Abanikanta Sahoo

Abanikanta Sahoo Chairperson (Odisha State Food Commission) Chairperson of the Odisha State Food Commission
(1)

ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। #ପଣାସଂକ୍ରାନ୍ତି  #ଓଡ଼ିଆନବବର୍...
14/04/2026

ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

#ପଣାସଂକ୍ରାନ୍ତି #ଓଡ଼ିଆନବବର୍ଷ

ନୂଆଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ସଭାପତି ଶ୍ରୀ ମନମୋହନ ସାମଲ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ,  ରଥ ନିର୍ମାଣ ...
10/04/2026

ନୂଆଦିଲ୍ଲୀର ତ୍ୟାଗରାଜ ନଗର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ସଭାପତି ଶ୍ରୀ ମନମୋହନ ସାମଲ ମନ୍ଦିର ପରିଚାଳନା କମିଟିର ସମ୍ପାଦକ , ରଥ ନିର୍ମାଣ ପାଇଁ ଦାରୁ ଗୁଡ଼ିକର ସଂଗ୍ରହ ଉତ୍ସବର ହୋମଯଜ୍ଞ ପାଳଲହଡା ନିର୍ବାଚନ ମଣ୍ଡଳୀର ପାଳଲହଡା ବ୍ଲକ୍ ଅନ୍ତର୍ଗତ ଖେମଳା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବାରକୋଟିଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ରଥ ନିର୍ମାଣ ପାଇଁ ଦାରୁ ଗୁଡ଼ିକର ଯଜ୍ଞ ଉତ୍ସବରେ ମୁଁ (ମନ୍ଦିର ପରିଚାଳନା କମିଟର ସଦସ୍ୟ) ଏବଂ ମୋର ଧର୍ମପତ୍ନୀ ଶ୍ରୀମତୀ ରୀନାରାଣୀ ସାହୁ କର୍ତ୍ତା ଭାବେ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିବା ସହିତ ଜଗତର କଲ୍ୟାଣ ନିମନ୍ତେ କାମନା କରିଅଛୁ । ଏହି ଯଜ୍ଞ ଉତ୍ସବରେ ବହୁ ସଂଖ୍ୟାରେ ଜଗନ୍ନାଥ ପ୍ରେମୀ ଏବଂ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ରହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରିଛନ୍ତି ।।

"ମୋ ପାଇଁ ବଡ ମୋ ପାଳଲହଡା ଗଡ" (ଶ୍ରଦ୍ଧା ସେବା ସହଯୋଗ ସଙ୍ଗଠନ) ଗତକାଲି ମୋ ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ଅନ୍ତର୍ଗତ ପୋଡାଗଡ ଠାରୁ ଅର୍କି...
28/03/2026

"ମୋ ପାଇଁ ବଡ ମୋ ପାଳଲହଡା ଗଡ" (ଶ୍ରଦ୍ଧା ସେବା ସହଯୋଗ ସଙ୍ଗଠନ)
ଗତକାଲି ମୋ ନିର୍ବାଚନ ମଣ୍ଡଳୀର କଣିହାଁ ବ୍ଲକ ଅନ୍ତର୍ଗତ ପୋଡାଗଡ ଠାରୁ ଅର୍କିଳି ପର୍ଯ୍ୟନ୍ତ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ‘ଶ୍ରୀରାମ ନବମୀ’ ଅବସରରେ ଜିଲାପି ବଣ୍ଟନ ଉତ୍ସବରେ ଯୋଗଦେଇ ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦ ଭିକ୍ଷା କରିଲି ।।

"ମୋ ପାଇଁ ବଡ ମୋ ପାଳଲହଡା ଗଡ" (ଶ୍ରଦ୍ଧା ସେବା ସହଯୋଗ ସଙ୍ଗଠନ)ମୋ ନିର୍ବାଚନ ମଣ୍ଡଳୀର ପାଳଲହଡା ବ୍ଲକ୍ ଅନ୍ତର୍ଗତ ପରାଛାଟ ଗ୍ରାମ ପଞ୍ଚାୟତ ଅଧ...
27/03/2026

"ମୋ ପାଇଁ ବଡ ମୋ ପାଳଲହଡା ଗଡ" (ଶ୍ରଦ୍ଧା ସେବା ସହଯୋଗ ସଙ୍ଗଠନ)
ମୋ ନିର୍ବାଚନ ମଣ୍ଡଳୀର ପାଳଲହଡା ବ୍ଲକ୍ ଅନ୍ତର୍ଗତ ପରାଛାଟ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପୁରୁଣାପାଣି ଗ୍ରାମରେ ଅନୁଷ୍ଠିତ ହୋଇଥିବା ହନୁମାନ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଭିକ୍ଷା କରିବା ସହିତ ଜଗତର କଲ୍ୟାଣ ନିମନ୍ତେ କାମନା କରୁଛି ।।

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ।  ପ୍ରଭୁଙ୍କ ପାଖରେ ...
27/03/2026

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପବିତ୍ର ଜନ୍ମୋତ୍ସବ ‘ଶ୍ରୀରାମ ନବମୀ’ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା । ପ୍ରଭୁଙ୍କ ପାଖରେ ସମାଜର କଲ୍ୟାଣ କାମନା କରୁଛି 🙏

Address

Pal-Lahare
759119

Website

Alerts

Be the first to know and let us send you an email when Abanikanta Sahoo posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Abanikanta Sahoo:

Share