Barsha Singh Bariha

Barsha Singh Bariha MLA, Padampur
(1)

ମୋ ନିର୍ବାଚନ ମଣ୍ଡଳୀ ର ପାଇକମାଳ ଅନ୍ତର୍ଗତ ବରତୁଣ୍ଡା ଗ୍ରାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ,ବ୍ଳକ ବି...
01/06/2026

ମୋ ନିର୍ବାଚନ ମଣ୍ଡଳୀ ର ପାଇକମାଳ ଅନ୍ତର୍ଗତ ବରତୁଣ୍ଡା ଗ୍ରାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ,ବ୍ଳକ ବିଜେଡି ସଭାପତି ବିଜୁ ସ୍ୱାଇଁ ଙ୍କ ସହ ଯୋଗଦେଇ ଗ୍ରାମର ନେତୃମଣ୍ଡଳୀ ଙ୍କ ସହ ଆଲୋଚନା କଲି।
#ନବୀନ #ବିଜେଡି

ଝାରବନ୍ଧ ବ୍ଲକ୍ ଛୋଟଅନକି ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗିର ଗ୍ରାମରେ ଅନୁଷ୍ଠିତ ନାମଯଜ୍ଞ ରେ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କଲି।           #ବିଜ...
31/05/2026

ଝାରବନ୍ଧ ବ୍ଲକ୍ ଛୋଟଅନକି ପଞ୍ଚାୟତ ଅନ୍ତର୍ଗତ ବଲାଙ୍ଗିର ଗ୍ରାମରେ ଅନୁଷ୍ଠିତ ନାମଯଜ୍ଞ ରେ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କଲି।
#ବିଜେଡି #ନବୀନ

ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ସତିଭଟା ଗ୍ରାମରେ ଆୟୋଜିତ ତ୍ରିଦିବସୀୟ ଶନିଦେବଙ୍କ ପୂଜାନୋତ୍ସବ ରେ ବ୍ଳକ୍ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ ଙ...
31/05/2026

ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ସତିଭଟା ଗ୍ରାମରେ ଆୟୋଜିତ ତ୍ରିଦିବସୀୟ ଶନିଦେବଙ୍କ ପୂଜାନୋତ୍ସବ ରେ ବ୍ଳକ୍ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ ଙ୍କ ସହ ଯୋଗଦେଲି।
#ବିଜେଡି #ନବୀନ

ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ଟାଇଲ ଚନ୍ଦ୍ର ଭୋଇ, ଯୁବ ସଭାପତି ଗୌତମ ସିଂ ଙ୍କ ସହ ଯୋଗଦେଇ ପାଇକମାଳ ବ୍ଲକ୍ ଅନ୍ତର୍ଗତ ମଲଦା ଠାରୁ ବ...
31/05/2026

ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ଟାଇଲ ଚନ୍ଦ୍ର ଭୋଇ, ଯୁବ ସଭାପତି ଗୌତମ ସିଂ ଙ୍କ ସହ ଯୋଗଦେଇ ପାଇକମାଳ ବ୍ଲକ୍ ଅନ୍ତର୍ଗତ ମଲଦା ଠାରୁ ବନମାଲ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କଲି ।
#ବିଜେଡି #ନବୀନ

ଦହିତା ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରୁ ଭାଲୁଡୁଙ୍ଗୁରୀ ରାସ୍ତା ନିର୍ମାଣ ପାଇଁ  ବ୍ଲକ୍ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ ଙ୍କ ସହ ଯୋଗଦ...
30/05/2026

ଦହିତା ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରୁ ଭାଲୁଡୁଙ୍ଗୁରୀ ରାସ୍ତା ନିର୍ମାଣ ପାଇଁ ବ୍ଲକ୍ ବିଜେଡି ସଭାପତି ଦୁଷ୍ମନ୍ତ ପଟେଲ ଙ୍କ ସହ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କଲି।
#ବିଜେଡି #ନବୀନ

ବିଜେପି ସରକାର ମହିଳା ଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା ରୋକିବାରେ ଅସମର୍ଥ ଏହାର ପ୍ରତିବାଦରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅ...
30/05/2026

ବିଜେପି ସରକାର ମହିଳା ଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା ରୋକିବାରେ ଅସମର୍ଥ ଏହାର ପ୍ରତିବାଦରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ "ନାରୀ ଅଧିକାର ଅଭିଯାନ " ରେ ହଜାର ହଜାର ମା ଓ ଭଉଣୀଙ୍କ ସହ ଯୋଗଦେଲି।
#ବିଜେଡି #ନବୀନ

ବିଜେପି ସରକାର ମହିଳା ଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା ରୋକିବାରେ ଅସମର୍ଥ ଏହାର ପ୍ରତିବାଦରେ ବରଗଡ଼ ଠାରେ ଆୟୋଜିତ "ନାରୀ ଅ...
29/05/2026

ବିଜେପି ସରକାର ମହିଳା ଙ୍କୁ ୩୩% ସଂରକ୍ଷଣ ଦେବାରେ ବିଫଳ,ନାରୀ ନିର୍ଯାତନା ରୋକିବାରେ ଅସମର୍ଥ ଏହାର ପ୍ରତିବାଦରେ ବରଗଡ଼ ଠାରେ ଆୟୋଜିତ "ନାରୀ ଅଧିକାର ଅଭିଯାନ " ରେ ହଜାର ହଜାର ମା ଓ ଭଉଣୀଙ୍କ ସହ ଯୋଗଦେଲି।
#ବିଜେଡି #ନବୀନ

ପୂର୍ତ୍ତ ବିଭାଗ ରୋଡ ରୁ ତେଣ୍ଡାପଦର ରାସ୍ତାରେ ପୋଳ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କଲି।           #ବିଜେଡି  #ନବୀନ
24/05/2026

ପୂର୍ତ୍ତ ବିଭାଗ ରୋଡ ରୁ ତେଣ୍ଡାପଦର ରାସ୍ତାରେ ପୋଳ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କଲି।
#ବିଜେଡି #ନବୀନ

ପୂର୍ତ୍ତ ବିଭାଗ ରାସ୍ତାରୁ ଖଲିଆପାଲି ମଧ୍ୟରେ ଅବସ୍ଥିତ କୁମୁଡ଼ି ନାଳା ରେ ନବନିର୍ମିତ ସୁଉଚ୍ଚ ସେତୁ ର ଉଦ୍ଘାଟନ କଲି।           #ବିଜେଡି  #...
24/05/2026

ପୂର୍ତ୍ତ ବିଭାଗ ରାସ୍ତାରୁ ଖଲିଆପାଲି ମଧ୍ୟରେ ଅବସ୍ଥିତ କୁମୁଡ଼ି ନାଳା ରେ ନବନିର୍ମିତ ସୁଉଚ୍ଚ ସେତୁ ର ଉଦ୍ଘାଟନ କଲି।
#ବିଜେଡି #ନବୀନ

Address

Padampur, Odisha
Padmapur
768036

Website

Alerts

Be the first to know and let us send you an email when Barsha Singh Bariha posts news and promotions. Your email address will not be used for any other purpose, and you can unsubscribe at any time.

Share