Mahanpuria Seba Trust

Mahanpuria Seba Trust people for seba

14/01/2026

ମୁଇଁ ଏକଲା ନ ବୁଆ ପିଲା ଗୁଟେ ଥିଲା ମରି ଗଲା 😭😭

12/01/2026

ମାତା ବହୁତ ଭଗବାନ ସେବିକା 🙏ଭଗବାନ ଆଶ୍ରା ରେ ଚଲୁଛେ ବୁଆ ମୁଇଁ ମୋର କିଛି ନି ନ

09/01/2026

ଭତା ବି ନି ପାଇବାର ମୁଇଁ ଗୋ ମରି ଯାଉଛେ ନ ପଛେ ଭତା ଗୁଟେ କରିଦିଅ ବୁଆ 🙏🙏

30/12/2025

ବେଇ କମ୍ବଳ ଗୁଟେ ପାଇ କରି ବହୁତ ଖୁସ ହେଇଗଲେ ଦେଖୁନ ଭିଡ଼ିଓ ଆଉ ଭଲ ଳାଗଲେ follow କରୁନ🙏🙏

28/12/2025

ବିଭୁ ଭାଇ ଜଣେ ଅନ୍ଧ ସେ ବହୁତ ସୁନ୍ଦର ଗୀତ ଗାଆ ନ୍ତି 🙏

26/12/2025

ଅନ୍ଧ ଭାଇ ର ଦୁଃଖ କାହାଣୀ ସରକାରୀ ଯୋଜନା କିଛି ମିଳୁନି 😭🙏

24/12/2025

ବବା କାଠି ବିକି କରି ପେଟ ପୁସୁଥିଲେ ଏବେ ଆଉ ଜଙ୍ଗଲ ଯାଇ ନି ପରବାର ନ କେନ୍ତା କରି ଚଲମୀ ବଲି କାନ୍ଦୁଥିଲେ 🙏🙏

23/12/2025

ଚାଲି ବୁଲି ନି ପାରେ ବୁଆ ହେତିର ଲାଗି ବସି ଛେ 🙏🙏

21/12/2025

ମୋର କିଏ ନି ନ ବୁଆ ମୋର ପିଲା ଗୁଟେ ଥିଲା ମରିଗଲା 😭😭

20/12/2025

ପଇସା ଲାଗବା କେ ବବା ମୋର ପାଖେ ତୋ ପଇସା ନି ନ ହୋ ମୁଇଁ ନି ରଖେ ବଵା କମ୍ବଳ

18/12/2025

ମୋର ତିନ ଟା ଛୁଆ ଆଜ୍ଞା ଭିକ୍ଷା ମାଗି କରି ପୁସୁଛେ 🙏🙏

17/12/2025

ଝିଅ ତାକର ପରିବାର ରୁ ପୁରା ଏକଲା ହେଇ ଗଲେ ଭଗବାନ ତାହାକେ ଭଲ କରି ରଖି ଥାଉଁନ

Address

Khalipathar. Belpada. Bolangir.
Patnagarh
767026

Website

Alerts

Be the first to know and let us send you an email when Mahanpuria Seba Trust posts news and promotions. Your email address will not be used for any other purpose, and you can unsubscribe at any time.

Share

Category