06/05/2026
Puri District Admin ନିଶ୍ଚିତ ଭାବେ ସ୍ଵାଗତ ଯୋଗ୍ୟ କିନ୍ତୁ ବାଲିସାହି ଶ୍ଵେତଗଙ୍ଗା ଗଳି , ଭଣ୍ଡାରି ଗଳି ତଥା ବାସୁଦେବ ଆଶ୍ରମ ନିକଟରେ ଅସ୍ଥାୟୀ ପରିସ୍ରା ଗାର ବ୍ଯବସ୍ଥା ନ କଲେ ସବୁ ବର୍ଷ ପରି ଏବର୍ଷ ମଧ୍ୟ ସ୍ତାନୀୟ ବାସିନ୍ଦା ଅହେତୁକ ଅସୁବିଧାର ସମ୍ମୁଖୀନ ହେବେ ଏବଂ ଦୁର୍ଗନ୍ଧ ପରିବେଶ ରେ ସଂକ୍ରମଣ ବ୍ୟାପକ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ଅଛି.
ଦୟାକରି ଉକ୍ତ ବିଷୟ କୁ ଗୁରୁତ୍ଵର ସହ ନେବାକୁ ନିବେଦନ ନଚେତ ଆମେ ସମୂହ ବିଦ୍ରୋହ କରିବାକୁ ବାଧ୍ଯ ହେବୁ କାରଣ ସବୁ ବର୍ଷ ସମନ୍ନୟ କମଟି କୁ ଅନୁରୋଧ ସତ୍ତ୍ଵେ ବ୍ୟବସ୍ଥା ହେଉ ନାହିଁ.