Arya Seba Sangha, Balasore

Arya Seba Sangha, Balasore We are the Social Workers to help people in their needs on the Moto "SERVICE TO MANKIND IS SERVICE TO GOD"

ପ୍ରୟାସ କିଛି ନୂଆ କରିବାର...ପ୍ରୟାସ କିଛି ଖୁସି ବାଣ୍ଟିବାର...ପ୍ରୟାସ କିଛି ଆଶୀର୍ବାଦ ପାଇବାର...ପ୍ରୟାସ କିଛି ସ୍ମୃତି ସାଉଁଟିବାର...ପ୍ରୟା...
23/06/2024

ପ୍ରୟାସ କିଛି ନୂଆ କରିବାର...
ପ୍ରୟାସ କିଛି ଖୁସି ବାଣ୍ଟିବାର...
ପ୍ରୟାସ କିଛି ଆଶୀର୍ବାଦ ପାଇବାର...
ପ୍ରୟାସ କିଛି ସ୍ମୃତି ସାଉଁଟିବାର...
ପ୍ରୟାସ କିଛି ଦୁଃଖ ଲାଘବ କରିବାର...

🦋ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ
ଲକ୍ଷ୍ଯ ଜୀବନକୁ ବ୍ଯସ୍ତ ଶିଖାଏ
ପଡିଗଲେ କଷ୍ଟ ତ ହୁଏ ନିଶ୍ଚିତ
*ହେଲେ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଏ ।

ଆଜିର ଶିଶୁ କାଲିର ଭବିଷ୍ୟତ।ଶିଶୁ ହସିଲେ ଦୁନିଆ ହସିବ।When you lose your parents as a child, you are indoctrinated into a club, ...
23/06/2024

ଆଜିର ଶିଶୁ କାଲିର ଭବିଷ୍ୟତ।

ଶିଶୁ ହସିଲେ ଦୁନିଆ ହସିବ।

When you lose your parents as a child, you are indoctrinated into a club, you're taken into life's severest confidence. You are undeceived.

08/04/2024
08/04/2024

ଆର୍ଯ୍ୟ ସେବା ସଂଘ ସମ୍ବର୍ଦ୍ଧିତ।

ବାଲେଶ୍ଵର ମାଟିର ଯୁବମହକ Ganesh Padhi ଙ୍କୁ  #ଜନ୍ମଦିନ ଅବସରରେ ଅଜସ୍ର  #ଶୁଭେଚ୍ଛା ଓ  #ଅଭିନନ୍ଦନ।।ତୁମ ମୁଖ ମଣ୍ଡଳ ସବୁବେଳେ ସୂର୍ଯ୍ୟସମ ...
08/02/2024

ବାଲେଶ୍ଵର ମାଟିର ଯୁବମହକ Ganesh Padhi ଙ୍କୁ #ଜନ୍ମଦିନ ଅବସରରେ ଅଜସ୍ର #ଶୁଭେଚ୍ଛା ଓ #ଅଭିନନ୍ଦନ।।

ତୁମ ମୁଖ ମଣ୍ଡଳ ସବୁବେଳେ ସୂର୍ଯ୍ୟସମ ଉଜ୍ଜଳ ରହୁ, ଓଠରୁ ହସର ମୃଦୁ ମଳୟ ପବନ ବହୁ, ସ୍ବାସ୍ଥ୍ୟ ଉତ୍ତମ ରହୁ, ତୁମେ ନୂଆ ଆଶା ସହ ଆଗକୁ ବଢ଼, ତୁମର ସବୁ ସ୍ବପ୍ନ ଓ ଅଭିଳାଷ ପୂରଣ ହେଉ, ବିଭୁ କୃପା ଏବଂ ସମୟର ସ୍ରୋତରେ ସବୁକିଛି ଲବ୍ଧ ହେଉ ତୁମକୁ, ଆମ ସହିତ ତୁମର ମଧ୍ୟ ନୂଆ ବାଲେଶ୍ଵର ନିର୍ମାଣ ପାଇଁ ଆଗକୁ ଯୋଗଦାନ ରହୁ ଏତିକି ପ୍ରଭୁଙ୍କୁ ଠାରେ ପ୍ରାର୍ଥନା।।

30/10/2023

ହୃଦୟ ବିଦାରକ ଦୃଶ୍ୟ।

Address

Rupsa
756028

Telephone

+919348309023

Website

Alerts

Be the first to know and let us send you an email when Arya Seba Sangha, Balasore posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Arya Seba Sangha, Balasore:

Share

Category