Kandhamal Youth Congress

Kandhamal Youth Congress Official Page of Kandhamal Youth Congress Social Media

21/05/2026
ରାଇରଙ୍ଗପୁର ବିଜେପି MLA କୁ ସେଲୁନରୁ ଘୋଷଡ଼ି ପିଟିଲେ ମହିଳା ... ଗାଡ଼ି କାଚ ଭାଙ୍ଗି ଦେଲେ ...ସବୁ କେଳେଙ୍କାରିଆ ବିଜେପି ଦଳର ନେତା କର୍ମୀ ...
29/04/2026

ରାଇରଙ୍ଗପୁର ବିଜେପି MLA କୁ ସେଲୁନରୁ ଘୋଷଡ଼ି ପିଟିଲେ ମହିଳା ... ଗାଡ଼ି କାଚ ଭାଙ୍ଗି ଦେଲେ ...

ସବୁ କେଳେଙ୍କାରିଆ ବିଜେପି ଦଳର ନେତା କର୍ମୀ ଓ ମନ୍ତ୍ରୀ ଆଦି ...

ସେମାନଙ୍କୁ ଦେଖି ଆଜି ଗୋବର ମୁଣ୍ଡିଆ ଅନ୍ଧଭକ୍ତ ମଧ୍ୟ ସେଇ କେଳେଙ୍କାରିଆ ରାସ୍ତାରେ ପାଦ ଦେଇଛି ...

#ବିଜେପି

ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସମସ୍ତ ନବନିଯୁକ୍ତ ଜିଲ୍ଲା ସଭାନେତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
27/04/2026

ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସମସ୍ତ ନବନିଯୁକ୍ତ ଜିଲ୍ଲା ସଭାନେତ୍ରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଭାରତର ପ୍ରଗତି ଏବଂ ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ଓଡ଼ିଶା ଏହାର ସମୃଦ୍ଧ ସଂସ୍କୃତି, ଅନ୍ୟ କାରିଗରୀ ଏବଂ ଗୌରବମୟ ଇତିହାସ...
01/04/2026

ଭାରତର ପ୍ରଗତି ଏବଂ ବିକାଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ଓଡ଼ିଶା ଏହାର ସମୃଦ୍ଧ ସଂସ୍କୃତି, ଅନ୍ୟ କାରିଗରୀ ଏବଂ ଗୌରବମୟ ଇତିହାସ ପାଇଁ ପ୍ରସିଦ୍ଧ।

ଉତ୍କଳ ଦିବସରେ ରାଜ୍ୟର ସମସ୍ତ ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଓଡ଼ିଶାର ଚାରିଟି ଜିଲ୍ଲାର ନୂତନ ସଭାପତିଙ୍କ ନାମ ଘୋଷଣା କଲା ଏଆଇସିସି 👇
31/03/2026

ଓଡ଼ିଶାର ଚାରିଟି ଜିଲ୍ଲାର ନୂତନ ସଭାପତିଙ୍କ ନାମ ଘୋଷଣା କଲା ଏଆଇସିସି 👇

02/12/2025

PM मोदी को आईना दिखा दिया🔥🔥

26/11/2025

ଏକ ଆଇନ ଅଛି ଯାହା ସମସ୍ତଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଏ, ସମାନତାର ପ୍ରତୀକ, ପ୍ରତ୍ୟେକ ନାଗରିକର ମୂଳଦୁଆ... ସମ୍ବିଧାନ ସମାନତାର ଅଧିକାର ଦିଏ।

Address

Kandhamal
Phulbani
762001

Telephone

+917735884160

Website

Alerts

Be the first to know and let us send you an email when Kandhamal Youth Congress posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Kandhamal Youth Congress:

Share