We Support Dhruba Sahoo

We Support Dhruba Sahoo We Support Dhruba Sahoo

୨୦୨୫ ନୂଆ ବର୍ଷ ଆପଣ ଓ ଆପଣଙ୍କ ପରିବାର ପାଇଁ ମଙ୍ଗଳମୟ ହେଉ !Naveen Patnaik Biju Janata Dal Odisha
01/01/2025

୨୦୨୫ ନୂଆ ବର୍ଷ ଆପଣ ଓ ଆପଣଙ୍କ ପରିବାର ପାଇଁ ମଙ୍ଗଳମୟ ହେଉ !
Naveen Patnaik Biju Janata Dal Odisha

ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।Naveen Pa...
01/01/2025

ନୂତନ ବର୍ଷ ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସଭିଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି।
Naveen Patnaik Biju Janata Dal Odisha

ରାଜନଗର ବ୍ଲକ୍ ବାଘମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳଙ୍କୁ ସାମୁଦ୍ରିକ ବାତ୍ୟା 'ଦାନା' ସ...
31/10/2024

ରାଜନଗର ବ୍ଲକ୍ ବାଘମାରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶ୍ରୀମତୀ ଶିବାନୀ ମଣ୍ଡଳଙ୍କୁ ସାମୁଦ୍ରିକ ବାତ୍ୟା 'ଦାନା' ସମୟରେ ଅତୁଳନୀୟ ସାହାସ ପ୍ରଦର୍ଶନ କରି ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କୁ ଉଲ୍ଲେଖନୀୟ ସାହାଯ୍ୟ ପାଇଁ ସମ୍ବର୍ଦ୍ଧନା !
💐💐💐💐💐💐

ରାଜନଗର ବ୍ଲକ୍ ଅନ୍ତର୍ଗତ ସାନବଡ଼ ଗୋପାଳପୁର ଠାରେ ନଳିନୀକାନ୍ତ ରାଉତରାୟଙ୍କ ନୂତନ ଅତିଥି ଭବନର ଶୁଭ ଲୋକାର୍ପଣ ଉତ୍ସବରେ ମୋ ସହିତ ରାଜନଗର ଥାନ...
31/10/2024

ରାଜନଗର ବ୍ଲକ୍ ଅନ୍ତର୍ଗତ ସାନବଡ଼ ଗୋପାଳପୁର ଠାରେ ନଳିନୀକାନ୍ତ ରାଉତରାୟଙ୍କ ନୂତନ ଅତିଥି ଭବନର ଶୁଭ ଲୋକାର୍ପଣ ଉତ୍ସବରେ ମୋ ସହିତ ରାଜନଗର ଥାନା ଆରକ୍ଷୀ ନିରୀକ୍ଷକ , ଜିଲ୍ଲା ପରିଷଦ ସଭ୍ୟ, ସ୍ଥାନୀୟ ସରପଞ୍ଚ ଏବଂ ସମସ୍ତ ନେତୃମଣ୍ଡଳୀ ଓ ଉକ୍ତ ଅତିଥି ଭବନର ପ୍ରତିଷ୍ଠାତା ଉପସ୍ଥିତ ଥିଲେ !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ମୃତ୍ୟୁବରଣ କରିଥିବା ରାଜନଗର ବ୍ଲକ୍ ବାଲିସାହିପାଟଣା ଗ୍ରାମ ପଞ୍ଚାୟତ ମଧୁପୁର ଗ୍ରାମର ହରେକୃଷ୍ଣ ରାଉତଙ...
27/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ମୃତ୍ୟୁବରଣ କରିଥିବା ରାଜନଗର ବ୍ଲକ୍ ବାଲିସାହିପାଟଣା ଗ୍ରାମ ପଞ୍ଚାୟତ ମଧୁପୁର ଗ୍ରାମର ହରେକୃଷ୍ଣ ରାଉତଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିବା ସହିତ ସରକାରଙ୍କ ନିକଟରେ ସହାୟତା ସମ୍ପର୍କରେ ମୋର ଦାବି ଉପସ୍ଥାପନ କରୁଛି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ମୃତ୍ୟୁବରଣ କରିଥିବା ରାଜନଗର ବ୍ଲକ୍ ସାନବଡ଼ ଗୋପାଳପୁର ଗ୍ରାମ ପଞ୍ଚାୟତ କିଆଯୋରୀ ଗ୍ରାମର ବଳରାମ ସ୍ବାଇ...
27/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ମୃତ୍ୟୁବରଣ କରିଥିବା ରାଜନଗର ବ୍ଲକ୍ ସାନବଡ଼ ଗୋପାଳପୁର ଗ୍ରାମ ପଞ୍ଚାୟତ କିଆଯୋରୀ ଗ୍ରାମର ବଳରାମ ସ୍ବାଇଁଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିବା ସହ ସରକାରଙ୍କ ନିକଟରେ ସହାୟତା ସମ୍ପର୍କରେ ମୋର ଦାବି ଉପସ୍ଥାପନ କରୁଛି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁ...
27/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ବଳଭଦ୍ରପୁର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଡ଼ାମରପୁର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝ...
27/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଡ଼ାମରପୁର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବ...
27/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସଂସାରଫଳ ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝି...
27/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ସଂସାରଫଳ ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନ ନଗର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁ...
26/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଚନ୍ଦନ ନଗର ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି !

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଖଣତା ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି ...
26/10/2024

ସାମୁଦ୍ରିକ ବାତ୍ୟା 'ଦାନା' ପ୍ରଭାବରେ ପଟ୍ଟାମୁଣ୍ଡାଇ ବ୍ଲକ୍ ଖଣତା ଗ୍ରାମ ପଞ୍ଚାୟତର ପ୍ରପୀଡ଼ିତ ଜନସାଧାରଣଙ୍କୁ ଭେଟି ଭଲମନ୍ଦ ପଚାରି ବୁଝିଲି !

Address

Rajnagar

Website

Alerts

Be the first to know and let us send you an email when We Support Dhruba Sahoo posts news and promotions. Your email address will not be used for any other purpose, and you can unsubscribe at any time.

Share