Raju Bhai Fan Club

Raju Bhai Fan Club State Secretary, Biju Janata Dal (BJD). Dedicated to Public Service, social Welfare and the development of Odisha

11/07/2026

ପଦମପୁର ର ଗର୍ବ ଓ ଗୌରବ ବିଧାୟିକା ବର୍ଷା ସିଂ ବରିହା ଙ୍କ ଶିକ୍ଷା ବ୍ୟବସ୍ଥାକୁ କଡ଼ା ସମାଲୋଚନା
Sing Bariha

11/07/2026
ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଅନୁଷ୍ଠିତଶିକ୍ଷା ବଞ୍ଚାଓ ଆନ୍ଦୋଳନରେ ସାମିଲ ହୋଇରାଜ୍ୟ ସରକାରଙ୍କ ଭୁଲ୍ ଶିକ୍ଷାନୀତିକୁ ବିରୋଧ କରିବା ସହଶିକ୍ଷାମ...
10/07/2026

ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଅନୁଷ୍ଠିତ
ଶିକ୍ଷା ବଞ୍ଚାଓ ଆନ୍ଦୋଳନରେ ସାମିଲ ହୋଇ
ରାଜ୍ୟ ସରକାରଙ୍କ ଭୁଲ୍ ଶିକ୍ଷାନୀତିକୁ ବିରୋଧ କରିବା ସହ
ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ବରଗଡ଼ ଜିଲ୍ଲାପାଳଙ୍କୁ
ଏକ ଦାବିପତ୍ର ପ୍ରଦାନ କଲେ
ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରାଜୁ ଘିବେଲା

09/07/2026
09/07/2026

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଓ କୁନି ପିଲାଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ରାଜ୍ୟବ୍ୟାପୀ ଜନଆନ୍ଦୋଳନରେ ସାମିଲ ହେବେ।
ଆସନ୍ତୁ, ଶିକ୍ଷା, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଓଡ଼ିଶାର ସ୍ୱାର୍ଥ ପାଇଁ ଏକାଠି ସ୍ୱର ଉଠାଇବା।

07/07/2026

ଓଡ଼ିଶାରୁ ବିଶ୍ୱ ପର୍ଯ୍ୟନ୍ତ , #ପ୍ରାକୃତିକ_ବିପର୍ଯ୍ୟୟ_ମୁକାବିଲାରେ #ନବୀନ_ମଡେଲର ଗ୍ଲୋବାଲ ସ୍ୱୀକୃତି, ପ୍ରାକୃତିକ ବିପର୍ଯ୍ୟୟ କେବଳ ଏକ ରାଜ୍ୟ କିମ୍ବା ଦେଶର ସୀମା ମଧ୍ୟରେ ସୀମିତ ନୁହେଁ। ଏହା ମାନବିକତାର ପରୀକ୍ଷା। ଏବଂ ସେହି ପରୀକ୍ଷାରେ ଓଡ଼ିଶା ବାରମ୍ବାର ନିଜକୁ ଏକ ଆଦର୍ଶ ରାଜ୍ୟ ଭାବେ ପ୍ରମାଣ କରିଛି।
ଏକଦା ସୁପର ସାଇକ୍ଲୋନର ବିଭୀଷିକା ଦେଖିଥିବା ଓଡ଼ିଶା, ଆଜି ବିଶ୍ୱକୁ ଶିଖାଉଛି କିପରି ଜୀବନ ବଞ୍ଚାଯାଏ। ଏହା ସମ୍ଭବ ହୋଇଛି ଦୂରଦର୍ଶୀ ନେତୃତ୍ୱ, ବୈଜ୍ଞାନିକ ଯୋଜନା ଏବଂ ଲୋକକେନ୍ଦ୍ରିକ ପ୍ରଶାସନ ଦ୍ୱାରା। ଶ୍ରୀ Naveen Patnaik ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଗୁଆ ସତର୍କୀକରଣ ବ୍ୟବସ୍ଥା, ଲକ୍ଷାଧିକ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ସାଇକ୍ଲୋନ ଶେଲ୍ଟର ନେଟୱର୍କ ଓ ସଶକ୍ତ ଦୁର୍ଯ୍ୟୋଗ ପରିଚାଳନା ଢାଞ୍ଚା ମାଧ୍ୟମରେ ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ମଡେଲକୁ ଆଜି ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ଉଦାହରଣ ଭାବେ ଉଲ୍ଲେଖ କରାଯାଉଛି।
ଏହି ଯାତ୍ରାରେ ଓ #ନବୀନ_ଓଡ଼ିଶା ର କାର୍ଯ୍ୟକାରୀ ରୂପାୟଣରେ ଶ୍ରୀ VK Pandian Army ଙ୍କ ପ୍ରଶାସନିକ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ସ୍ୱଚ୍ଛତା, ପ୍ରଯୁକ୍ତି, ଟିମ୍ୱର୍କ ଓ ସମୟବଦ୍ଧ କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର କରି ଗଢ଼ା 5T ମଡେଲ ଶାସନ ବ୍ୟବସ୍ଥାକୁ ଅଧିକ ଲୋକମୁଖୀ କରିଥିଲା। ଆଜି ବିଶ୍ୱରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ଆହ୍ୱାନ ବଢ଼ୁଛି, ସେତେବେଳେ ଓଡ଼ିଶାର ଅଭିଜ୍ଞତା ଓ ମାନବିକ ଦୃଷ୍ଟିଭଙ୍ଗୀ ବିଶ୍ୱ ସମୁଦାୟ ପାଇଁ ପ୍ରେରଣାର ଉତ୍ସ। Biju Janata Dal Odisha ବିଶ୍ୱାସ କରେ ଓଡ଼ିଶାର ବିକାଶ କେବଳ ଓଡ଼ିଶା ପାଇଁ ନୁହେଁ, ବରଂ ସମଗ୍ର ବିଶ୍ୱ ପାଇଁ ଏକ ଶିକ୍ଷଣୀୟ ମଡେଲ। ଏହା ହେଉଛି ନବୀନ ଓଡ଼ିଶାର ପରିଚୟ, ଏହା ହେଉଛି ଓଡ଼ିଶାର ଗର୍ବ।

02/07/2026

ପଦ୍ମପୁର ବଡ଼ବନ୍ଦ ସ୍ଥିତ ଶ୍ରୀରାମ ମନ୍ଦିରରେ
ଭୋଗମଣ୍ଡପ ପାଇଁ ଶୁଭ ଭୂମି ପୂଜନ କଲେ,
ରାମ ମନ୍ଦିର କମିଟିର କାର୍ଯ୍ୟକାରୀ ସଭାପତି
ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ରାଜୁ ଘିବେଲା

Address

Padampur
768036

Website

Alerts

Be the first to know and let us send you an email when Raju Bhai Fan Club posts news and promotions. Your email address will not be used for any other purpose, and you can unsubscribe at any time.

Share