30/09/2025
🩸"ରକ୍ତଦାନ - ଏକ ମହାନ ଦାନ"
ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଆୟୋଜନ ହେବାକୁ ଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରେ ଆପଣଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଅଛୁ।
🗓️ତାରିଖ: ୦୧.୧୦.୨୦୨୫
📍ସ୍ଥାନ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀ
ଆପଣଙ୍କ ଅପେକ୍ଷାରେ,
ଓଡ଼ିଶା ରକ୍ତ କେନ୍ଦ୍ର, ସଦର ମୁଖ୍ୟ ଚିକିତ୍ସାଳୟ, ପୁରୀ