Kasturi Bala Swain

Kasturi Bala Swain Official page of Kasturi Bala Swain.

https://youtu.be/D6PdDHyrULc?si=zFW3pOq1QIK5dstN
02/01/2024

https://youtu.be/D6PdDHyrULc?si=zFW3pOq1QIK5dstN

ସୂଚନା ମିଡ଼ିଆ ର ପ୍ରଭାବ , ଦୁଇ ପୀଡ଼ିତ ପରିବାର ଙ୍କୁ ସହାୟତା ର ହାତ ବଢାଇଲେ ସମାଜସେବୀ କସୁରିବାଳା ସ୍ୱାଇଁ

https://youtu.be/Xg_xh0SGGiE?si=zdBPiRe8FMEOpPJdHappy New Year 2k24.
02/01/2024

https://youtu.be/Xg_xh0SGGiE?si=zdBPiRe8FMEOpPJd

Happy New Year 2k24.

New Year Wish by Smt.Kasturibala Swain | Happy New Year Wish | Noise Odisha***Noise Odisha is an Odia Infotainment channel which is publishing videos like Do...

24/12/2023
ଗତ କିଛି ଦିନ ତଳେ ଓଡ଼ିଆ ଗଣମାଧ୍ୟମ ସ୍ୱାଧିକାର ମିଡିଆ ରେ କିଡ଼ନୀ ରୋଗ ରେ ପୀଡିତ ଗୋପ ବ୍ଲକ୍ ଗଣେସ୍ୱରପୁର୍ ପଞ୍ଚାୟତ ଅନ୍ତର୍ଗତ ଶୋଭନପୁର୍ ଗ୍...
24/12/2023

ଗତ କିଛି ଦିନ ତଳେ ଓଡ଼ିଆ ଗଣମାଧ୍ୟମ ସ୍ୱାଧିକାର ମିଡିଆ ରେ କିଡ଼ନୀ ରୋଗ ରେ ପୀଡିତ ଗୋପ ବ୍ଲକ୍ ଗଣେସ୍ୱରପୁର୍ ପଞ୍ଚାୟତ ଅନ୍ତର୍ଗତ ଶୋଭନପୁର୍ ଗ୍ରାମ ର ବାସିନ୍ଦା, ପରିବାର ର ଏକମାତ୍ର ରୋଜଗାରକ୍ଷମ ପୁଅ ତପନ ବେହେରା ଙ୍କ ବିଷୟରେ ଜାଣି ଅତ୍ୟନ୍ତ ମର୍ମାହତ ହୋଇଥିଲି.
ଆଜି ତାଙ୍କ ପରିବାର ନିକଟରେ ପହଂଚି ନିଜ ସାଧ୍ୟ ମତେ ସାହାଯ୍ୟ କରିଛି.
ଆଗାମୀ ଦିନରେ ତାଙ୍କର ଚିକିତ୍ସା ପାଇଁ ଯାହା ସମ୍ଭବ ସାହାଯ୍ୟ କରିବି ବୋଲି ମୁଁ ବଦ୍ଧ ପରିକର..
ଆପଣ ମାନଙ୍କୁ ଅନୁରୋଧ, ଆସନ୍ତୁ ଆମେ ସମସ୍ତେ ଏହି ଅସହାୟ ପରିବାର ର ଆଶା ବାଡ଼ି ଟିଏ ହେଇ ସାଧ୍ଯ ମତେ ଚେଷ୍ଟା କରିବା. 🙏
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି 🙏

Kasturi Bala Swain

ନିମାପଡା ବ୍ଲକ ଅଧିନସ୍ଥ ଛଣିଜଙ୍ଗ ଗ୍ରାମ          ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମର ଅସହାୟ ଓ ଅକ୍ଷମ ବୃଦ୍ଧା ନୟନୀ  ବେହେରାଙ୍କ ନିକଟରେ ...
15/12/2023

ନିମାପଡା ବ୍ଲକ ଅଧିନସ୍ଥ ଛଣିଜଙ୍ଗ ଗ୍ରାମ
ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମର ଅସହାୟ ଓ ଅକ୍ଷମ ବୃଦ୍ଧା ନୟନୀ ବେହେରାଙ୍କ ନିକଟରେ ପହଞ୍ଚି ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲି।ଅକ୍ଷମ ହୋଇଥିବାରୁ ତାଙ୍କ ଯାତାୟତ ପାଇଁ ଏକ ହୁଇଲ ଚେୟାର ବ୍ୟବସ୍ଥା କରିଥିଲି। ତାଙ୍କ ପରିବାରର ଆର୍ଥିକ ସ୍ଥିତି ବୁଝିବା ପରେ ବ୍ଲକ ପ୍ରଶାସନ ସହ କଥାହୋଇ ବଞ୍ଚିତ ଥିବା ସମସ୍ତ ସରକାରୀ ସହାୟତା କିପରି ତାଙ୍କୁ ମିଳିପାରିବ ସେ ଦିଗରେ ଆଲୋଚନା କରିଥିଲି।

15/12/2023

"ବସୁଧୈବ କୁଟୁମ୍ବକମ୍"
କିଛି ଦିନ ତଳେ ସ୍ୱାଧିକାର ନ୍ୟୁଜ ରେ ପ୍ରସାରିତ ଏକ ଖବର୍ ରେ ନିମାପଡା ଛଣିଜଙ୍ଗ ପଞ୍ଚାୟତ ର ଜଣେ ଭିନ୍ନକ୍ଷମ ବୃଦ୍ଧା ମାଉସୀ ନୟନୀ ବେହେରା ଙ୍କ ଦୁର୍ଦଶା ବିଷୟରେ ଜାଣିବା ପରେ ସେଠାରେ ପହଂଚି ତାଙ୍କୁ ଭେଟି ମୋ ସାଧ୍ୟ ମତେ ସାହାଯ୍ୟ ର ହାତ ବଢେଇଲି .
ତାଙ୍କର ଜଣେ ଝିଅ ହିସାବରେ ମାଉସୀ ଙ୍କ ଯାତାୟତ କୁ ସୁଗମ କରିବା ପାଇଁ ତାଙ୍କୁ ଏକ ତିନି ଚକିଆ ସାଇକେଲ ଦେବା ସହିତ କିପରି ଭବରେ ସେ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇ ପାରିବେ ସେଥିପାଇଁ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଙ୍କ ସହିତ ଫୋନ୍ ମାଧ୍ୟମ ରେ ଆଲୋଚନା ମଧ୍ଯ କରିଛି.
Kasturi Bala Swain
https://m.facebook.com/story.php?story_fbid=pfbid02KmLAG8SeT6JyCctRrsTeGEtjWBrDQHRZnYiHfRFR8KAnWcBjx19zacGGMb1vdXzdl&id=100064175761926&sfnsn=wiwspwa&mibextid=RUbZ1f

15/12/2023
11/12/2023

Shreekhetra

11/12/2023

Prabhu Jagannath kan Mamu Ghara

Address

Gop-Nimapara
Nimapara

Telephone

+918249894794

Website

Alerts

Be the first to know and let us send you an email when Kasturi Bala Swain posts news and promotions. Your email address will not be used for any other purpose, and you can unsubscribe at any time.

Share

Category