BJYM Puri

Directions Website Contact the organization

BJYM Puri Official Page of BHARATIYA JANATA YUVA MORCHA, DISTRICT PURI

ଆଜି ଅକ୍ଟୋବର ୨ ତାରିଖରେ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ଆମ କୋଣାର୍କ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସାଥୀମାନଙ୍କ ଦ୍ୱାରା ନଗର ସଜାଡ଼ିବା ଓ ପତାକା...
02/10/2026

ଆଜି ଅକ୍ଟୋବର ୨ ତାରିଖରେ ଜିଲ୍ଲା ସ୍ତରୀୟ ବୈଠକ ପାଇଁ ଆମ କୋଣାର୍କ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସାଥୀମାନଙ୍କ ଦ୍ୱାରା ନଗର ସଜାଡ଼ିବା ଓ ପତାକା ଲଗାଇବା କାର୍ଯ୍ୟ ପୂର୍ଣ୍ଣ ଉତ୍ସାହର ସହ ଚାଲିଛି।

Manmohan Samal
Prabhati Parida
Dr. Sambit Patra
Sarada Prasad Satpathy
Biranchi Narayan Tripathy
Avillash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

Our Hero Captain Smit Machchhar 🔥Bharatiya Janata Party (BJP) BJYM BJP Odisha BJYM Odisha
02/10/2026

Our Hero Captain Smit Machchhar 🔥

Bharatiya Janata Party (BJP)
BJYM
BJP Odisha
BJYM Odisha

ଓଡ଼ିଆ କ୍ରିକେଟର Pragyan Ojha   ଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବାରୁ ତାଙ୍କୁ ଅନେକ ଶୁଭେ...
01/10/2026

ଓଡ଼ିଆ କ୍ରିକେଟର Pragyan Ojha ଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବାରୁ ତାଙ୍କୁ ଅନେକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ତାଙ୍କର ଅଭିଜ୍ଞତା ଓ ଦକ୍ଷତା ବଳରେ ଭାରତୀୟ କ୍ରିକେଟକୁ ଆହୁରି ଉଚ୍ଚ ସ୍ତରକୁ ନେଇ ଯାଆନ୍ତୁ ।

Bharatiya Janata Party (BJP)
BJYM
BJP Odisha
BJYM Odisha

ଡବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ନିବେଶକୁ ମିଳୁଛି ନୂଆ ଗତି । ୧୫୦ ତମ SLSWCAରେ ₹୩,୨୮୦.୫୮ କୋଟିର ନିବେଶକୁ ମିଳିଛି ମଞ୍ଜୁରୀ । ଡବଲ ଇଞ୍ଜିନ...
01/10/2026

ଡବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ନିବେଶକୁ ମିଳୁଛି ନୂଆ ଗତି । ୧୫୦ ତମ SLSWCAରେ ₹୩,୨୮୦.୫୮ କୋଟିର ନିବେଶକୁ ମିଳିଛି ମଞ୍ଜୁରୀ । ଡବଲ ଇଞ୍ଜିନ ସରକାରରେ ଆସୁଛି ଶିଳ୍ପ ମିଳୁଛି ନିଯୁକ୍ତି ।

Bharatiya Janata Party (BJP)
BJYM
BJP Odisha
BJYM Odisha

ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଓଡ଼ିଶା ର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Pa...
01/10/2026

ଆଜି ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ଭାରତୀୟ ଜନତା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଓଡ଼ିଶା ର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ Prabhati Parida ଆପା ଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ସଂଗଠନକୁ ଆହୁରି ମଜଭୁତ କରିବା ସହ ନିର୍ବାଚନମଣ୍ଡଳୀର ବିକାଶ ଏବଂ ଯୁବପିଢ଼ିଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

Manmohan Samal
Biranchi Narayan Tripathy
Sarada Prasad Satpathy
Avillash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

ଆଜି ଆମ ପିପିଲି ଭାରତୀୟ ଜନତା ଯୁବ ମୋର୍ଚ୍ଚା ର ଆଗ ଧାଡ଼ିର ନେତୃତ୍ବ ଶ୍ରୀ ଅଶ୍ୱିନୀ ଭାଇ ଙ୍କ ଜନ୍ମ ଦିନ ରେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ...
30/09/2026

