BJD Rayagada

BJD Rayagada Biju Janata Dal (BJD),named after the legendary former Chief Minister late Shri Biju Patnaik. Founded in 12 Dec, 1997.

31/08/2020
31/08/2020

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ Naveen Patnaik ବିଭିନ୍ନ ପରିମଳ ଭିତ୍ତିଭୂମି ଓ ସେବା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିସହ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଭିତ୍ତିରେ 'ସ୍ୱଚ୍ଛ ସହର ଓଡ଼ିଶା' ୱେବ ଆପ ଓ 'ଆମ ସହର' ମୋବାଇଲ ଆପର ଲୋକାର୍ପଣ ହୋଇଛି।

ରାଜ୍ୟରେ ସ୍ଥାପିତ ୧୦୦ଟି ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର, ୫୦ଟି ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି ସହ ଆରମ୍ଭ ହେବାକୁ ଥିବା ୫୧ଟି ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିମଳ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏଥିସହ ରାଜ୍ୟରେ ବ୍ୟାପକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଏହା ସହାୟକ ହେବ।

ମିଶନ ଶକ୍ତିର ମା'ମାନେ ରାଜ୍ୟ ପ୍ରଗତିର ସାରଥୀ ସାଜିଛନ୍ତି। ସେମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଅନୁଗୋଳ, ବାଲେଶ୍ଵର, ଢ଼େଙ୍କାନାଳ, ରାଉରକେଲାରେ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଳାଣ୍ଟ ଏବଂ ସେସପୁଲ ନିଷ୍କାସନ ଯାନର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ଏସଏଚଜିମାନଙ୍କୁ ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଦକ୍ଷନୀତି ସ୍ୱଚ୍ଛତା କ୍ଷେତ୍ରରେ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟ କରିଛି। ଏହି ଅବସରରେ ରେ ପୁରସ୍କୃତ ହୋଇଥିବା ବ୍ରହ୍ମପୁର ମୁନିସିପାଲ କର୍ପୋରେସନ, ପାରାଦୀପ ମୁନିସିପାଲଟି, ଯୋଡା ମୁନିସିପାଲଟି, କୋଟପାଡ ଏନଏସି, ବଡ଼ବିଲ ମୁନିସିପାଲଟି, ବ୍ୟାସନଗର ମୁନିସିପାଲଟି, ଚୌଦ୍ବାର ମୁନିସିପାଲଟିକୁ ସମ୍ମାନିତ କରାଯାଇଛି।

31/08/2020
31/08/2020
31/08/2020

Bhubaneswar: For Chief Minister Naveen Patnaik, the development and welfare of the youth has always been at the forefront. All the schemes and programs of the Government of Odisha have a tilt towards this. He has always been benevolent towards the cause of young generation and has been striving to m...

31/08/2020
31/08/2020

Bhubaneswar: The public transportation system is badly affected with the recent flood situation in our state. Odisha Govt. has decided to facilitate transportation and accommodation for needy candidates appearing for the Joint Entrance Examination (JEE) Main 2020 and National Eligibility cm Entranc...

31/08/2020

ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାକୁ ଏକ ସୁସ୍ଥ, ନିରାପଦ ଓ ପରିଚ୍ଛନ୍ନ ରାଜ୍ୟଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପରିମଳ ଭିତ୍ତିଭୂମି ଓ ସେବା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

31/08/2020
31/08/2020

ରାଜ୍ୟସ୍ତରୀୟ ସ୍ୱାୟତ ଶାସନ ଦିବସ ଅବସରରେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାକୁ ଏକ ସୁସ୍ଥ, ନିରାପଦ ଏବଂ ପରିଛନ୍ନ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ।
ଲୋକଙ୍କ ଉନ୍ନତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସହରର ବିକାଶ ସହ ସବୁଜିମାକୁ ତ୍ୱରାନ୍ୱିତ, ସହରବାସୀଙ୍କୁ ଅଧିକରୁ ଅଧିକ ମୌଳିକସେବା ଯୋଗେଇଦେବା ସହ ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା ଲକ୍ଷ୍ୟରେ ବିଭିନ୍ନ ଜନହିତକାରୀ ପରିମଳ ଭିତ୍ତିଭୂମି ଏବଂ ସେବା ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ସଭାପତି।

31/08/2020

ଓଡ଼ିଶାବାସୀଙ୍କ ସମସ୍ତ ଅସୁବିଧା ଦୂର କରିବାକୁ ଆମ ରାଜ୍ୟ ସରକାର ସର୍ବଦା ପ୍ରୟାସରତ । କୋଭିଡ୍-୧୯ର ସୁପରିଚାଳନା ଏବଂ ସାଧାରଣ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ବିଜେଡ଼ି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କ ପରାମର୍ଶ ।

Biju Janata Dal Odisha
Biju Mahila Janata Dal

Address

Rayagada
765001

Alerts

Be the first to know and let us send you an email when BJD Rayagada posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJD Rayagada:

Share