30/05/2026
ରାମାନନ୍ଦ ସାଗରଙ୍କ ପୁତ୍ରବଧୂ ନିଶା ବେନ ସାଗରଙ୍କୁ ନିୟମାନୁସାରେ କପିରାଇଟ୍ ବାବଦରେ ପ୍ରତି ଏପିସୋଡ୍ ପାଇଁ ₹୨୫,୦୦୦ ଦେବାର ପ୍ରସ୍ତାବ ଦେଇ ଦୂରଦର୍ଶନ ପକ୍ଷରୁ ‘ରାମାୟଣ’ର ପୁନଃ ପ୍ରସାରଣ ପାଇଁ ଅନୁମତି ଚାହିଁଥିଲେ।
ନିଶା ବେନ ସାଗର ଦୂରଦର୍ଶନକୁ ଚିଠି ଲେଖି କହିଥିଲେ, “ମୋତେ ବହୁତ ଖୁସି ଲାଗିବ ଯେ ଆଜିର ପିଲାମାନେ ଭଗବାନ ରାମ ଓ ରାମାୟଣ ବିଷୟରେ ଜାଣିପାରିବେ। ଆପଣମାନେ ନିଶ୍ଚିନ୍ତରେ ପ୍ରସାରଣ କରନ୍ତୁ, ମୋତେ କପିରାଇଟ୍ ବାବଦରେ ଗୋଟିଏ ପଇସା ମଧ୍ୟ ଦରକାର ନାହିଁ।”
ଏହିପରି ଭାବରେ ନିଶା ବେନ ରାମାୟଣର ପ୍ରସାରଣ ପାଇଁ ପ୍ରତି ଏପିସୋଡ୍ ₹୨୫,୦୦୦ ନେବାକୁ ଅସ୍ୱୀକାର କରିଥିଲେ।
ଆପଣ ଭାବନ୍ତୁ, ପ୍ରତି ଏପିସୋଡ୍ ₹୨୫,୦୦୦ ହିସାବରେ ସେ କେତେ ବଡ଼ ରାଶିକୁ ତ୍ୟାଗ କରିଥିଲେ।
ସେଥିପାଇଁ ଆଜି ନରେନ୍ଦ୍ର ମୋଦୀଜୀ ନିଶା ବେନ ସାଗରଙ୍କୁ ଫୋନ୍ କରି ତାଙ୍କୁ ଅନେକ ଧନ୍ୟବାଦ ଜଣାଇଥିଲେ।
ସନାତନ ଧର୍ମ ଆମକୁ ତ୍ୟାଗ, ସଦାଚାର ଏବଂ ଶୁଦ୍ଧ ଆଚରଣର ଶିକ୍ଷା ଦେଇଥାଏ, ଏବଂ ଏହା ତାହାର ଏକ ଉଦାହରଣ।
ବିଶେଷ ଦ୍ରଷ୍ଟବ୍ୟ: ସନାତନ ସଂସ୍କୃତି ପାଇଁ କାମ କରିବା ଅର୍ଥ ନୁହେଁ ଯେ କେବଳ ଭଗୁଆ ପତାକା ଧରି ରାସ୍ତାରେ ବୁଲିବା, ଆପଣ ଚାହିଁଲେ ନିଜସ୍ୱ ଶୈଳୀ ରେ ବି କାମ କରିପାରିବେ ।
ସତ୍ୟ ସନାତନ ର ଜୟ ହେଉ... ଜୟ ଶ୍ରୀ ରାମ... 🙏🚩