କବିତା ଝଙ୍କାର ସାହିତ୍ୟ ସଂସଦ

  • Home
  • India
  • Sambalpur
  • କବିତା ଝଙ୍କାର ସାହିତ୍ୟ ସଂସଦ

କବିତା ଝଙ୍କାର ସାହିତ୍ୟ ସଂସଦ welcome to our literally platform Kabita jhankar

"କବିତା ଝଙ୍କାର" ଅନୁଷ୍ଠାନ ଆଡୁ ସମସ୍ତଙ୍କୁ 'ସମ୍ବଲପୁରୀ ଦିନ୍' ର ଗୁର୍ଦୁଟେ ଶୁଭେଚ୍ଛା...💐
31/07/2023

"କବିତା ଝଙ୍କାର" ଅନୁଷ୍ଠାନ ଆଡୁ ସମସ୍ତଙ୍କୁ 'ସମ୍ବଲପୁରୀ ଦିନ୍' ର ଗୁର୍ଦୁଟେ ଶୁଭେଚ୍ଛା...💐

ପବିତ୍ର ଘୋଷଯାତ୍ରା ଉପଲକ୍ଷେ "କବିତା ଝଙ୍କାର" ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ💐🙏.....
19/06/2023

ପବିତ୍ର ଘୋଷଯାତ୍ରା ଉପଲକ୍ଷେ "କବିତା ଝଙ୍କାର" ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ💐🙏.....

ଅନୁଷ୍ଠାନ ତରଫରୁ ପବିତ୍ର "ଉତ୍କଳ ଦିବସ"ର ଶୁଭେଚ୍ଛା ଓ ଅଭିନନ୍ଦନ ।💐✍️🙏  #ଓଡିଶା
31/03/2023

ଅନୁଷ୍ଠାନ ତରଫରୁ ପବିତ୍ର "ଉତ୍କଳ ଦିବସ"ର ଶୁଭେଚ୍ଛା ଓ ଅଭିନନ୍ଦନ ।💐✍️🙏
#ଓଡିଶା

ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ପବିତ୍ର ରାମନବମୀର ଶୁଭେଚ୍ଛା ଓ  ଅଭିନନ୍ଦନ💐🙏
29/03/2023

ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ପବିତ୍ର ରାମନବମୀର ଶୁଭେଚ୍ଛା ଓ ଅଭିନନ୍ଦନ💐🙏

ଶୁଭେଚ୍ଛା ଓ ଅଭିନନ୍ଦନ💐....
20/02/2023

ଶୁଭେଚ୍ଛା ଓ ଅଭିନନ୍ଦନ💐....

ପବିତ୍ର ମହାଶିବରାତ୍ରିର ଶୁଭେଚ୍ଛା ଓ ଅଭିନନ୍ଦନ💐...
18/02/2023

ପବିତ୍ର ମହାଶିବରାତ୍ରିର ଶୁଭେଚ୍ଛା ଓ ଅଭିନନ୍ଦନ💐...

ନିମନ୍ତ୍ରଣ ଶ୍ରୀକ୍ଷେତ୍ର ମାଟିକୁ❣️...."କବିତା ଝଙ୍କାର ସାହିତ୍ୟ,କଳା ଏବଂ ସେବା ପରିଷଦ"ଦ୍ୱାରା ଜାନୁଆରୀ ୧୫ ତାରିଖ ରବିବାର ଦିନ ଶ୍ରୀ ଜଗନ୍ନ...
22/12/2022

ନିମନ୍ତ୍ରଣ ଶ୍ରୀକ୍ଷେତ୍ର ମାଟିକୁ❣️....

"କବିତା ଝଙ୍କାର ସାହିତ୍ୟ,କଳା ଏବଂ ସେବା ପରିଷଦ"ଦ୍ୱାରା ଜାନୁଆରୀ ୧୫ ତାରିଖ ରବିବାର ଦିନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଭୂମି ପୁରୀ ର 'ଜିଲ୍ଲା ସଂସ୍କୃତି ଭବନ' ଠାରେ "କବିତା ଝଙ୍କାର ମହୋତ୍ସବ" ପାଳନ ହେବାକୁ ଯାଉଛି।

✨"ରାଜ୍ୟସ୍ତରୀୟ ଆଲୋଚନା ସଭା,କବିତା ପାଠୋତ୍ସବ ଏବଂ ସମ୍ବର୍ଦ୍ଧନା ପର୍ବ"✨

ଆମ ଅନୁଷ୍ଠାନର କୁ ସହଯୋଗର ହାତବଢ଼ାଇ ଯେଉଁମାନେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ନିମ୍ନୋକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରନ୍ତୁ।

ଯୋଗାଯୋଗ-୭୨୦୫୪୮୬୨୭୭ (ଶିବାତ୍ମକ ପଣ୍ଡା)

ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା🙏......  #କବିତାଝଙ୍କାର
04/11/2022

ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା🙏......

#କବିତାଝଙ୍କାର

ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ💐🙏.....  #କବିତାଝଙ୍କାର  #ସାହିତ୍ୟ
04/11/2022

ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ💐🙏..... #କବିତାଝଙ୍କାର #ସାହିତ୍ୟ

ସାଦର ନିମନ୍ତ୍ରଣ.....
02/10/2022

ସାଦର ନିମନ୍ତ୍ରଣ.....

06/09/2022

https://forms.gle/wZCBzBMeyaS2zPNf9

କବିତା ଝଙ୍କାର କଳା, ସାହିତ୍ୟ ଏବଂ ସେବା ପ୍ରତିଷ୍ଠାନ ଏହାର ସଦସ୍ୟ ପୁସ୍ତିକା ପ୍ରସ୍ତୁତ କରିବାକୁ ଯାଉଛି,ତେଣୁ ଦୟାକରି ସହିତ୍ୟକ ମାନଙ୍କୁ ଅନୁରୋଧ ସେମାନେ ଏହି ଫର୍ମ ଦ୍ୱାରା ନିଜର ସମ୍ପୁର୍ଣ୍ଣ ତଥ୍ୟ ପ୍ରଦାନ କରିବେ ।

ପବିତ୍ର "ଗୁରୁ ଦିବସ"ର ଶୁଭେଚ୍ଛା ଓ ଅଭିନନ୍ଦନ💐....
04/09/2022

ପବିତ୍ର "ଗୁରୁ ଦିବସ"ର ଶୁଭେଚ୍ଛା ଓ ଅଭିନନ୍ଦନ💐....

Address

Sambalpur

Alerts

Be the first to know and let us send you an email when କବିତା ଝଙ୍କାର ସାହିତ୍ୟ ସଂସଦ posts news and promotions. Your email address will not be used for any other purpose, and you can unsubscribe at any time.

Share

Category