Ex-Army Denarayan Tiwary Official

Ex-Army Denarayan Tiwary Official My activities on social and political aspects and my endeavors for the development of my area.

26/10/2024
ଶ୍ୟାମ ମେଟାଲିକ୍ସ କମ୍ପାନୀ ର ବେଆଇନ କାର୍ଯ୍ୟକଳାପ lଜବାବ୍ ମାଗୁଛନ୍ତି ରେଙ୍ଗାଲି ର  ସାଧାରଣ ଜନତା??ଆଗାମୀ ଦିନରେ ଯଦି ଏହାର ପ୍ରତିକାର ନ କର...
09/10/2024

ଶ୍ୟାମ ମେଟାଲିକ୍ସ କମ୍ପାନୀ ର ବେଆଇନ କାର୍ଯ୍ୟକଳାପ l
ଜବାବ୍ ମାଗୁଛନ୍ତି ରେଙ୍ଗାଲି ର ସାଧାରଣ ଜନତା??
ଆଗାମୀ ଦିନରେ ଯଦି ଏହାର ପ୍ରତିକାର ନ କରାଯାଏ ତାହେଲେ ରାଜରାସ୍ତାକୁ ଓହ୍ଲାଇ ଏହାର ଦୃଢ଼ ବିରୋଧ କରାଯିବ

ସ୍ୱର୍ଣ୍ଣ ପଦକ ଜିତି ଆମଙ୍କୁ ଗର୍ବିତ କରାଇଛନ୍ତି ଭାରତୀୟ ହକି ଦଳ,ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ,୫-୧ ଗୋଲରେ ଜାପାନକୁ ପରାସ୍...
06/10/2023

ସ୍ୱର୍ଣ୍ଣ ପଦକ ଜିତି ଆମଙ୍କୁ ଗର୍ବିତ କରାଇଛନ୍ତି ଭାରତୀୟ ହକି ଦଳ,
ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ,୫-୧ ଗୋଲରେ ଜାପାନକୁ ପରାସ୍ତ କରିଛନ୍ତି ଭାରତୀୟ ହକି ଟିମ୍,
ଫାଇନାଲରେ ଗୋଲ ସ୍କୋର କରିଥିବା ସୁନ୍ଦରଗଡ଼ର ଅମିତ ରୋହିଦାସ ଏବଂ ପ୍ରତ୍ୟେକ ଖେଳାଳିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

Address

Laida
Sambalpur
768001

Website

Alerts

Be the first to know and let us send you an email when Ex-Army Denarayan Tiwary Official posts news and promotions. Your email address will not be used for any other purpose, and you can unsubscribe at any time.

Share