Tankadhar Sahu

Tankadhar Sahu I AM NO LONGER ACCEPTING
THE THINGS I CANNOT
CHANGE. I AM CHANGING THE
THINGS I CANNOT ACCEPT.

18/04/2024

ପବିତ୍ର ରାମନବମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ!
17/04/2024

ପବିତ୍ର ରାମନବମୀ ଉପଲକ୍ଷେ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ!

ଚାଷୀକୂଳର ହିତ ପାଇଁ, ପଦ୍ମପୁରର ବିକାଶ ପାଇଁହାତରେ ହାତ ମିଶାନ୍ତୁ କଂଗ୍ରେସକୁ ସମର୍ଥନ କରନ୍ତୁ!
16/04/2024

ଚାଷୀକୂଳର ହିତ ପାଇଁ, ପଦ୍ମପୁରର ବିକାଶ ପାଇଁ
ହାତରେ ହାତ ମିଶାନ୍ତୁ କଂଗ୍ରେସକୁ ସମର୍ଥନ କରନ୍ତୁ!

ପବିତ୍ର ଅଶୋକାଷ୍ଟମୀ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା !
16/04/2024

ପବିତ୍ର ଅଶୋକାଷ୍ଟମୀ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା !

ପଦ୍ମପୁରରେ ହାତ ଆଣିବ ପରିବର୍ତ୍ତନ, ରଚିବ ନୂଆ ଇତିହାସ !
15/04/2024

ପଦ୍ମପୁରରେ ହାତ ଆଣିବ ପରିବର୍ତ୍ତନ, ରଚିବ ନୂଆ ଇତିହାସ !

ଓଡ଼ିଆ ନବବର୍ଷ ଓ ପବିତ୍ର ମହା ବିଷୁବ(ପଣା)ସଂକ୍ରାନ୍ତି  ଅବସରରେ ମୋର ସମସ୍ତ ପଦ୍ମପୁର ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।       ...
14/04/2024

ଓଡ଼ିଆ ନବବର୍ଷ ଓ ପବିତ୍ର ମହା ବିଷୁବ(ପଣା)ସଂକ୍ରାନ୍ତି ଅବସରରେ ମୋର ସମସ୍ତ ପଦ୍ମପୁର ବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

13/04/2024

ଭାଇଚାରାର ପର୍ବ ପବିତ୍ର ଇଦୁଲ୍ - ଫିତର ଅବସରରେ ସମସ୍ତ ମୁସଲମାନ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା!
11/04/2024

ଭାଇଚାରାର ପର୍ବ ପବିତ୍ର ଇଦୁଲ୍ - ଫିତର ଅବସରରେ ସମସ୍ତ ମୁସଲମାନ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା!

ଆଜି ପାଇକମାଲ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆସନ୍ତା 2024 ନିର୍ବାଚନ ପାଇଁ ପଦ୍ମପୁର କଂଗ୍ରେସ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ଅନୁଷ୍...
09/04/2024

ଆଜି ପାଇକମାଲ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆସନ୍ତା 2024 ନିର୍ବାଚନ ପାଇଁ ପଦ୍ମପୁର କଂଗ୍ରେସ ଦ୍ୱାରା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ପଦ୍ମପୁର NAC,ପଦ୍ମପୁର ବ୍ଲକ,ପାଇକମାଲ ବ୍ଲକ ଏବଂ ଝାରବନ୍ଧ ବ୍ଲକ ର ସଭାପତି ସହିତ ବହୁ ସଂଖ୍ଯାରେ କର୍ମୀ ଯୋଗ ଦେଇଥିଲେ I
ଆସନ୍ତା 2024 ରେ କେମିତି ନିର୍ବାଚନ ଲଢିବେ ତାହା ଉପରେ ଆଲୋଚନା କରିଥିଲେ I
ସଭା ଶେଷରେ ପାଇକମାଲ ପଦ୍ମପୁର ଅଞ୍ଚଳର ଅନେକ ଯୁବକ ବିଭିନ୍ନ ଦଳ ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଥିଲେ I

ଚୈତ୍ର ନବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା!ଦେବୀ ମା' ସମସ୍ତଙ୍କୁ ସୁଖ,ଶାନ୍ତି ପ୍ରଦାନ କରନ୍ତୁ!
09/04/2024

ଚୈତ୍ର ନବରାତ୍ରୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା!
ଦେବୀ ମା' ସମସ୍ତଙ୍କୁ ସୁଖ,ଶାନ୍ତି ପ୍ରଦାନ କରନ୍ତୁ!

ହିନ୍ଦୁ ନବ ବର୍ଷ ଅବସରରେ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ!
09/04/2024

ହିନ୍ଦୁ ନବ ବର୍ଷ ଅବସରରେ ସମସ୍ତଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ!

ପଦ୍ମପୁର ବାସୀଙ୍କୁ ଅନୁରୋଧ କଂଗ୍ରେସ ର ସାଥ ଦିୟନ୍ତୁ, ବିକାଶ କୁ ଆଗେଇ ନିୟନ୍ତୁ !
08/04/2024

ପଦ୍ମପୁର ବାସୀଙ୍କୁ ଅନୁରୋଧ କଂଗ୍ରେସ ର ସାଥ ଦିୟନ୍ତୁ, ବିକାଶ କୁ ଆଗେଇ ନିୟନ୍ତୁ !

Address

At/Po/Dist/Nuapada Odisha Pin-
Nuapada
766105

Alerts

Be the first to know and let us send you an email when Tankadhar Sahu posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Tankadhar Sahu:

Share

Category