Ashok Sahoo fan club

Ashok Sahoo fan club politics

19/05/2026

ଆଜି ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୬ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ନିମାପଡା ସହିଦ୍ ସ୍ମୃତି ସଂସଦ ଆନୁ...
14/05/2026

ଆଜି ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୬ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ନିମାପଡା ସହିଦ୍ ସ୍ମୃତି ସଂସଦ ଆନୁକୁଲ୍ୟରେ ଆୟୋଜିତ ନିମାପଡା ପ୍ରେରଣା ଦିବସ ୨୦୨୬ ଓ ଭବାନୀ ପଟ୍ଟନାୟକ ସେବା ପୁରଷ୍କାର ଉତ୍ସବ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସଭାର ସଭାପତି ଭାବେ ସଭା ପରିଚାଳନା କରିଥିଲି ମୋ ସହିତ ସଭାରେ ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ପ୍ରଫେସର ଦାଶ ବେନୁହୁର ମହୋଦୟ,ସହିଦ୍ ସ୍ମୃତି ସଂସଦ ର ସମ୍ପାଦକ ଡ. ବେଣୁଧର ସେନାପତି, ଅନେକ ବିଶିଷ୍ଠ ବ୍ୟକ୍ତି ଗଣ, ଯୁବବନ୍ଧୁ ମାନେ ଏବଂ ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଭବାନୀ ବାବୁଙ୍କ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ...

ମହାନ୍ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଅମର ରହେ.... 🙏

Address

Chanarpada
Nimapara
PURI

Website

Alerts

Be the first to know and let us send you an email when Ashok Sahoo fan club posts news and promotions. Your email address will not be used for any other purpose, and you can unsubscribe at any time.

Share