Aap Rourkela

Aap Rourkela AAP SNG

06/10/2025

ସମସ୍ତ ରାଜ୍ୟବାସୀଙ୍କୁ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
ମା ଗଜଲକ୍ଷ୍ମୀ ସମସ୍ତ ଭକ୍ତଙ୍କୁ ସୁଖ, ସମୃଦ୍ଧି ଓ ଧନଧାନ୍ୟ ସମ୍ପର୍ଣ୍ଣ କରନ୍ତୁ 🙏


ଗୋଟିଏ ମ୍ୟାଚରେ BJPର ମିଥ୍ୟା ରାଷ୍ଟ୍ରବାଦର ପର୍ଦ୍ଦାଫାଶ ହୋଇଗଲା❗️
14/09/2025

ଗୋଟିଏ ମ୍ୟାଚରେ BJPର ମିଥ୍ୟା ରାଷ୍ଟ୍ରବାଦର ପର୍ଦ୍ଦାଫାଶ ହୋଇଗଲା❗️




14/09/2025
14/09/2025
14/09/2025

"ଉତ୍ତମ ସ୍ୱାସ୍ଥ୍ୟ ସେବା ଆମର ଅଧିକାର"
ସ୍ବାସ୍ଥ୍ୟସେବା ଏକ ଲୋକାଭିମୁଖୀ ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ ଓ ପ୍ରତ୍ୟେକ ନାଗରିକଙ୍କର ମୌଳିକ ଅଧିକାର। କିନ୍ତୁ ଓଡିଶାରେ ବିଜେପି ସରକାରର ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଆସନ୍ତା କାଲି ଲୋକଙ୍କ ସ୍ଵାର୍ଥ ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣାକୁ ସମ୍ବୋଧିତ କରିବେ ରାଜ୍ୟ ସଭାପତି, ଆପ୍ ଓଡ଼ିଶା, ଶ୍ରୀ Nishikanta Mohapatra । 📢

ଆସନ୍ତୁ ନିଜର ଅଧିକାର ପାଇଁ ଏହି ସଂଘର୍ଷରେ ସାମିଲ ହେବା।👍

🕙 : ସକାଳ ୧୦ ଘଟିକା
🗓 : ୧୫.୦୯.୨୦୨୫
📍 : ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର, ଢେଙ୍କାନାଳ

Aam Aadmi Party
Arvind Kejriwal
Virender Singh Kadian
Nishikanta Mohapatra

14/09/2025
14/09/2025

Address

Sundergarh
Rourkela
769012

Alerts

Be the first to know and let us send you an email when Aap Rourkela posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Aap Rourkela:

Share