Biju Janata Dal Bolangir District

Biju Janata Dal Bolangir District ବିଜୁ ଜନତା ଦଳ ଓଡ଼ିଶା ବାସୀଙ୍କ ବଳ

07/09/2026

Dt.06.09.2026.ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ମେହେର

ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଆଗାମୀ ଦିନରେ ହେବାକୁ ଥିବା ଚାଷୀ ସମସ୍ୟା, ଅହେତୁକ ଦରଦାମ ବୃଦ୍ଧି, ଜନସାଧାରଣ ଙ୍କ ମୌଳିକ ସୁବିଧା ରୁ ବଞ୍ଚିତ ସହିତ SIR ଅନିୟମିତତା ପାଇଁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ ଯୋଗଦାନ କରିଥିଲେ

05/09/2026

ଆଜି ଯାଦବ ଭାଇ ମାନଙ୍କର ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ରେ ଯୋଗଦାନ କରିବାର ସୁଯୋଗ ମିଳିଥିବାରୁ ମୂଁ ଯାଦବ ଭାଇ ମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛି ଯାଦବ ଭାଇ ମାନେ ତାଙ୍କର ସମାଜ ର ସଂସ୍କୃତି ପରମ୍ପରା ବଞ୍ଚେଇବା ସଙ୍ଗେ ସଙ୍ଗେ ଇତିହାସ କୁ ଲୋକଙ୍କୁ ପହଞ୍ଚେଇ ଥିବାର ପ୍ରୟାସ ଅନେକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଜୟ ଯାଦବ ଜୟ ରାଧା ମାଧବ 🙏

ବିଜୁ ମହିଳା ଜନତା ଦଳ ନୂତନ ଭାବରେ ପାଇଥିବା ପଦାଧିକାରୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏
27/08/2026

ବିଜୁ ମହିଳା ଜନତା ଦଳ ନୂତନ ଭାବରେ ପାଇଥିବା ପଦାଧିକାରୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

25/08/2026

ବଲାଙ୍ଗୀର ଜିଲ୍ଲା ବିଜୁ ମହିଳା ଜନତା ଦଳ ଓ ପାଟଣାଗଡ ବ୍ଲକ କମିଟି ରେ ନୂତନ ଭାବରେ ପାଇଥିବା ପଦାଧିକାରୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

23/08/2026

ବିଜୁ ମହିଳା ଜନତା ଦଳ ନୂତନ ଭାବରେ ପାଇଥିବା ପଦାଧିକାରୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏

19/08/2026

ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ବଲାଙ୍ଗୀର ଜିଲ୍ଲା ସ୍ତରୀୟ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ସହିତ ବିଜେପି ସରକାରର ଗଣଶିକ୍ଷା ମନ୍ତ୍ରୀ ଙ୍କ ଅପାରଗତା ବିରୁଦ୍ଧରେ ବିରାଟ ବିକ୍ଷୋଭ ପ୍ରଦର୍ଶନ ସଭାରେ ହଜାର ହଜାର ଛାତ୍ର ଓ ଯୁବ ସହିତ ଅଭିଭାବକ ମାନେ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ

15/08/2026

ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ଆଜି ପାଟଣାଗଡ, ବେଲପଡା ଓ ଖପ୍ରାଖୋଲ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ୮୦ ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ବିଜୁ ପରିବାର ତରଫରୁ ଅନୁଷ୍ଠିତ ହୋଇଥିଲା
ଜୟ ହିନ୍ଦ
ଭାରତ ମାତା କି ଜୟ
🇮🇳

ଶିକ୍ଷା ବଞ୍ଚାଓ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ
14/08/2026

ଶିକ୍ଷା ବଞ୍ଚାଓ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

Address

Patnagarh
767025

Website

Alerts

Be the first to know and let us send you an email when Biju Janata Dal Bolangir District posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share