05/08/2021
କେବିକେ ଅଞ୍ଚଳରେ ଶିକ୍ଷାର ବିକାଶ ନେଇ ରାଜ୍ୟ ସରକାରଙ୍କ ପ୍ରୟାସରେ କୋରାପୁଟ ଓ ବଲାଙ୍ଗିର ଜିଲ୍ଲା ଦେଶରେ ଉଦାହରଣ ସୃଷ୍ଟି କରିଛି। ଶିକ୍ଷା ବିକାଶ କ୍ଷେତ୍ରରେ NITI Aayog ପକ୍ଷରୁ ପ୍ରକାଶିତ ଜୁନ ମାସର ଆକାଂକ୍ଷୀ ଜିଲ୍ଲା ଡେଲ୍ଟା ରାଙ୍କିଙ୍ଗ ରିପୋର୍ଟରେ କୋରାପୁଟ ୧ମ ଓ ବଲାଙ୍ଗିର ୩ୟ ନମ୍ବର ମାନ୍ୟତା ପାଇଛି।