Soumya Ranjan Baliarsingh

Directions Contact the organization

Soumya Ranjan Baliarsingh Patriot, Positive & Progressive

 ଗତକାଲି ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ତୁରନ୍ତ ପଦକ୍ଷେପ ନେଇ ବଡ଼ାସ ପଞ୍ଚାୟତର ତରପଡ଼ା ଓ ବୈଦ୍ୟନାଥପାଟଣା, ଏବଂ ପଣ୍ଡିଆକେରା ପଞ୍ଚାୟ...
03/08/2026


ଗତକାଲି ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ତୁରନ୍ତ ପଦକ୍ଷେପ ନେଇ ବଡ଼ାସ ପଞ୍ଚାୟତର ତରପଡ଼ା ଓ ବୈଦ୍ୟନାଥପାଟଣା, ଏବଂ ପଣ୍ଡିଆକେରା ପଞ୍ଚାୟତର ବାଗିପଡ଼ା ଗ୍ରାମରେ ବନ୍ୟାପୀଡ଼ିତ ୨୦୦ ପରିବାରଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଗଲା ।

ଏହି ସେବା କାର୍ଯ୍ୟରେ ଆମ ସହ ହାତ ମିଳାଇଥିବା ‘ସମାଜ’ କୁ ଆନ୍ତରିକ ଧନ୍ୟବାଦ ।

[ Flood , Relief , Odisha , Odisha Flood , Service , Social Service , On Ground , Humanitarian Aid , Ground Zero , Hope , Humanity , Disaster Response ]

Biju Janata Dal Odisha
Naveen Patnaik

09/05/2026

କଣାସ ଅଶାନ୍ତ, ଆଇନ୍ ଶୃଙ୍ଖଳା ଭ୍ରାନ୍ତ ।

ସତ୍ୟବାଦୀ ବିଶ୍ୱନାଥପୁର ଗ୍ରାମପଞ୍ଚାୟତ,  ନୂଆଗାଁ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ଦେବଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଆଶୀର...
04/05/2026

ସତ୍ୟବାଦୀ ବିଶ୍ୱନାଥପୁର ଗ୍ରାମପଞ୍ଚାୟତ, ନୂଆଗାଁ ଗ୍ରାମରେ ଶ୍ରୀ ଶ୍ରୀ ମହାବୀର ଦେବଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଲୋଡିଛି |

ବିରୋଧୀ ଦଳ ନେତା , ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭେଟି, କଣାସରେ ଦିନଦ୍ବିପହରରେ ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ସଂଘବଦ୍ଧ...
04/05/2026

ବିରୋଧୀ ଦଳ ନେତା , ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭେଟି, କଣାସରେ ଦିନଦ୍ବିପହରରେ ସର୍ବସମ୍ମୁଖରେ ଦୁର୍ବୃତ୍ତମାନେ ସଂଘବଦ୍ଧ ହୋଇ ଜଣେ ଯୁବକକୁ ଅତ୍ୟନ୍ତ ନିର୍ମମ ଭାବେ ମରଣାନ୍ତକ ଆକ୍ରମଣର ବର୍ତ୍ତମାନ ସ୍ଥିତି ତାଙ୍କୁ ଅବଗତ କରାଗଲା ।

ସେଥିସହିତ ସତ୍ୟବାଦୀ ବିଧାନସଭା କ୍ଷେତ୍ରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ବିଷୟରେ ମଧ୍ୟ ଆଲୋଚନା କରିଲୁ ।

କଣାସ ବ୍ଲକ, ଗଡ଼ବଡ଼ପୁଟ ପଂଚାୟତ, ଗଡ଼ବଡ଼ପୁଟ ଗ୍ରାମର ଆମ ବହୁ ଦିନର ସହଯୋଗୀ ଗୁଣନିଧି ସୁନ୍ଦରାୟଙ୍କ ଝିଅ ବିବାହରେ ଯୋଗଦେବା ସହ ଶୁଭେଚ୍ଛା ଜଣା...
30/04/2026

କଣାସ ବ୍ଲକ, ଗଡ଼ବଡ଼ପୁଟ ପଂଚାୟତ, ଗଡ଼ବଡ଼ପୁଟ ଗ୍ରାମର ଆମ ବହୁ ଦିନର ସହଯୋଗୀ ଗୁଣନିଧି ସୁନ୍ଦରାୟଙ୍କ ଝିଅ ବିବାହରେ ଯୋଗଦେବା ସହ ଶୁଭେଚ୍ଛା ଜଣାଇଲୁ ।

