଣ୍ଣ କାମ୍ ଆଉ ଯୁଦ୍ଧ କୌଶଲ୍‌ର କାହାନୀକେ ଦେଖାବାର୍ ଲାଗି କେଭାଡିଆର ରାଷ୍ଟ୍ରୀୟ ଏକତା ଦିବସ ପରେଡ୍ ଜାଗାନ ରାୟଗଡ ଦୁର୍ଗର ଗୁଟେ ପ୍ରତିଛବି ବନାଯାଇଛେ ।

ଗୁଜରାଟର କେଭାଡିଆ ନ ଇ ବଛର୍ ରାଷ୍ଟ୍ରୀୟ ଏକତା ଦିବସ୍ ପାଳନ୍‌ର ବିଷୟବସ୍ତୁ ହେଉଛେ ‘ରାୟଗଡ ଦୁର୍ଗ’ । ‘ଭାରତର ମରାଠା ସାମରିକ ଦୃଶ୍ୟ’  ଶୀର୍ଷକ...
29/10/2024

ଗୁଜରାଟର କେଭାଡିଆ ନ ଇ ବଛର୍ ରାଷ୍ଟ୍ରୀୟ ଏକତା ଦିବସ୍ ପାଳନ୍‌ର ବିଷୟବସ୍ତୁ ହେଉଛେ ‘ରାୟଗଡ ଦୁର୍ଗ’ । ‘ଭାରତର ମରାଠା ସାମରିକ ଦୃଶ୍ୟ’ ଶୀର୍ଷକ ଅଧିନଥି ୟୁନେସ୍କୋ ବିଶ୍ୱ ଐତିହ୍ୟ ଲାଗି ବଛା ଯାଇଥିବାର ୧୨ଟା ଦୁର୍ଗ ଭିତ୍‌ରୁ ରାୟଗଡ ଦୁର୍ଗ ଗୁଟେ ଆଏ ।
PIB in Odisha
All India Radio News

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍...
28/10/2024

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆକାଶ ମାର୍ଗରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବାତ୍ୟା ଓ ତତ୍ ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ।
CMO Odisha

This is the time of festivities. Best wishes to the listeners of ' ' in connection with  ,  ,  ,   and all the festivals...
27/10/2024

This is the time of festivities. Best wishes to the listeners of ' ' in connection with , , , and all the festivals: PM
Narendra Modi


Some people are conducting very interesting experiments such as ‘Family   Hour’ and ‘Indigenous Games Revival’: PM Naren...
27/10/2024

Some people are conducting very interesting experiments such as ‘Family Hour’ and ‘Indigenous Games Revival’: PM
Narendra Modi


Address

Kacheri Road
Sambalpur
768001

Alerts

Be the first to know and let us send you an email when All India Radio News Sambalpur posts news and promotions. Your email address will not be used for any other purpose, and you can unsubscribe at any time.

Share