07/05/2024
ରବି ଭାଇ ପରି କିଏ ହବ) YOUVA NETA RABI BHAI ଓଡିଶା ମାଟିର ତଥା ରାଉରକେଲା ର ଯୁବନେତା ତଥା ଯୁବ ପ୍ରେମୀ ଶ୍ରୀଯୁକ୍ତ ରବୀନ୍ଦ୍ର ସେଠି (ରବି ଭାଇ) କରୋନା ମହାମାରୀ ସମୟରେ ସମସ୍ତେ ଭୟରେ ନିଜ ନିଜ ଘରେ ଥିବା ବେଳେ ସେ ସେ ସବୁକୁ ଭୟନ କରି .. ନିରୀହ ଜୀବଜନ୍ତୁ ଙ୍କୁ ଏବଂ କିଛି ଅସହାୟ ଲୋକଙ୍କ ସେବାରେ.....