Mahaveersena Odisha

Mahaveersena Odisha � MAHAVEER SENA ODISHA �
� Protecting Culture, Serving People
� Proud to be Odia | Proud Sanatani
� Join our mission �

Jay Mahaveer 🚩
08/07/2026

Jay Mahaveer 🚩

01/07/2026

ଯିବ ସେବା ହିଁ ଶିବ ସେବା 🚩

30/06/2026

📍 ପିପିଲି ଦାସିଆ ବାଉରୀ ପୀଠ
ଜୀବ ସେବା ହିଁ ଶିବ ସେବା... 🙏✨
ଦାସିଆ ବାଉରୀ ପୀଠରେ ଏହି ଅସହାୟ ଷଣ୍ଢଟିର ଗୋଡ଼ ନଷ୍ଟ ହୋଇଯାଇଥିଲା ଏବଂ ସେ ଅସହ୍ୟ କଷ୍ଟ ପାଉଥିଲା। କିନ୍ତୁ ସଠିକ୍ ସମୟରେ ଆମ 'ମହାବୀର ସେନା' ର ବୀରମାନେ ସେଠାରେ ପହଞ୍ଚି ତାର ସେବା ଓ ଚିକିତ୍ସା କରିଥିଲେ |
ଏହି ନିଷ୍ପାପ ଜୀବର କଷ୍ଟ ଦୂର କରିବା ପାଇଁ ମହାବୀର ସେନାର ଏହି ପ୍ରୟାସଟି ଆପଣଙ୍କୁ କିପରି ଲାଗିଲା comment ମାଧ୍ୟମ ଜଣାଇବେ | ଜୟ ଜଗନ୍ନାଥ! 🚩

18/06/2026

୫୦୦୦ ରୁ ଉର୍ଦ୍ଧ ଲୋକ ମାନଙ୍କୁ ଦହି ସର୍ବ୍ରତ ବାଣ୍ଟିଲେ ମହାବୀର ସେନା ର ଓଡ଼ିଶା ସଭାପତି ଶୁଭ୍ରାଶୁ° କୁମାର |

Address

Puri Odisha
Pipili
752104

Website

Alerts

Be the first to know and let us send you an email when Mahaveersena Odisha posts news and promotions. Your email address will not be used for any other purpose, and you can unsubscribe at any time.

Share

Category