BJP Naktideul

BJP Naktideul Official page of Bjp Naktideul

ଭୀମ ମଣ୍ଡଲି ହେବ ବିଶ୍ବସ୍ତରିୟ ପର୍ଯ୍ୟଟନ କ୍ଷେତ୍ର |Dharmendra Pradhan Debendra Mohapatra
04/06/2026

ଭୀମ ମଣ୍ଡଲି ହେବ ବିଶ୍ବସ୍ତରିୟ ପର୍ଯ୍ୟଟନ କ୍ଷେତ୍ର |

Dharmendra Pradhan
Debendra Mohapatra

ଭୀମ ମଣ୍ଡଲି ହେବ ବିଶ୍ବସ୍ତରିୟ ପର୍ଯ୍ୟଟନ କ୍ଷେତ୍ର |
04/06/2026

ଭୀମ ମଣ୍ଡଲି ହେବ ବିଶ୍ବସ୍ତରିୟ ପର୍ଯ୍ୟଟନ କ୍ଷେତ୍ର |

ଭୀମ ମଣ୍ଡଳୀ ହେବ ବିଶ୍ବସ୍ତରିୟ ପର୍ଯ୍ୟଟନ କ୍ଷେତ୍ର l

ଧନ୍ୟବାଦ ଆମ ଲୋକପ୍ରିୟ ସାଂସଦ ତଥା କେନ୍ଦ୍ର ଶିକ୍ଷ୍ୟାମନ୍ତ୍ରୀ ଶ୍ରୀ Dharmendra Pradhan l



31/05/2026

ଆଜି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ମାନେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କୀ ବାତ୍' ଶୁଣିଲି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସୁସ୍ୱାଦୁ ଆମ୍ବ ଏବଂ ପାରମ୍ପରିକ ପାନୀୟ ପଣା ବିଷୟରେ ଉଲ୍ଲେଖ କରି ଏହାର ସ୍ୱତନ୍ତ୍ରତା ପ୍ରଂଶସା ଓ ଲୋକପ୍ରିୟତାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ, ଯାହା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରଧାନମନ୍ତ୍ରୀଙ୍କ ଏହି ଚିନ୍ତନଶୀଳ ବାର୍ତ୍ତା ନାଗରିକମାନଙ୍କୁ ସକାରାତ୍ମକ ଚିନ୍ତାଧାରା ସହ ଯୋଡ଼ିବା ସହ ରାଷ୍ଟ୍ର ନିର୍ମାଣରେ ସହଭାଗୀ ହେବାକୁ ପ୍ରେରିତ କରିଥାଏ ।

27/05/2026
26/05/2026

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଲପାଲି-ହୀରାଲୋଇ-ବଲମ-ବାରଘାଟ ନାଳ ଉପରେ ସେତୁ ନିର୍ମାଣ ପାଇଁ ୧୧ କୋଟି ୬୫ ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi, ଆମ ଲୋକପ୍ରିୟ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ Dharmendra Pradhan ଏବଂ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ Prithiviraj Harichandan ଙ୍କୁ ଧନ୍ୟବାଦ । ଏହି ପ୍ରକଳ୍ପ ସ୍ଥାନୀୟ ଯୋଗାଯୋଗ ଓ ଅର୍ଥନୀତିକୁ ସୁଦୃଢ଼ କରିବ ।

ସମ୍ବଲପୁର ଜିଲ୍ଲା ବିଜେପି ପଦାଧିକାରୀ ବୈଠକ ll
19/05/2026

ସମ୍ବଲପୁର ଜିଲ୍ଲା ବିଜେପି ପଦାଧିକାରୀ ବୈଠକ ll

Address

Naktideul
Redhakhol
768118

Website

Alerts

Be the first to know and let us send you an email when BJP Naktideul posts news and promotions. Your email address will not be used for any other purpose, and you can unsubscribe at any time.

Share