Nihar Ranjan moharana

Directions Contact the organization

Nihar Ranjan moharana I am proud to be an Oriya, I am a child of Mother Nature so I will try my best to save Mother Nature

ଆଜି ରାଜଭବନ ଠାରେ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ ଭାବେ ନିଯୁକ୍ତ ବରିଷ୍ଠ IAS ଅଧିକାରୀ ଡ଼. ରୂପା ରୋଶନ ସାହୁ ମହୋଦୟାଙ୍କୁ ଭେ...
25/08/2026

ଆଜି ରାଜଭବନ ଠାରେ ଓଡ଼ିଶା ରାଜଭବନ ଇତିହାସରେ ପ୍ରଥମ ମହିଳା ସଚିବ ଭାବେ ନିଯୁକ୍ତ ବରିଷ୍ଠ IAS ଅଧିକାରୀ ଡ଼. ରୂପା ରୋଶନ ସାହୁ ମହୋଦୟାଙ୍କୁ ଭେଟିବାର ସୁଯୋଗ ମିଳିଲା। 🙏

Today, I had the opportunity to meet Madam Dr. Rupa Roshan Sahu, IAS, the first woman Secretary in the history of the Odisha Raj Bhavan, at Raj Bhavan. 🙏

As floods continue to impact Odisha and several parts of India, our thriving young mangroves across the Devi River Mouth...
06/08/2026

As floods continue to impact Odisha and several parts of India, our thriving young mangroves across the Devi River Mouth Landscape remind us that nature is our strongest ally in building climate resilience. *Mangroves help reduce flood impacts, protect vulnerable coastlines, and safeguard communities.*

Wetlands protect life, coasts, and climate 🌊🌱This World Wetlands Day 2026, Odisha Pariyavaran Sanrakshyan Abhijan Trust ...
03/02/2026

Wetlands protect life, coasts, and climate 🌊🌱
This World Wetlands Day 2026, Odisha Pariyavaran Sanrakshyan Abhijan Trust observed by planting mangroves at the Devi River mouth to safeguard nature for future generations. 💚


🌿 ପଞ୍ଚମ ଧରିତ୍ରୀ ୟୁଥ କନ୍କ୍ଲେଭ–୨୦୨୫ 🌿ପ୍ରଥମେ ଧରିତ୍ରୀ ପରିବାରକୁ ମୋର ଅନ୍ତରିକ ନମସ୍କାର।ଏହି ଯୁବ ସମ୍ମିଳନୀରେ ସାରା ଓଡିଶାରୁ ଆସିଥିବା ଗ...
25/11/2025

🌿 ପଞ୍ଚମ ଧରିତ୍ରୀ ୟୁଥ କନ୍କ୍ଲେଭ–୨୦୨୫ 🌿

ପ୍ରଥମେ ଧରିତ୍ରୀ ପରିବାରକୁ ମୋର ଅନ୍ତରିକ ନମସ୍କାର।
ଏହି ଯୁବ ସମ୍ମିଳନୀରେ ସାରା ଓଡିଶାରୁ ଆସିଥିବା ଗ୍ରୀନ୍‌ ହିରୋମାନେ ନିଜ ମତାମତ ରଖି, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣୀୟ ସଙ୍କଟ ଓ ସମାଧାନ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏବଂ ଚିନ୍ତନ–ମନ୍ଥନ କରିଥିଲେ।

ଏହି ପ୍ରଭାବଶାଳୀ ଯୁବ ସମ୍ମିଳନୀରେ ଯୋଗଦେଇ ନିଜକୁ ଗୌରବାନ୍ୱିତ ଅନୁଭବ କରିଲି। ବିଭିନ୍ନ ନୂଆ ଚିନ୍ତାଧାରା, ଅଭିଜ୍ଞତା ଏବଂ ଜଳବାୟୁ ପରିବର୍ତ୍ତନ–ସମ୍ପର୍କୀୟ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଶିଖିବାକୁ ମିଳିଲା।

💚 ଏହି ସଫଳ ଆୟୋଜନ ପାଇଁ ଧରିତ୍ରୀ ପରିବାରକୁ ହୃଦୟଙ୍ଗମ ଧନ୍ୟବାଦ।

🙏💚 Let’s stand together for a greener and sustainable future!

Address

Nimapara
752106

Website

Alerts

Be the first to know and let us send you an email when Nihar Ranjan moharana posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Nihar Ranjan moharana:

Shortcuts

Share

Category