30/08/2023
ଏମିତି ଚର୍ଚ୍ଚା ଚର୍ଚ୍ଚାରେ ରହିଯିବ
କାକଟପୁର ନିର୍ବାଚନ ମଣ୍ଡଳୀ ରେ ଗୋଟିଏ ନେତା ତୁଷାର କାନ୍ତି ବେହେରା 🙏
ଆଶା ଆଶା ରେ ରହିଯିବ।
ନିଜ ଗ୍ରାମପଞ୍ଚାୟତ ରେ ଭୋଟର ଚିନ୍ନି ନଥିବେ ଆସିଲେ ନେତା ହେବାକୁ।
କାକଟପୁର ବାସୀ ଙ୍କ ହୃଦୟରେ ଜଣେ ହିଁ ଅଛନ୍ତି ଆଉ ସେ ରହିଥିବେ ମଧ୍ୟ।।