18/07/2026
ଏହି ବର୍ଷା ଋତୁରେ ଏଡିସ ମଶାଙ୍କ ବଂଶ ବୃଦ୍ଧିକୁ ରୋକିବା ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ କିଛି ସହଜ ପଦକ୍ଷେପ ଆପଣାନ୍ତୁ ଳ
ନିଜକୁ ଓ ନିଜ ପରିବାରକୁ ଡେଙ୍ଗୁ ରୋଗଠାରୁ ସୁରକ୍ଷିତ ରୁହନ୍ତୁ
Water Stagnation around our Houses are the main breeding sites of Aedes Mosquito, prevent water Stagnation and Prevent Dengue Disease.