JMM Saraskana

JMM Saraskana Saraskana Assembly

06/09/2023
ବନ୍ଦ.... ବନ୍ଦ.... ବନ୍ଦ.... ତା-୨୪/୦୮/୨୦୨୩ରିଖ ଗୁରୁବାର ୨୪ ଘଣ୍ଟା ମୟୁରଞ୍ଜ ବନ୍ଦ । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କ...
18/08/2023

ବନ୍ଦ.... ବନ୍ଦ.... ବନ୍ଦ.... ତା-୨୪/୦୮/୨୦୨୩ରିଖ ଗୁରୁବାର ୨୪ ଘଣ୍ଟା ମୟୁରଞ୍ଜ ବନ୍ଦ । ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ମାନଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ମାନେ ବର୍ଷ ବର୍ଷ ଧରି ରାଜନୀତି କରିଆସୁଛନ୍ତି। ବିକାଶ ନାରେ ଆଦିବାସୀ ମାନଙ୍କୁ ଶୋଷଣ କରାଯାଉଅଛି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବିଜ୍ଞାପନ ଦେଇ ନିଜ ନିଜ ପ୍ରଚାର କରିବା ସହ ଆଦିବାସୀ ମାନଙ୍କ ବିକାଶ କରୁଥିବା ପାଇଁ ମିଥ୍ୟା ପ୍ରଚାର କରୁଛନ୍ତି, ବିଜେପି ଓ ବିଜେଡି ସରକାର ଆଦିବାସୀ ବିରୋଧି ଅଟନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ ହେବା ପରେ ମଧ୍ୟ ଆଦିବାସୀ ମାନେ ସେଗୁଡିକୁ ପାଇବା ଠାରୁ ବଞ୍ଚିତ ହୋଇଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଦେଖନ୍ତୁ, ଓଡିଶାରେ ୫୦୦/- ଟଙ୍କା, କିନ୍ତୁ ଝାରଖଣ୍ଡରେ ୧୦୦୦/- ଟଙ୍କା ଆନ୍ଧ୍ରରେ ୨୦୦୦/- ଟଙ୍କା ପଶ୍ଚିମବଙ୍ଗରେ ୨୫୦୦/- ଟଙ୍କା ପ୍ରଦାନ କରାଯାଉଅଛି। ଏହିପ୍ରକାର ବିଭିନ୍ନ ଅନିୟମିତତା କୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଘୋର ବିରୋଧ କରି ୧୫ ଦଫା ଦାବି ନେଇ ୨୪ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦେଇଛି । ଏହି ଦାବିକୁ ସମର୍ଥନ ଜଣାଇ ୨୪ ଅଗଷ୍ଟ ୨୦୨୩ ମୟୁରଭଞ୍ଜକୁ ବନ୍ଦ କରିବାକୁ ନିବେଦନ କରାଗଲା। ଏହି ବନ୍ଦ ଜନ ସାଧାରଣଙ୍କ ହିତ ପାଇଁ ଉଦ୍ଦିଷ୍ଟ.....
ଜୟ ଝାରଖଣ୍ଡ ! ଜୟ ଭାରତ !!

ମଣିପୁରରେ ଆଦିବାସୀ ମହିଳା ପ୍ରତି ଅସତ ଆଚରଣ ଯୋଗୁଁ ସାରା ଦେଶ ତଥା ପୁରା ଆଦିବାସୀ ସମାଜକୁ ସର୍ମସାର କରିଛି କିନ୍ତୁ ଭାରତର ଏକ ନମ୍ବର ନାଗରିକ ...
24/07/2023

ମଣିପୁରରେ ଆଦିବାସୀ ମହିଳା ପ୍ରତି ଅସତ ଆଚରଣ ଯୋଗୁଁ ସାରା ଦେଶ ତଥା ପୁରା ଆଦିବାସୀ ସମାଜକୁ ସର୍ମସାର କରିଛି କିନ୍ତୁ ଭାରତର ଏକ ନମ୍ବର ନାଗରିକ ମହାମୋହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ସମାଜର ମହିଳା ହେବାସତ୍ତେ ବର୍ତମାନ ସୁଦ୍ଧା ମୁହଁ ନ ଖୋଲିବା ଅତି ଦୃଭାଗ୍ୟର ବିଷୟ । ତେଣୁ ଏଭଳି କାର୍ଯ୍ୟକୁ ନିନ୍ଦାକରି ମହାମୋହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୟୁରଭଞ୍ଜ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ ମୁଖପାତ୍ର ଶିବାଜୀ ମଲ୍ଲିକ, ପୂର୍ବ ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ପୃଥୁରାଜ ହାଁସଦା, କିଶୋର ହାଁସଦା, ସୁନାରାମ ସୋରେନ, ଦିବାକର ସୋରେନ ଏବଂ ରାଜେଶ କୁମାର ମାର୍ଣ୍ଡି ।

30/05/2023
08/05/2023

Welcome to Black Cat News India's news tycoon and the first multilingual news available in 22+ languages across all states of India.We are dedicated to provi...

Address

Saraskana
Rairangpur

Website

Alerts

Be the first to know and let us send you an email when JMM Saraskana posts news and promotions. Your email address will not be used for any other purpose, and you can unsubscribe at any time.

Share