Biju Chhatra Janata Dal. Rourkela ORG District

Biju Chhatra Janata Dal. Rourkela ORG District

18/08/2024
17/06/2024
17/06/2024

Wish you all happy & blessed " Eid-ul-Adha "- '24. May this light of trust, patience,unity, bring prosperity, & happiness in your life.

ଆଜି ବିଜୁ ଛାତ୍ର ଜନତା ଦଳ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତା ଏବଂ ବରିଷ୍ଠ ନେତୃମଣ୍ଡଳୀ ଉ...
03/05/2021

ଆଜି ବିଜୁ ଛାତ୍ର ଜନତା ଦଳ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ବ୍ଲକ କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତା ଏବଂ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ରେ ୱେବନର ମିଟିଙ୍ଗ ଆୟୋଜନ କରାଯାଇଛି l ମୁଖ୍ୟଅତିଥି ଭାବେ ଓଡିଶା ଖଦି ବୋର୍ଡ ଅଧକ୍ଷ ତଥା ସହ ପର୍ଯ୍ୟବେକ୍ଷକ ବୀରମିତ୍ରପୁର ସଂଗ୍ରାମ ପାଇକରାୟ ଯୋଗଦେଇ ସମସ୍ତ କର୍ମକର୍ତ୍ତା ମାନଙ୍କୁ କୋଭିଡ ସଚେତନ ନିଜ ନିଜ ପାଖ ପଡୋଶୀଙ୍କୁ କରେଇବା ପାଇଁ ଅନୁରୋଧ କରିଥିଲେ l ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତଙ୍କୁ ଯୋଡି ସଚେତନ କରିବା ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଥିଲା l

Address

Rourkela

Telephone

+917738391817

Website

Alerts

Be the first to know and let us send you an email when Biju Chhatra Janata Dal. Rourkela ORG District posts news and promotions. Your email address will not be used for any other purpose, and you can unsubscribe at any time.

Share