Madhusudan High School, Kanhei bidyadharpur

Madhusudan High School, Kanhei bidyadharpur ମଧସୂଦନ ଉଚ୍ଚ ବିଦ୍ୟାଳୟ
ସ୍ଥାନ :- କଂହେଇ ବି?

ଆସିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ୨୦୨୫ ପାଇଁ Apply କରିବା ବିଜ୍ଞପ୍ତି *Pathani Samanta Mathematics Scholarship Test 2025 Ap...
14/12/2025

ଆସିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ୨୦୨୫ ପାଇଁ Apply କରିବା ବିଜ୍ଞପ୍ତି
*Pathani Samanta Mathematics Scholarship Test 2025 Applications for Stage - 1 through BEO Office (MIS Section) & Stage - 2 through (High Schools HM's) to be Registered in Online Mode.......*

Last Date of Registration - *25/12/25*

*Link for Registration*👉 - www.bseodisha.ac.in

“ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର ମାସକ ଧରମ ମୋର ।"ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ...
05/11/2025

“ଆ କା ମା ବୈ
ପାନ ଗୁଆ ଥୋଇ
ପାନ ଗୁଆ ତୋର
ମାସକ ଧରମ ମୋର ।"

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

ଜୀବନରେ ଯିଏ କେବଳ ପଢାନ୍ତି,ସେ କେବଳ ଗୁରୁ ପଦବାଚ୍ୟ ନୁହଁନ୍ତି ।ଯେଉଁ ମାନଙ୍କ ପାଖରୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିବାକୁ ହିଁ ମିଳେ ସେ...
05/09/2024

ଜୀବନରେ ଯିଏ କେବଳ ପଢାନ୍ତି,ସେ କେବଳ ଗୁରୁ ପଦବାଚ୍ୟ ନୁହଁନ୍ତି ।ଯେଉଁ ମାନଙ୍କ ପାଖରୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଶିଖିବାକୁ ହିଁ ମିଳେ ସେମାନେ ବି ଆମ ଗୁରୁ। ସେମାନେ ବୟସରେ ଛୋଟ ହେଉ ଅବା ବଡ଼। ଅଥବା ଜୀବ ହେଉ କି ନିର୍ଜୀବ। ପଥର ଠାରୁ ଆରମ୍ଭ କରି ପିମ୍ପୁଡ଼ି ପର୍ଯ୍ୟନ୍ତ ଆମେ ଜ୍ଞାନ ଆହରଣ କରିବାକୁ ପଡେ। ଯେଉଁ ଗୁରୁ ମାନଙ୍କ ଜ୍ଞାନାଲୋକ ପ୍ରଦାନ ଦ୍ଵାରା ଆମେ ଜ୍ଞାନ ଆହରଣ କରିପାରିଛୁ , ସେହି ଗୁରୁମାନଙ୍କ ପାଖରେ ଜୀବନ ସାରା କୃତଜ୍ଞ ଆଉ ନମସ୍ୟ ବି।ପବିତ୍ର ଗୁରୁ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ !!!
Happy Teacher's Day

Happy ରାକ୍ଷୀ ବନ୍ଧନ 💐 Sister's"Maa" ର ଦ୍ୱିତୀୟ ରୂପ ପରି ହୋଇଥାଏ ଭଉଣୀ ସ୍ନେହ ପ୍ରେମ ଭରା ନି-ସ୍ଵାର୍ଥ ପର ଅତୁଟ ବନ୍ଧନ ରେ ବାନ୍ଧି ହୋଇ ...
19/08/2024

Happy ରାକ୍ଷୀ ବନ୍ଧନ 💐 Sister's

"Maa" ର ଦ୍ୱିତୀୟ ରୂପ ପରି ହୋଇଥାଏ ଭଉଣୀ ସ୍ନେହ ପ୍ରେମ ଭରା ନି-ସ୍ଵାର୍ଥ ପର ଅତୁଟ ବନ୍ଧନ ରେ ବାନ୍ଧି ହୋଇ ରହିଥାଏ ଭାଇ । ଆଶା,ବିସ୍ଵାଶ,ଭରସା କାମନାର ନିର୍ବିଶେଷରେ ରକ୍ଷ୍ୟା କବଚ ଭାବରେ ରହିଥାଏ ନିବିଡ଼ ସମ୍ପର୍କ। ବାଲ୍ୟ କାଳର ଭାଇଙ୍କର ସେବା କରିଚାଲିଥାଏ ଭଉଣୀ ।
ସେନେହ ସୂତାରେ ମମତା ମାଳି
ଭାଇର ହାତରେ ଭଉଣୀ ରାକ୍ଷୀ
ରେଶମୀ ଡୋରରେ ବନ୍ଧା ବନ୍ଧନ
ରକ୍ଷା କରିବ ସେ ଭଉଣୀ ମାନ ।।

ଆମେ ଚଳାଇବୁ ଦେଶ ଆମରିଆମରି ନାଆରେ ଆମେ ନାଉରୀ...ପବିତ୍ର ସ୍ୱାଧୀନତା ଦିବସର ଶୁଭେଚ୍ଛା 🇮🇳
15/08/2024

ଆମେ ଚଳାଇବୁ ଦେଶ ଆମରି
ଆମରି ନାଆରେ ଆମେ ନାଉରୀ...

ପବିତ୍ର ସ୍ୱାଧୀନତା ଦିବସର ଶୁଭେଚ୍ଛା 🇮🇳

78 ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l
15/08/2024

78 ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l

ମଧୁସୂଦନ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ।
03/07/2024

ମଧୁସୂଦନ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ପଣ୍ଡାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ।

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା - ୨୦୨୩
13/06/2024

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା - ୨୦୨୩

Madhusudan Nodal High School 10th results 2024 Pass Percentage.
26/05/2024

Madhusudan Nodal High School 10th results 2024 Pass Percentage.

Address

Kanhei Bidyadharpur
Puri
752012

Website

Alerts

Be the first to know and let us send you an email when Madhusudan High School, Kanhei bidyadharpur posts news and promotions. Your email address will not be used for any other purpose, and you can unsubscribe at any time.

Share

Category