ଆଜି ଆମ ପିପିଲି ଭାରତୀୟ ଜନତା ଯୁବ ମୋର୍ଚ୍ଚା ର ଆଗ ଧାଡ଼ିର ନେତୃତ୍ବ ଶ୍ରୀ ଅଶ୍ୱିନୀ ଭାଇ ଙ୍କ ଜନ୍ମ ଦିନ ରେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା 🎂💐 ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ।

Bharatiya Janata Party (BJP)
BJYM
BJP Odisha
BJYM Odisha

ଆମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବାଲିଗୁଆଲି ମଣ୍ଡଳ ସଭାପତି ଅଜୟ ପ୍ରଧାନ ଅଜୁ ଭାଇ ଫୁଣି  ନିଃସ୍ଵାର୍ଥ ଭାବେ ସାହାଯ୍ୟ କରି ଚର୍ଚ୍ଚାରେ । ସେ ଜ...
30/09/2026

ଆମ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବାଲିଗୁଆଲି ମଣ୍ଡଳ ସଭାପତି ଅଜୟ ପ୍ରଧାନ ଅଜୁ ଭାଇ ଫୁଣି ନିଃସ୍ଵାର୍ଥ ଭାବେ ସାହାଯ୍ୟ କରି ଚର୍ଚ୍ଚାରେ । ସେ ଜଣେ ଭଲ ଓ ପରୋଉପକାରୀ ମଣିଷ।

Manmohan Samal
Prabhati Parida
Dr. Sambit Patra
Biranchi Narayan Tripathy
Sarada Prasad Satpathy
Avillash Panda
Bharatiya Janata Party (BJP)
BJYM
BJP Odisha
BJYM Odisha

'କବିବର' ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏💐Bharatiya Janata Party (BJP) BJYM BJP Odisha BJYM Odisha   ...
28/09/2026

'କବିବର' ରାଧାନାଥ ରାୟଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏💐

Bharatiya Janata Party (BJP)
BJYM
BJP Odisha
BJYM Odisha

ମହାନ୍ କଣ୍ଠଶିଳ୍ପୀ, ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।ତାଙ୍କର ଅମୃତମୟ କଣ୍ଠସ୍ୱର ଏବଂ କାଳଜୟୀ ସଙ୍...
28/09/2026

ମହାନ୍ କଣ୍ଠଶିଳ୍ପୀ, ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।ତାଙ୍କର ଅମୃତମୟ କଣ୍ଠସ୍ୱର ଏବଂ କାଳଜୟୀ ସଙ୍ଗୀତ ସଦାସର୍ବଦା ପ୍ରତ୍ୟେକଙ୍କ ହୃଦୟରେ ଜୀବନ୍ତ ହୋଇ ରହିବ।

Bharatiya Janata Party (BJP)
BJYM
BJP Odisha
BJYM Odisha

ନିଜର ଦେଶପ୍ରେମ, ସାହସ ଓ ବଳିଦାନ ଦ୍ୱାରା ଯୁବପିଢ଼ିଙ୍କ ହୃଦୟରେ ଦେଶପ୍ରେମର ନିଆଁ ଜାଳିଥିବା ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହଙ୍କ ଜୟନ୍ତ...
28/09/2026

ନିଜର ଦେଶପ୍ରେମ, ସାହସ ଓ ବଳିଦାନ ଦ୍ୱାରା ଯୁବପିଢ଼ିଙ୍କ ହୃଦୟରେ ଦେଶପ୍ରେମର ନିଆଁ ଜାଳିଥିବା ମହାନ୍ କ୍ରାନ୍ତିକାରୀ ଶହୀଦ ଭଗତ ସିଂହଙ୍କ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

Bharatiya Janata Party (BJP)
BJYM
BJP Odisha
BJYM Odisha

Address

B. J. Y. M
Puri
752001

Alerts

Be the first to know and let us send you an email when BJYM Puri posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJYM Puri:

Shortcuts

Share