କଣାସ ବ୍ଲକ, ଗଡ଼ବଡପୁଟ ପଞ୍ଚାୟତ, ବେହେଣ୍ଟା ଗ୍ରାମର ବାବୁଲି ମଙ୍ଗରାଜ ଙ୍କ ପୁଅ ବିବାହରେ ଶୁଭେଚ୍ଛା ଜଣାଇବା ଅବସରରେ । ପ୍ରଭୁ ଜଗନ୍ନାଥ ନବ ବି...
30/04/2026

କଣାସ ବ୍ଲକ, ଗଡ଼ବଡପୁଟ ପଞ୍ଚାୟତ, ବେହେଣ୍ଟା ଗ୍ରାମର ବାବୁଲି ମଙ୍ଗରାଜ ଙ୍କ ପୁଅ ବିବାହରେ ଶୁଭେଚ୍ଛା ଜଣାଇବା ଅବସରରେ ।

ପ୍ରଭୁ ଜଗନ୍ନାଥ ନବ ବିବାହିତା ଦମ୍ପତିକୁ ଖୁସିରେ ରଖନ୍ତୁ ।

କଣାସ ବ୍ଲକ, ଗଡ଼ସାହି ପଞ୍ଚାୟତ, ଦୟାବିହାର ଗ୍ରାମର 45 ବର୍ଷ ପୂର୍ବରୁ ଅନୁଷ୍ଠିତ ହେୟୁ ଆସୁଥିବା ପାଲାରେ ଯୋଗଦେବା ଅବସରରେ ।
16/04/2026

କଣାସ ବ୍ଲକ, ଗଡ଼ସାହି ପଞ୍ଚାୟତ, ଦୟାବିହାର ଗ୍ରାମର 45 ବର୍ଷ ପୂର୍ବରୁ ଅନୁଷ୍ଠିତ ହେୟୁ ଆସୁଥିବା ପାଲାରେ ଯୋଗଦେବା ଅବସରରେ ।

ସତ୍ୟବାଦୀ ବ୍ଲକ, ନରେନ୍ଦ୍ରପୁର ପଞ୍ଚାୟତ, ବେଣାକେରା ଗ୍ରାମର ମା ଡୁଗୁରେଇ ଙ୍କ ପୀଠରେ ପ୍ରଥମ ବାର୍ଷିକ ବିଶ୍ଵ ଶାନ୍ତି ମହାଯଜ୍ଞରେ ଯୋଗଦେବା ଅବ...
16/04/2026

ସତ୍ୟବାଦୀ ବ୍ଲକ, ନରେନ୍ଦ୍ରପୁର ପଞ୍ଚାୟତ, ବେଣାକେରା ଗ୍ରାମର ମା ଡୁଗୁରେଇ ଙ୍କ ପୀଠରେ ପ୍ରଥମ ବାର୍ଷିକ ବିଶ୍ଵ ଶାନ୍ତି ମହାଯଜ୍ଞରେ ଯୋଗଦେବା ଅବସରରେ |

ସତ୍ୟବାଦୀ ବ୍ଲକ, ଶ୍ରୀରାମଚନ୍ଦ୍ରପୁର ପଂଚାୟତ, ମାଧିତଳ ଗ୍ରାମରେ ପଣା ସଂକ୍ରାନ୍ତି ଉତ୍ସବରେ ଯୋଗଦେବା ଅବସରରେ ।
16/04/2026

ସତ୍ୟବାଦୀ ବ୍ଲକ, ଶ୍ରୀରାମଚନ୍ଦ୍ରପୁର ପଂଚାୟତ, ମାଧିତଳ ଗ୍ରାମରେ ପଣା ସଂକ୍ରାନ୍ତି ଉତ୍ସବରେ ଯୋଗଦେବା ଅବସରରେ ।

🙏
31/10/2025

🙏

Address

Puri

Website

Alerts

Be the first to know and let us send you an email when Soumya Ranjan Baliarsingh posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Soumya Ranjan Baliarsingh:

Shortcuts

Share

Category