Jaga Chakar Sangha ଜଗା ଚାକର ସଂଘ

  • Home
  • India
  • Puri
  • Jaga Chakar Sangha ଜଗା ଚାକର ସଂଘ

Jaga Chakar Sangha ଜଗା ଚାକର ସଂଘ ଜଗା ଚାକର ସଂଘ ତରଫ ରୁ ସମସ୍ତ ଭାଇ ଏବଂ ଭଉଣୀ ମାନଙ୍କୁ ଶୁଭେଚ୍ଛା ଏବଂ ଶୁଭ କାମନା। ଜଗନ୍ନାଥ ସମସ୍ତ ଙ୍କୁ ଭଲରେ ରଖନ୍ତୁ

26/03/2023




26/03/2023

25/03/2023

🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏

01/01/2023

ଜୟ ଜଗନ୍ନାଥ
ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ


" *ଜନନୀ* "ଜନନୀ ଗୋଟିଯେ ନାମ                ସୁଷମ ମଧୁର,ରଚିଲେ ଜଗତ ହିତେ                 ତ୍ରିଦେବ ଠାକୁର l୦lଗୋପନେ ହୋଇ ମଗନ,       ...
20/12/2022

" *ଜନନୀ* "
ଜନନୀ ଗୋଟିଯେ ନାମ
ସୁଷମ ମଧୁର,
ରଚିଲେ ଜଗତ ହିତେ
ତ୍ରିଦେବ ଠାକୁର l୦l
ଗୋପନେ ହୋଇ ମଗନ,
ମର୍ତ୍ତ୍ୟେ ସାର କରି,
କାମଧେନୁ ସମ ତା'କୁ
ସରଜିଲେ ହରି l୧l
ଭରିଲେ ଅନ୍ତରେ କ୍ଷଣେ
ମମତାର ମଧୁ,
ହୃଦୟ ବିଶାଳ ଦେଖ,
ଅନନ୍ତ ସେ ସିନ୍ଧୁ l୨l
ଓଠରୁ ଝରଇ ତା'ର
ସଦା ସୁଧା ଧାରା,
କି ଗ୍ରିଷମ , ଶୀତ,ବର୍ଷା,
ଛାଇ ଅବା ଖରା l୩l
ମାତା ସେହି ସ୍ନେହ ମୟୀ
ଦେବୀ ନାରାୟଣୀ,
ଜନମ ଜନମ ପାଇଁ
କରିଅଛି ରୁଣୀ l୪l
ପୂଜନ ଅର୍ଚ୍ଚନ ସେବା
ତା'ପଦ କମଳ,
ଦ୍ଧେୟ ମୋର ହେଉ ନିତୀ
ସେପାରି ସମ୍ବଳ l୫l

🕉️ ଜୟ ଜଗନ୍ନାଥ🕉️
ପ୍ରକାଶ ଚନ୍ଦ୍ର ସାହୁ,
କଣ୍ଟିଲୋ, ନୟାଗଡ

13/12/2022

13/12/2022

ଜୟ ଜଗନ୍ନାଥ

Address

Puri

Telephone

+919348639538

Website

Alerts

Be the first to know and let us send you an email when Jaga Chakar Sangha ଜଗା ଚାକର ସଂଘ posts news and promotions. Your email address will not be used for any other purpose, and you can unsubscribe at any time.

Share

Category