Zilla Parishad, Nabarangpur

Zilla Parishad, Nabarangpur Updates on Zilla Parishad discussions and decisions

Prameya News Paper
19/09/2025

Prameya News Paper

ନବରଙ୍ଗପୁର ଜ଼ିଲ୍ଲା ର ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ର ନିର୍ବାଚିତ ପ୍ରତିନିଧି ଙ୍କୁ ଅବଗତ ନକରି କରାଯାଉଥିବା ସରକାର ଙ୍କ BGBO ଯୋଜନା ...
18/09/2025

ନବରଙ୍ଗପୁର ଜ଼ିଲ୍ଲା ର ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥା ର ନିର୍ବାଚିତ ପ୍ରତିନିଧି ଙ୍କୁ ଅବଗତ ନକରି କରାଯାଉଥିବା ସରକାର ଙ୍କ BGBO ଯୋଜନା ର ଅନିୟମିତତା ଉପରେ ପଂଚାୟତରାଜ ପ୍ରତିନିଧି ଙ୍କ ଅସନ୍ତୋଷ ବିଷୟରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଗଲା l

17/09/2025
ଜ଼ିଲ୍ଲାପରିଷଦ ସଭାପତି ଙ୍କ ନେତୃତ୍ୱରେ  ଏବଂ Standing Committee ଅଧକ୍ଷା ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ  କରା...
16/09/2025

ଜ଼ିଲ୍ଲାପରିଷଦ ସଭାପତି ଙ୍କ ନେତୃତ୍ୱରେ ଏବଂ Standing Committee ଅଧକ୍ଷା ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରାଯାଇଛି। ଚିକିତ୍ସାଳୟ ର ବିଭିନ୍ନ ବିଭାଗ ର ରୋଗୀସେବା ସମ୍ବନ୍ଧୀୟ ସମସ୍ୟା ତଥା ଆବଶ୍ୟକତା ବିଷୟରେ ବିସ୍ତୃତ ଆଲୋଚନା କରାଯଇଛି, ଆଗାମୀ ଦିନରେ DHH ତଥା CHC, PHC ସ୍ତରରେ ଜନ ସାଧାରଣ ଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ହସ୍ପିଟାଲ କତୃପକ୍ଷ ଙ୍କୁ ନିର୍ଦେଶ ଦିଆଗଲା।

ଜିଲ୍ଲାପରିଷଦ ର ଅଷ୍ଟମ ଅଧିବେଶନ ସଭାପତି ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି lବୈଠକ ରେ ରାଜ୍ୟସରକାର ଙ୍କ ମାନ୍ୟବ...
04/09/2025

ଜିଲ୍ଲାପରିଷଦ ର ଅଷ୍ଟମ ଅଧିବେଶନ ସଭାପତି ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି l
ବୈଠକ ରେ ରାଜ୍ୟସରକାର ଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟସଭା ସାଂସଦ ଜନାବ ମୁଜିବୁଲ୍ଲା ଖାଁ, ଲୋକସଭା ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ, ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀଯୁକ୍ତ ମନୋହର ରନ୍ଧାରୀ, ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀଶଙ୍କର ମାଝୀ, ମାନ୍ୟବର ବିଧାୟକ ଝରୀଗାଁ ଶ୍ରୀଯୁକ୍ତ ନରସିଂହ ଭତରା, ସଂମାନନୀୟ ଜିଲ୍ଲାପାଳ ନବରଙ୍ଗପୁର , ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ଲିପିକା ବାରୋଇ, CDO ଜ଼ିଲ୍ଲାପରିଷଦ, ଜିଲ୍ଲାପରିଷଦ ର ସମସ୍ତ ସଂମ୍ମାନନୀୟ ସଦସ୍ୟ ସଦସ୍ୟା ଏବଂ ବ୍ଲକ ଚେୟାରମ୍ୟାନ ମହାଶୟ ମହାଶୟା ସମେତ ଜ଼ିଲ୍ଲାର ସମସ୍ତ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।
ଜ଼ିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା l

ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟ ନବରଙ୍ଗପୁର ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳନ,  ଜ଼ିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କ ଦ୍ୱାର ...
15/08/2025

ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟ ନବରଙ୍ଗପୁର ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳନ, ଜ଼ିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କ ଦ୍ୱାର ପତାକା ଉତ୍ତୋଳନ l

ଜ଼ିଲ୍ଲାପରିଷଦ ଅଧକ୍ଷ୍ୟ ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କୁ ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନୂତନ ଜ଼ିଲ୍ଲାପା...
04/08/2025

ଜ଼ିଲ୍ଲାପରିଷଦ ଅଧକ୍ଷ୍ୟ ଶ୍ରୀଯୁକ୍ତ ମୋତିରାମ ନାୟକ ଙ୍କୁ ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ନୂତନ ଜ଼ିଲ୍ଲାପାଳ Dr ମହେଶ୍ୱର ସ୍ୱାଇଁ l

26/02/2025
https://youtu.be/bxsTooknzxg?si=ZdwX4aJ53mZD90cN
26/02/2025

https://youtu.be/bxsTooknzxg?si=ZdwX4aJ53mZD90cN

ନବରଙ୍ଗପୁର ଜିଲ୍ଲା ତଥା ଓଡ଼ିଶାର #କୋରାପୁଟ #ଜୟପୁର #ମାଲକାନଗିରି #ରାଇଘର #ରାୟଗଡା #ସାରାଓଡ଼ିଶାର ପରିଚିତ ୱେବ ମିଡ଼ିଆ ଆମ ...

https://youtu.be/Dl69DgF5vFA?si=srE2SxGlsd-FP2Lr
26/02/2025

https://youtu.be/Dl69DgF5vFA?si=srE2SxGlsd-FP2Lr

ନବରଙ୍ଗପୁର ଜିଲ୍ଲା ପରିଷଦ ବୈଠକ ରେ ହଙ୍ଗାମା , ବୈଠକ ବର୍ଜନ କରିବା ସହ ଧାରଣା ଦେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ। @ News 24 Nabarangpur

Address

Nabarangpur
Nowrangapur

Website

Alerts

Be the first to know and let us send you an email when Zilla Parishad, Nabarangpur posts news and promotions. Your email address will not be used for any other purpose, and you can unsubscribe at any time.

Share

Category