We Support Manoranjan Dyan Samantara

We Support Manoranjan Dyan Samantara Official Fan Page

ମନୁ ସେନା ର ନଅ ବର୍ଷ ପୂର୍ତ୍ତି ଅବସରରେ........ମନୁ ସେନା ର ନଅ ବର୍ଷ ପୂର୍ତ୍ତି ଅବସରରେ ମନୁ ସେନା ର ସଭାପତି ଚିକିଟି ର ମାନ୍ୟବର ବିଧାୟକ ଶ...
05/09/2026

ମନୁ ସେନା ର ନଅ ବର୍ଷ ପୂର୍ତ୍ତି ଅବସରରେ........

ମନୁ ସେନା ର ନଅ ବର୍ଷ ପୂର୍ତ୍ତି ଅବସରରେ ମନୁ ସେନା ର ସଭାପତି ଚିକିଟି ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି |



Manoranjan Dyan Samantara

Manoranjan Dyan Samantara ,patrapur
BJP Girisola
BJP Chikiti
BJP Odisha
Manu Sena
Meena Sahu
Renu Reddy
Debadatta Panda
ମନୁ ଭାଇ ଚିକିଟି
Manu Babu Patrapur
ମନୁବାବୁଙ୍କ ସମର୍ଥକ
ଭାଜପା ରାମଚନ୍ଦ୍ରପୁର ପଞ୍ଚାୟତ

19/08/2026
ପାତ୍ରପୁର ଏନ.ଏ.ସି ଗୋପଳସାଗର ୱାର୍ଡ ର ଠାକୁରାଣୀ ଶ୍ରୀ ମାଁ ଗଙ୍ଗା ଭବାନୀ ଙ୍କ ମନ୍ଦିର ଦ୍ଵାର ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଯୋଗଦେଇ ଶୁ...
31/07/2026

ପାତ୍ରପୁର ଏନ.ଏ.ସି ଗୋପଳସାଗର ୱାର୍ଡ ର ଠାକୁରାଣୀ ଶ୍ରୀ ମାଁ ଗଙ୍ଗା ଭବାନୀ ଙ୍କ ମନ୍ଦିର ଦ୍ଵାର ର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଯୋଗଦେଇ ଶୁଭ ଦେଇଥିଲେ ଲୋକଙ୍କ ବିଧାୟକ ତଥା ଚିକିଟି ର ମାନ୍ଯବର ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା | ଏହି ଅବସରରେ ଉକ୍ତ ୱାର୍ଡ ସମସ୍ତ ବାସିନ୍ଦା ବିରାଟ ପଟୁଆର ରେ ଆସି ବିଧାୟକ ଙ୍କୁ ଉପଢୈାକନ ଦେଇ ସମ୍ମାନିତ କରି ପାଛୋଟି ନେଇଥିଲେ | ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ |



Manoranjan Dyan Samantara

Manoranjan Dyan Samantara ,patrapur
BJP Chikiti
BJP Girisola
ମନୁ ଭାଇ ଚିକିଟି
ମନୋରଞ୍ଜନ ଦ୍ୟାନ ସାମନ୍ତରା
Meena Sahu
Renu Reddy
Manmohan Samal
Dr. Pradeep Kumar Panigrahy
Mohan Charan Majhi
ଚିକିଟି ମାଟିରେ ମନୁ ଭାଇ
Debadatta Panda
BJP Odisha
ମନୁବାବୁଙ୍କ ସମର୍ଥକ
ଭାଜପା ରାମଚନ୍ଦ୍ରପୁର ପଞ୍ଚାୟତ

Address

Patrapur

Website

Alerts

Be the first to know and let us send you an email when We Support Manoranjan Dyan Samantara posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share