Barenya Kumar Padhi

Barenya Kumar Padhi Student leader
President students Union ,MMV,Kakatpur from 2005_06
Vice president from 2003-4

02/10/2021
I’m  a year older today and one years lossed from my period of life ,much cooler than ever.Thanks all of you my near dea...
02/10/2020

I’m a year older today and one years lossed from my period of life ,much cooler than ever.
Thanks all of you my near dear for the support and care

21/05/2020
07/11/2018

ଶୁଭ ଦୀପାବଳି... ସୁସ୍ଥ ଦୀପାବଳି.... ଖୁଷି ର ଦୀପାବଳି
(Happy diwali all of you) ଆଲୋକ ର ପର୍ବ, ଆନନ୍ଦ ର ପର୍ବ ଦୀପାବଳି ରେ ସମସ୍ତ ଙ୍କୁ ମନ ର ଦୀପ ରେ ହୃଦୟ ର ସଳିତା ରେ ସ୍ନେହ ର ଘିଅ ପକାଇ ଆନନ୍ଦ ର ଅଭିନନ୍ଦନ ଆଉ ଶୁଭକାମନା l
ଜଳିଯାଉ ସବୁ ଅହଙ୍କାର ଆଉ ଗର୍ବ, ସରିଯାଉ ଦୁଃଖ ର ଅନ୍ଧାର, ଶାନ୍ତ ହୋଇଯାଉ କ୍ରୋଧାନ୍ବିତ ଆତ୍ମା, ବଞ୍ଚି ରହୁ ଭାଇଚାରା, ପ୍ରତି ଓଠରେ ହସି ଉଠୁ ଖୁସି ର ଫୁଲ, ସବୁ ଘରେ ଜାଳି ଉଠୁ ପ୍ରେମ ର ପ୍ରଦୀପ ଏହାହିଁ ପ୍ରଭୁ ଶ୍ରୀରାମ ମା ଲକ୍ଷ୍ମୀ ଆଉ ମା କାଳୀ ଙ୍କ ପାଖରେ ପାର୍ଥନା..
(ଆମ ପରିବେଶ ଆମ ହାତରେ
ପ୍ରଦୂଷଣ ଠାରୁ ରୁହ ଦୂରରେ)...
Happy diwali all of you
From :Barenya

07/11/2018

Wishing you a memorable Diwali

06/07/2018

ଜୀବନର ବାଟ ହସ ଲୁହ ମିଶି
ଦୁଃଖ ଦିଏ କିଛି ଖୁସି ଦିଏ କିଛି

01/07/2018

ତମେ ମୋ ଉପରେ ଯେତେ ଇର୍ଷା କର..
ଯେତେ ବି ଲୁଚି ki gali କର.. କିଛି ପ୍ରଭାବ ପଡିବ ନାହିଁ ମୋର..

Address

At-Raish, Post/Patapur, District/Puri, Odisha
Puri

Website

Alerts

Be the first to know and let us send you an email when Barenya Kumar Padhi posts news and promotions. Your email address will not be used for any other purpose, and you can unsubscribe at any time.

Share

Category